Shuru
Apke Nagar Ki App…
Banaja SAHOO samay Live news repoter
More news from Dhenkanal and nearby areas
- Post by Banaja SAHOO samay Live news repoter2
- ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ଗୁରୁତର. ଢେଙ୍କାନାଳ ରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର. ଢେଙ୍କାନାଳ ରଗଡି ସାହିରେ ଆଜି ଏଜ ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ପଥଚାରୀ ଗୁରୁତ୍ୱର. ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ. ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି.1
- ଢେଙ୍କାନାଳରେ ୧୦୦ ଫୁଟ ଉଚ୍ଚ ଟାୱାର ଉପରୁ ୧୬ ଘଣ୍ଟା ପରେ ପୋଲିସ କର୍ମଚାରୀ ରୁଦ୍ରନାରାୟଣ ଦାସଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳକୁ ସେ ଅଚେତ ଥିଲେ ଏବଂ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଶାସନ ତାଙ୍କ ଚାକିରୀ ପୁନଃ ନିଯୁକ୍ତି ଓ ମାଆଙ୍କ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଇଛି।1
- ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ଭୁବନ, ଢ଼େଙ୍କାନାଳ, ଓଡ଼ିଶା #Bhuban #Dhenkanal #Odisha1
- ବୀରମହାରାଜପୁରରେ ଚାଂଚଲ୍ୟ : ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ବୀରମହାରାଜପୁରରେ ଚାଂଚଲ୍ୟ : ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ #LatestNews #UpdateNews #apanankakhabara #Crime #news #OdishaNews #Odisha1
- କଟକର ମଧୁପାଟଣା ଅଞ୍ଚଳରେ ଶ୍ରମିକମାନେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ବଳୟରେ ୬ ମହଲା ଉପରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କ ଜୀବନ ବାଜିରେ ଲାଗିଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?1
- ମୋହନ ମାଝୀ ଜଣେ ଅପାରଗ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଆଇନି ଶୃଙ୍ଖଳା ବିପର୍ଜସ୍ଥ ,ପ୍ରତିଦିନ ହତ୍ୟା ହେଉଛି:ସୁର1
- Post by Banaja SAHOO samay Live news repoter1