logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାସ୍ତା ଖରାପ ଯୋଗୁଁ ଗର୍ଭବତୀ ମହିଳା ଙ୍କ ମୃତ ଗଜପତି କନ୍ଧମାଳ ଜିଲ୍ଲା ସୀମାନ୍ତ ରେ ଥିବା ବ୍ରହ୍ମଁଣୀଗାଁ ଥାନା ଅନ୍ତର୍ଗତ ସିଞ୍ଜାକୁଟି ଗ୍ରାମ ର ଦାନୀୟାଲ ପାଟମାଝୀ ଙ୍କ ସ୍ତ୍ରୀ ହେମଳୀ ପାଟମାଝି 7ମାସ ର ଗର୍ଭବତୀ ଥିଲେ ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ 108ଆମ୍ବୁଲାନ୍ସ କୁ ଫୋନ କରିଥିଲେ ଗାଁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ପହଁଚି ମେଡିକାଲ ନେବା ରେ ବିଳମ୍ୱ ହେଇଥିଲା ଯାହା ଦ୍ୱାରା ହେମଳୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା ବ୍ରହ୍ମଁଣୀଗାଁ ମେଡିକାଲ ରେ ପହଁଚି ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ମେଡିକାଲ ନେବା ବେଳେ ମୋହନା ମେଡିକାଲ ରେ ମୃତ

14 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
14 hrs ago

ରାସ୍ତା ଖରାପ ଯୋଗୁଁ ଗର୍ଭବତୀ ମହିଳା ଙ୍କ ମୃତ ଗଜପତି କନ୍ଧମାଳ ଜିଲ୍ଲା ସୀମାନ୍ତ ରେ ଥିବା ବ୍ରହ୍ମଁଣୀଗାଁ ଥାନା ଅନ୍ତର୍ଗତ ସିଞ୍ଜାକୁଟି ଗ୍ରାମ ର ଦାନୀୟାଲ ପାଟମାଝୀ ଙ୍କ ସ୍ତ୍ରୀ ହେମଳୀ ପାଟମାଝି 7ମାସ ର ଗର୍ଭବତୀ ଥିଲେ ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ 108ଆମ୍ବୁଲାନ୍ସ କୁ ଫୋନ କରିଥିଲେ ଗାଁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ପହଁଚି ମେଡିକାଲ ନେବା ରେ ବିଳମ୍ୱ ହେଇଥିଲା ଯାହା ଦ୍ୱାରା ହେମଳୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା ବ୍ରହ୍ମଁଣୀଗାଁ ମେଡିକାଲ ରେ ପହଁଚି ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ମେଡିକାଲ ନେବା ବେଳେ ମୋହନା ମେଡିକାଲ ରେ ମୃତ

More news from ଓଡ଼ିଶା and nearby areas
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପାଣି ପାଇଁ ଟିକିରି ତୋଟା ଗୁଡା ନିକଟରେ ରାସ୍ତା ରୋକ
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପାଣି ପାଇଁ ଟିକିରି ତୋଟା ଗୁଡା ନିକଟରେ  ରାସ୍ତା ରୋକ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    1 hr ago
  • ଖଣ୍ଡପଡ଼ା ଖବର
    1
    ଖଣ୍ଡପଡ଼ା ଖବର
    user_Bhabani prameya journalist
    Bhabani prameya journalist
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    19 hrs ago
  • ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    1
    ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା 
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    1
    ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    2
    Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews
    1
    ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    1 day ago
  • Census -୨୦୨୭ "ସ୍ଵ-ଗଣନା" ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ରାୟଗଡ଼ ଜିଲ୍ଲାପାଳଙ୍କ ବାର୍ତ୍ତା ।
    1
    Census -୨୦୨୭ "ସ୍ଵ-ଗଣନା" ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ରାୟଗଡ଼ ଜିଲ୍ଲାପାଳଙ୍କ ବାର୍ତ୍ତା ।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    4 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.