ତିହିଡିରେ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ତିହିଡି, ଭଦ୍ରକ: ତିହିଡି ଅଞ୍ଚଳରେ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଶ୍ରୀରାମ ନବମୀ ସମିତି, ତିହିଡିର ଆନୁକୂଳ୍ୟରେ ଏହି ଧାର୍ମିକ ଉତ୍ସବକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡମ୍ବର ଓ ଭକ୍ତିଭାବର ସହିତ ପାଳନ କରାଯିବାକୁ ଯାଉଛି। ଏହି ଅବସରରେ ଆଜି ପ୍ରାତଃ ପ୍ରାୟ ୭ଟା ସମୟରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଇ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହାସହ ମହୋତ୍ସବ ସମ୍ପର୍କିତ ନିମନ୍ତ୍ରଣ ପତ୍ର, ରସିଦ ବହି ଓ ପୋଥିର ପୂଜା ମଧ୍ୟ ବିଧିବତ୍ ଭାବରେ ସମ୍ପନ୍ନ ହୋଇଥିଲା। ପୂଜା କାର୍ଯ୍ୟରେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ ଓ କୋଷାଧ୍ୟକ୍ଷ ନୀଳମଣି ସାବତ ଉପସ୍ଥିତ ଥିଲେ। ସର୍ବବ୍ୟବସ୍ଥା ପ୍ରମୁଖ ଭାବେ ସୀତାକାନ୍ତ ନାୟକ ଓ ବ୍ୟବସ୍ଥା ପ୍ରମୁଖ ଭାବେ ଶୁଭ୍ରନାରାୟଣ ସେଠୀ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଛନ୍ତି।

- ତିହିଡି, ଭଦ୍ରକ: ତିହିଡି ଅଞ୍ଚଳରେ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଶ୍ରୀରାମ ନବମୀ ସମିତି, ତିହିଡିର ଆନୁକୂଳ୍ୟରେ ଏହି ଧାର୍ମିକ ଉତ୍ସବକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡମ୍ବର ଓ ଭକ୍ତିଭାବର ସହିତ ପାଳନ କରାଯିବାକୁ ଯାଉଛି। ଏହି ଅବସରରେ ଆଜି ପ୍ରାତଃ ପ୍ରାୟ ୭ଟା ସମୟରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଇ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହାସହ ମହୋତ୍ସବ ସମ୍ପର୍କିତ ନିମନ୍ତ୍ରଣ ପତ୍ର, ରସିଦ ବହି ଓ ପୋଥିର ପୂଜା ମଧ୍ୟ ବିଧିବତ୍ ଭାବରେ ସମ୍ପନ୍ନ ହୋଇଥିଲା। ପୂଜା କାର୍ଯ୍ୟରେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ ଓ କୋଷାଧ୍ୟକ୍ଷ ନୀଳମଣି ସାବତ ଉପସ୍ଥିତ ଥିଲେ। ସର୍ବବ୍ୟବସ୍ଥା ପ୍ରମୁଖ ଭାବେ ସୀତାକାନ୍ତ ନାୟକ ଓ ବ୍ୟବସ୍ଥା ପ୍ରମୁଖ ଭାବେ ଶୁଭ୍ରନାରାୟଣ ସେଠୀ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଛନ୍ତି।1
- ଭଦ୍ରକ ରେ ଐତିହାସିକ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ମାର୍ଚ୍ଚ ୨୨ ରେ ହେବ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା l ଏଥିରେ ଭାଗନେବେ ଛୋଟ ଛୋଟ ପିଲାମାନେ1
- Post by ଯାଜପୁର ଖବର ପ୍ରସାରିତ1
- ବନ୍ତ ବ୍ଲକ୍ ଚାରିଗାଁର ସୁଯୋଗ୍ୟା କନ୍ୟା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ନମିତା ବେହେରା ନିଜର ଅସାଧାରଣ କଳା ନୈପୁଣ୍ୟ ପାଇଁ ପ୍ରତିଷ୍ଠିତ ‘ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍’ ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନମିତାଙ୍କ ଏହି ସଫଳତା ତାଙ୍କ ପରିବାର, ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଛି। ।1
- କୋରେଇରେ ସକ୍ରିୟ ମାଟି ମାଫିଆ ମା ମାଟିର ଦ୍ୱାହି ଦେଉଥିବା କୋରେଇର ବିଧାୟକ ସାଜିଛନ୍ତି ଏଥିର ମାଷ୍ଟର ମାଈଣ୍ଡ ଏଥର ଆକାଶ ର ପ୍ରଚାର କରୁଥିବା ଚେଲାଣଙ୍କର ମଧ୍ୟ ଦେଖମୀଲୁନି3
- କଜ୍ଜଳବନ୍ଧ ରୁ ଚାନ୍ଦପଡ଼ା କେନାଲ ରାସ୍ତା ଦୀର୍ଘ ଦେଢ ବର୍ଷ ହେବ ପିଚୁ କାମ ଆସିଥିବା ସତ୍ତ୍ୱେ ହୋଇପାରୁନାହିଁ ଏହା ଦ୍ଵାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବଡ ବଡ ଗୋଡ଼ି ଏବଂ ଧୂଳି ସହିତ ସାଇକେଲ ଏବଂ ମଟର ସାଇକେଲ ସବୁଦିନ ଦୁର୍ଘଟଣା ହେଉଛନ୍ତି2
- ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I1
- ଭଦ୍ରକ ରେ ଜଗନ୍ନାଥ ଦର୍ଶନ କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ଅଫିସ ରୁ ପୁରୀ ଅଭିମୁଖେ ଯାଇଛନ୍ତି ୧୧୧ ଜଣ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଜିଲ୍ଲାପାଳ ଦେଲେ ସୂଚନା1