Shuru
Apke Nagar Ki App…
ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ। ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
ବନ୍ତ ଖବର
ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ। ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
More news from ଓଡ଼ିଶା and nearby areas
- ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।1
- ସବୁ ଅପେକ୍ଷାର ଅନ୍ତ ଘଟିଲା। ଭଦ୍ରକ ବାସୀଙ୍କର ଦୀର୍ଘ ଦିନର ସଂଘର୍ଷ ବଳିଦାନ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ଲୋକଙ୍କ ସରକାର ରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ମଞ୍ଜୁର କରିଥିବାରୁ। ରାଜ୍ୟର ଜସ୍ଵଶୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭଦ୍ରକର ଗର୍ବ ଗୌରବ ଓଡ଼ିଶାର ମହକ ରାଜ୍ୟର ଜସ୍ଵଶୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜସୂର୍ଯ୍ୟବଂଶୀ ମହୋଦୟଙ୍କୁ ଭଦ୍ରକବାସୀ ମାନେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି1
- Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨1
- Post by Dr padmanav rout Rout1
- ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା1
- ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।1
- ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର2
- ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।1