logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲୋଚାପଲ୍ଲି ଗ୍ରାମରେ ଅସହାୟ ଭିନ୍ନକ୍ଷମକୁ ଭେଟିଲେ ସଂସଦ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।

4 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
4 hrs ago

ଲୋଚାପଲ୍ଲି ଗ୍ରାମରେ ଅସହାୟ ଭିନ୍ନକ୍ଷମକୁ ଭେଟିଲେ ସଂସଦ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ  ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ  ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି  ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି
    1
    ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ  ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି ଏହି ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    1
    ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି 
ଏହି  ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    7 hrs ago
  • କଟକ ଖାନନଗର କାଳୀ ମନ୍ଦିର ନିକଟରେ ଦେଖୁ ଦେଖୁ ଜଳିଗଲା ବୁଲେଟ୍। ଲିଭାଉ ଲିଭାଉ ଜଳି ଉଠିଲା ବୁଲେଟ୍। କିଏ କିଛି ଭାବିବା ଆଗରୁ ଝୋର୍ ସେ ଜଳି ଉଠିଲା ବୁଲେଟ୍।
    1
    କଟକ ଖାନନଗର କାଳୀ ମନ୍ଦିର ନିକଟରେ ଦେଖୁ ଦେଖୁ ଜଳିଗଲା ବୁଲେଟ୍। ଲିଭାଉ ଲିଭାଉ ଜଳି ଉଠିଲା ବୁଲେଟ୍। କିଏ କିଛି ଭାବିବା ଆଗରୁ ଝୋର୍ ସେ ଜଳି ଉଠିଲା ବୁଲେଟ୍।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ..
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • Post by RAJENDRA MAHANTA
    1
    Post by RAJENDRA MAHANTA
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ସମାଜ ସମ୍ବାଦ ପତ୍ରର ସାମ୍ବାଦିକ ଶାନ୍ତନୁ ଭୁକ୍ତାଙ୍କ ଉପରେ ଘଟିଥିବା ନିର୍ମମ ଆକ୍ରମଣ ଘଟଣାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକମାନେ ଗଭୀର ଚିନ୍ତା ଓ ନିନ୍ଦା ପ୍ରକାଶ କରିଛନ୍ତି। ଏହି ଘଟଣା କେବଳ ଜଣେ ସାମ୍ବାଦିକଙ୍କୁ ନୁହେଁ, ସତ୍ୟ ଓ ନିଷ୍ପକ୍ଷ ସାମ୍ବାଦିକତାକୁ ଭୟଭୀତ କରିବାର ଚେଷ୍ଟା।ଏହି ପରିପ୍ରେକ୍ଷିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା— 🔹 ଆକ୍ରମଣରେ ଜଡିତ ଦୁର୍ବୃତ୍ତମାନଙ୍କୁ ତତ୍କ୍ଷଣାତ୍ ଗିରଫ କରାଯାଉ 🔹 ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଉ 🔹 ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ସାମ୍ବାଦିକମାନେ ସମାଜର ଆଇନା। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ। ଦୋଷୀମାନଙ୍କୁ କଡା ଶାସ୍ତି ଦେଇ ନ୍ୟାୟ ସୁନିଶ୍ଚିତ କରାଯାଉ। ✊ ସତ୍ୟର ପକ୍ଷରେ ଆମ ଆବାଜ ଜାରି ରହିବ।
    1
    ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ସମାଜ ସମ୍ବାଦ ପତ୍ରର ସାମ୍ବାଦିକ ଶାନ୍ତନୁ ଭୁକ୍ତାଙ୍କ ଉପରେ ଘଟିଥିବା ନିର୍ମମ ଆକ୍ରମଣ ଘଟଣାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକମାନେ  ଗଭୀର ଚିନ୍ତା ଓ ନିନ୍ଦା ପ୍ରକାଶ କରିଛନ୍ତି। ଏହି ଘଟଣା କେବଳ ଜଣେ ସାମ୍ବାଦିକଙ୍କୁ ନୁହେଁ, ସତ୍ୟ ଓ ନିଷ୍ପକ୍ଷ ସାମ୍ବାଦିକତାକୁ ଭୟଭୀତ କରିବାର ଚେଷ୍ଟା।ଏହି ପରିପ୍ରେକ୍ଷିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା—
🔹 ଆକ୍ରମଣରେ ଜଡିତ ଦୁର୍ବୃତ୍ତମାନଙ୍କୁ ତତ୍କ୍ଷଣାତ୍ ଗିରଫ କରାଯାଉ
🔹 ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଉ
🔹 ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ
ସାମ୍ବାଦିକମାନେ ସମାଜର ଆଇନା। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ। ଦୋଷୀମାନଙ୍କୁ କଡା ଶାସ୍ତି ଦେଇ ନ୍ୟାୟ ସୁନିଶ୍ଚିତ କରାଯାଉ।
✊ ସତ୍ୟର ପକ୍ଷରେ ଆମ ଆବାଜ ଜାରି ରହିବ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.