Shuru
Apke Nagar Ki App…
ଲୋଚାପଲି ଗ୍ରାମର ଅସାୟ ନାରଣ ପ୍ରଧାନଙ୍କୁ ଦଇବ ସାହା ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
Amani Sahoo
ଲୋଚାପଲି ଗ୍ରାମର ଅସାୟ ନାରଣ ପ୍ରଧାନଙ୍କୁ ଦଇବ ସାହା ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।1
- ଢେଙ୍କାନାଳ ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲା ସ୍ଥାୟୀ ବିକାଶ ଲକ୍ଷ୍ୟ ରଖି ପ୍ରସିକ୍ଷଣ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅର୍ଚନା ପୁହାଣ ଅଧ୍ଯକ୍ଷତା କରିଥିଲେ2
- ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା1
- କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।1
- ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।1
- କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight2
- ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।1