logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୫ ଛୁଆର ମାଆ କଲେ ଜ୍ୱାଇଁକୁ ବିହା ! ଶାଶୂ-ଜ୍ୱାଇଁଙ୍କ ଏଭଳି ପ୍ରେମ କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ ...! ଉତ୍ତରପ୍ରଦେଶର ମୈନପୁରୀରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ସମାଜକୁ ଚକିତ କରିଦେଇଛି। ୫ଟି ସନ୍ତାନର ଜଣେ ମାଆ ନିଜ ଜ୍ୱାଇଁଙ୍କ ପ୍ରେମରେ ଏପରି ପାଗଳ ହୋଇଯାଇଛନ୍ତି ଯେ, ସେ ଶେଷରେ ଜ୍ୱାଇଁଙ୍କୁ ହିଁ ଜୀବନସାଥୀ ଭାବେ ବାଛିଛନ୍ତି ! ଏହି ଅଜବ ପ୍ରେମ କାହାଣୀ ଏବେ ସହର କୋତୱାଲୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ସାମ୍ନାରେ ମଧ୍ୟ ସେମାନେ ନିଜ ନିଷ୍ପତ୍ତିରେ ଅଟଳ ଥିବା କହିଛନ୍ତି । #MainpuriNews #SasurJwaiLoveStory #TrendingOdia #OdiaNews #ViralNews #AjabKahani #KhabarOdisha #SocialMediaViral #OdiaReels #Kalyug #NewsUpdate #odishaviral #viralreels #viralpost #viralreelsシ @followers

14 hrs ago
user_Rabindra Nayak
Rabindra Nayak
Court reporter ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
14 hrs ago

୫ ଛୁଆର ମାଆ କଲେ ଜ୍ୱାଇଁକୁ ବିହା ! ଶାଶୂ-ଜ୍ୱାଇଁଙ୍କ ଏଭଳି ପ୍ରେମ କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ ...! ଉତ୍ତରପ୍ରଦେଶର ମୈନପୁରୀରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ସମାଜକୁ ଚକିତ କରିଦେଇଛି। ୫ଟି ସନ୍ତାନର ଜଣେ ମାଆ ନିଜ ଜ୍ୱାଇଁଙ୍କ ପ୍ରେମରେ ଏପରି ପାଗଳ ହୋଇଯାଇଛନ୍ତି ଯେ, ସେ ଶେଷରେ ଜ୍ୱାଇଁଙ୍କୁ ହିଁ ଜୀବନସାଥୀ ଭାବେ ବାଛିଛନ୍ତି ! ଏହି ଅଜବ ପ୍ରେମ କାହାଣୀ ଏବେ ସହର କୋତୱାଲୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ସାମ୍ନାରେ ମଧ୍ୟ ସେମାନେ ନିଜ ନିଷ୍ପତ୍ତିରେ ଅଟଳ ଥିବା କହିଛନ୍ତି । #MainpuriNews #SasurJwaiLoveStory #TrendingOdia #OdiaNews #ViralNews #AjabKahani #KhabarOdisha #SocialMediaViral #OdiaReels #Kalyug #NewsUpdate #odishaviral #viralreels #viralpost #viralreelsシ @followers

More news from ଓଡ଼ିଶା and nearby areas
  • ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l
    2
    ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l  ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    3 hrs ago
  • ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏
    1
    ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷🙏
ନୂଆଁଖାଇ ଜୁହାର 👍🌷
ନୂଆଁଖାଇ ଜୁହାର 👍🌷🙏
    user_ବାରକୋଟ ଖବର
    ବାରକୋଟ ଖବର
    Video Creator ବରକୋଟ, ଦେବଗଡ଼, ଓଡ଼ିଶା•
    18 hrs ago
  • ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
    4
    ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ
କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି।
ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    13 hrs ago
  • ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Near Muncipality MarketComplex Belpahad ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    1
    ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
GaneshChaturthi2026
Near Muncipality MarketComplex Belpahad
ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    3 hrs ago
  • 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress
    1
    🚨 ईरान में विमान में बड़ा हादसा टला, यात्रियों में मची चीख-पुकार

ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। 

शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। 

विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। 

#BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress


🚨 ईरान में विमान में बड़ा हादसा टला, यात्रियों में मची चीख-पुकार
ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। 
शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। 
विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। 
#BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ, ସୁସଜିତ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ ତାଳଚେର :- ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇ ଉଠିଛି l ସୁସଜିତ ଆଲୋକ ମାଳାରେ ଝଲସୁଛି ପ୍ରଭୁ ଗଣପତି ଙ୍କ ପୂଜା ମଣ୍ଡପ l ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଛନ୍ତି l ଅପରାହ୍ନରୁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି l ସହର ମଧ୍ୟରେ ବିଭିନ୍ନ ପ୍ରକାରର ଦୋକାନ ସାଙ୍ଗକୁ ଦୋଳି ପଡିବା ଯୋଗୁଁ ଏହାର ମଜା ନେଉଛନ୍ତି ଶ୍ରଦ୍ଧାଳୁ l ଆସନ୍ତା ସେପ୍ଟେମ୍ବର ୨୬ ରିଖରେ ବାବା ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ତାଳଚେର ଟାଉନ ଠାରୁ ହାଣ୍ଡିଧୁଆ ପର୍ଯ୍ୟନ୍ତ ଗହଳି ଲାଗି ରହିଛି l କେତେକ ପୂଜା ମଣ୍ଡପରେ ସଂନ୍ଧ୍ୟାରେ ଗଣେଶଙ୍କ ଲଡ଼ୁ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିବାର ଦେଖିବାକୁ ମିଳିଛି l ପାଗ ଅନୁକୂଳ ଥିବାରୁ ଗହଳି ହେଉଛି l ପୂଜାକୁ ଦୃଷ୍ଟିରେ ରଖି ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି l ତାଳଚେର କଲେଜ ପଡିଆ ଏବଂ ବାଇପାସ ପଡିଆ ଠାରେ ମିନବଜାର ଓ ଦୋଳି ପଡିଛି l
    1
    ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ, ସୁସଜିତ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ 
ତାଳଚେର :- ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇ ଉଠିଛି l ସୁସଜିତ ଆଲୋକ ମାଳାରେ ଝଲସୁଛି ପ୍ରଭୁ ଗଣପତି ଙ୍କ ପୂଜା ମଣ୍ଡପ l ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଛନ୍ତି l ଅପରାହ୍ନରୁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି l ସହର ମଧ୍ୟରେ ବିଭିନ୍ନ ପ୍ରକାରର ଦୋକାନ ସାଙ୍ଗକୁ ଦୋଳି ପଡିବା ଯୋଗୁଁ ଏହାର ମଜା ନେଉଛନ୍ତି ଶ୍ରଦ୍ଧାଳୁ l ଆସନ୍ତା ସେପ୍ଟେମ୍ବର ୨୬ ରିଖରେ ବାବା ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ତାଳଚେର ଟାଉନ ଠାରୁ ହାଣ୍ଡିଧୁଆ ପର୍ଯ୍ୟନ୍ତ ଗହଳି ଲାଗି ରହିଛି l କେତେକ ପୂଜା ମଣ୍ଡପରେ ସଂନ୍ଧ୍ୟାରେ ଗଣେଶଙ୍କ ଲଡ଼ୁ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିବାର ଦେଖିବାକୁ ମିଳିଛି l ପାଗ ଅନୁକୂଳ ଥିବାରୁ ଗହଳି ହେଉଛି l ପୂଜାକୁ ଦୃଷ୍ଟିରେ ରଖି ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି l ତାଳଚେର କଲେଜ ପଡିଆ ଏବଂ ବାଇପାସ ପଡିଆ ଠାରେ ମିନବଜାର ଓ ଦୋଳି ପଡିଛି l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    22 hrs ago
  • ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    1
    ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
  • ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃ_କ ଜଣକ ଝାରମୁଣ୍ଡା ହରିଜନପଡ଼ାର କୃଷ୍ଣଚନ୍ଦ୍ର ମହାନନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ସୂଚନା ଅନୁସାରେ, କିଛି ସ୍ଥାନୀୟ ଯୁବକ ପରିତ୍ୟକ୍ତ କୋଠରୀ ଭିତରେ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ_ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି _ତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    1
    ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃ_କ ଜଣକ ଝାରମୁଣ୍ଡା ହରିଜନପଡ଼ାର କୃଷ୍ଣଚନ୍ଦ୍ର ମହାନନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ସୂଚନା ଅନୁସାରେ, କିଛି ସ୍ଥାନୀୟ ଯୁବକ ପରିତ୍ୟକ୍ତ କୋଠରୀ ଭିତରେ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ_ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି _ତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.