Shuru
Apke Nagar Ki App…
କେନ୍ଦୁଝର ଜିଲ୍ଲା ସରେଇ ଜଙ୍ଗଲ ରେ ୧୬ ଟିକିଆ ହାତୀପଲ, ଭୟଭିତ ଅବସ୍ଥାରେ ଅଞ୍ଚଳବାସୀ
ଦୁର୍ଯ୍ୟୋଧନ ପାତ୍ର
କେନ୍ଦୁଝର ଜିଲ୍ଲା ସରେଇ ଜଙ୍ଗଲ ରେ ୧୬ ଟିକିଆ ହାତୀପଲ, ଭୟଭିତ ଅବସ୍ଥାରେ ଅଞ୍ଚଳବାସୀ
More news from ଓଡ଼ିଶା and nearby areas
- ସିମ୍ କାର୍ଡ କିଣିବା ପ୍ରକ୍ରିୟାରେ ସରକାର ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ନୂଆ ନିୟମ ଲାଗୁ ହେବା ପରେ ମୋବାଇଲ୍ ପାଇଁ ସିମ୍ କିଣିବା ଆଉ ପୂର୍ବପରି ସହଜ ହେବ ନାହିଁ।1
- ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।2
- hi go cool unique hp food fog XL TX em go hop home FL to hmmm1
- Post by Banaja SAHOO samay Live news repoter2
- ଢେଙ୍କାନାଳର ନିହାଲପ୍ରସାଦ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଉଥିବା କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କାମ ଚାଲିଥିବା ବେଳେ ବୋର୍ଡରେ ମଞ୍ଜୁରୀ ବର୍ଷ ୨୦୨୬ ଲେଖାଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜିଲ୍ଲାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।1
- ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ୧୮ଟି ଅଭିଯୋଗ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ପଟ୍ଟା ସଂଶୋଧନ, କେନାଲ ଖନନ ଓ ରାସ୍ତା ନିର୍ମାଣ ଭଳି ପ୍ରମୁଖ ସମସ୍ୟା ଉପରେ ଏହି ଅଭିଯୋଗଗୁଡ଼ିକ କେନ୍ଦ୍ରିତ ଥିଲା।1
- ମୟୂରଭଞ୍ଜ ଜିଲ୍ଲା ଉଦଳାରେ ରାସ୍ତା ଉନ୍ନତିକରଣ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କାମ ସରିବାର ମାସେ ନପୂରୁଣୁ ରାସ୍ତାରୁ ଚିପ୍ସ ଉଠିଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।2
- Post by Banaja SAHOO samay Live news repoter1