logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

on 16 January
user_User10187
User10187
ରାଇକିଆ, କନ୍ଧମାଳ, ଓଡ଼ିଶା•
on 16 January
6e2b1d5d-a051-465b-bcd1-f82f1b085a30

  • user_User10832
    User10832
    Gochhapada, Kandhamal
    🤝
    on 17 January
More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲା ଧରାକୋଟ ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ ଆସିକା:( ୨/୪/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ବଳରାମପୁର ପଞ୍ଚାୟତ ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ନଅ ଗୋଟି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ବଳରାମପୁର ରେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତ ଲୋକଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସେ ନୂତନ ଭାବରେ ପ୍ରତିଷ୍ଠା ହେଉଥିବା ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ନୂତନ ଭାବରେ ନିର୍ମିତ ବଳରାମପୁର ଗ୍ରାମ ପଞ୍ଚାୟତ ଭବନ, ପଞ୍ଚାୟତ ସଭା ଗୃହ,କର୍ମଚାରୀ ଭବନ, ମିନି ବ୍ୟାଙ୍କ,ରାଧାକୃଷ୍ଣ ପାଠାଗାର ଗୃହ,ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ,ଯାତ୍ରୀ ବିଶ୍ରାମାଗାର ଓ ଉସ୍ତା ଗ୍ରାମରେ ଏକ ବଜାର ଗୃହର ଉଦ୍ଘାଟନ କରିଥିଲେ। ଏଥିରେ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିନତି ରାଣୀ ସ୍ୱାଇଁ, ଏ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଚନ୍ଦ୍ର ନାୟକ, ସରପଞ୍ଚ ଗୀତାଞ୍ଜଳି ମଲିକ,ସମିତି ସଭ୍ୟ ଜୋସେଫ ମଣ୍ଡଳ,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା,ଜି ପି ଇ ଓ ଦେବରାଜ ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ। ରାସ୍ତାରେ ଢ଼ଉଗାଁ ଛକ ରେ ସ୍ଥାନୀୟ ଲୋକେ ବିଧାୟକ ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ଧରାକୋଟ ଅଞ୍ଚଳର ପ୍ରସିଦ୍ଧ କୁଲାଗଡ ର ମା ଦଣ୍ଡକାଳି ଙ୍କୁ ଦର୍ଶନକରି ଫେରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ
ଆସିକା:( ୨/୪/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ବଳରାମପୁର ପଞ୍ଚାୟତ ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ନଅ ଗୋଟି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ବଳରାମପୁର ରେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତ ଲୋକଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସେ ନୂତନ ଭାବରେ ପ୍ରତିଷ୍ଠା ହେଉଥିବା ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ନୂତନ ଭାବରେ ନିର୍ମିତ ବଳରାମପୁର ଗ୍ରାମ ପଞ୍ଚାୟତ ଭବନ, ପଞ୍ଚାୟତ ସଭା ଗୃହ,କର୍ମଚାରୀ ଭବନ, ମିନି ବ୍ୟାଙ୍କ,ରାଧାକୃଷ୍ଣ ପାଠାଗାର ଗୃହ,ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ,ଯାତ୍ରୀ ବିଶ୍ରାମାଗାର ଓ ଉସ୍ତା ଗ୍ରାମରେ ଏକ ବଜାର ଗୃହର ଉଦ୍ଘାଟନ କରିଥିଲେ। ଏଥିରେ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିନତି ରାଣୀ ସ୍ୱାଇଁ, ଏ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଚନ୍ଦ୍ର ନାୟକ, ସରପଞ୍ଚ ଗୀତାଞ୍ଜଳି ମଲିକ,ସମିତି ସଭ୍ୟ ଜୋସେଫ ମଣ୍ଡଳ,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା,ଜି ପି ଇ ଓ ଦେବରାଜ ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ। ରାସ୍ତାରେ ଢ଼ଉଗାଁ ଛକ ରେ ସ୍ଥାନୀୟ ଲୋକେ ବିଧାୟକ ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ଧରାକୋଟ ଅଞ୍ଚଳର ପ୍ରସିଦ୍ଧ କୁଲାଗଡ ର ମା ଦଣ୍ଡକାଳି ଙ୍କୁ ଦର୍ଶନକରି ଫେରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    9 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    12 hrs ago
  • 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    1
    🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    1
    ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା 
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    2
    Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    1
    #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା
ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹
    1
    #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.