ଟ୍ରେନ ଆଗକୁ ଡେଇଁ ଯୁବତୀ ଆତ୍ମହତ୍ୟା କରୁଥଲେ, ଦୁଇ ଗୋଡ ହରାଇ ଆଜୀବନ ପଙ୍ଗୁ ହେଲେ ବାଲେଶ୍ବର/ବନ୍ତ (ଜନମୁଖ): ଗୋଟିଏ ଅବେଳକାର ଭୁଲ୍ ନିଷ୍ପତ୍ତି ପାଇଁ ଜୀବନ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଟ୍ରେନ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ରେଳ ପୁଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସୂଚନା ଅନୁସାରେ, ଭଦ୍ରକ ଜିଲା ଆଗରପଡ଼ା ଚାରିଗାଁ ଅଞ୍ଚଳର ମଧୁସୂଦନ ସାହୁଙ୍କ ୨୩ ବର୍ଷୀୟା କନ୍ୟା ସ୍ମୃତିସ୍ନିଗ୍ଧା ସାହୁ ବାରିପଦା କୋର୍ଟରେ ଟାଇପିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଗଣେଶ ପୂଜା ଅବସରରେ ସେ ବାଲେଶ୍ବର ଆସିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ବାଲେଶ୍ବର ଷ୍ଟେସନର ଉତ୍ତର ପାର୍ଶ୍ବ ଅରଡ଼ବଜାର ଲେଭଲ କ୍ରସିଂ ପୂର୍ବରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଆଗକୁ ସେ ହଠାତ୍ ଡେଇଁ ପଡ଼ିଥିଲେ। ତେବେ ଦୈବଯୋଗେ ଯୁବତୀଙ୍କ ଦୁଇଟି ଗୋଡ଼ ରେଳ ଧାରଣା ଉପରକୁ ଚାଲିଯିବାରୁ ତାହା କଟି ଯାଇଛି। ଘଟଣାସ୍ଥଳରୁ ରେଳ ପୁଲିସ (GRP) ଓ ରେଳ ସୁରକ୍ଷା ବଳ (RPF) ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଏବେ ଅତ୍ୟନ୍ତ ସଂକଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ସେ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପୁଲିସ ତଦନ୍ତ ଚଳାଇଛି। #BalasoreNews #JanamukhaNews #TrainAccident #OdishaNews #Balasore

- ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l1
- Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨1
- 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews1
- ଅନୁଗୋଳ ଜିଲ୍ଲା ପାଲଲହଡ଼ା ରେ ଆଜି ବି ୭୯ ତମ ସ୍ବାଧିନତା ପରେ ମଧ୍ୟ ଉପାନ୍ତ ଗାଁକୁ ରାସ୍ତା ନାହିଁ । ତେଣୁ ବସ୍ ଚଳାଚଳ ହେଉନଥିବାରୁ ଗାଁକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଲୋକମାନେ ଯାତାୟତ କରୁଛନ୍ତି1
- ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼1
- 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹1
- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l1
- ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି NuakhaiJuhar NuakhaiTihar2026 SamaleswariTemple Samada Belpahad1