କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।

- କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।1
- ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା1
- କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।1
- କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।1
- କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।1
- ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl1
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- କଟକଜିଲ୍ଲା ମାହାଙ୍ଗା ଶିକ୍ଷକଙ୍କ Suspension ପ୍ରତ୍ୟାହାର ଦାବିରେ, ଗ୍ରାମବାସୀ ମାନଙ୍କର ଗୋପବନ୍ଧୁ ପ୍ରାଇମେରୀ ସ୍କୁଲ, (ଯଶୁଆପୁର, ମାହାଙ୍ଗା) ଆଗରେ ଧାରଣା। CRC ଙ୍କ ବ୍ୟକ୍ତିଗତ ରାଗ ପାଇଁ ଚକ୍ରାନ୍ତର ଶିକାର ହେଲେ ଶିକ୍ଷକ। ଅନ୍ୟ ଏକ ଶିକ୍ଷକଙ୍କ (ଯେ କି CRC ଙ୍କ ଘର ପାଖ ଲୋକ) ସହଯୋଗରେ ରାଗ ଶୁଝାଇବାରେ ସଫଳ ହେଲେ CRC। CRC ଙ୍କୁ ଏ ବିଷୟରେ ଗ୍ରାମବାସୀ ପଚାରିବାରୁ, ସେ ବିଧାୟକଙ୍କ ଧମକ ଦେଇ ଅଜବ ବ୍ୟବହାର ଦେଖେଇଲେ ଏବଂ କୌଣସି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପରିଲେନାହିଁ। ଜଣେ CRC ଙ୍କ କଥାବାର୍ତ୍ତାରେ ଏଭଳି ଅଭଦ୍ରତା ଆଉ ଶାଳୀନତା ନ ଥିବାରୁ, ଗ୍ରାମବାସୀ ଏବେ ଦ୍ବନ୍ଦରେ କି ଆମ ପିଲାଙ୍କ ଭବିଷ୍ୟତ କଣ ହବ। ସରକାରଙ୍କୁ ଅନୁରୋଧ CRC ଙ୍କ ନିଯୁକ୍ତି କ୍ଷେତ୍ରରେ କିଛି ଧ୍ୟାନ ଦେବା ଉଚିତ। ଏଭଳି ଅଭଦ୍ର CRC ଙ୍କ ପାଇଁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।1