Shuru
Apke Nagar Ki App…
ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
Alekh Nayak ,I am a professional journalist, my job is to collect news and deliver it to people
ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
More news from ଓଡ଼ିଶା and nearby areas
- ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I1
- karilopatana college rod kenal bridge ra bada nahi bahut accident hauchi1
- ପଶ୍ଚିମବଙ୍ଗ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତି ଙ୍କୁ ମମତା ସରକାରଙ୍କ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ କୁ ନେଇ ସର୍ବସମ୍ମୁଖରେ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା ଦାବିକରିଛି ୟୁଥ ଫେଡେରେସନ, ଗିରିଧାରୀ ଛକଠାରେ ମମତା ସରକାର ଙ୍କୁ ଦୃଢ ନିନ୍ଦା କରିବା ସହିତ ନାରାବାଜି କରି ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜୟଚନ୍ଦ୍ରପୁର ୟୁଥ ଫେଡେରେସନ ର ସଦସ୍ୟ.....1
- Post by Bikram Mohapatra1
- ଶିକୁଳିରେ ବନ୍ଧା ମାନବିକତା; ପ୍ରଶାସନିକ ଅବହେଳାର ଶୀକାର ମାନସିକ ଅସୁସ୍ଥ ମାନସ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୁନଙ୍ଗ ପଞ୍ଚାୟତରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସେହି ଗ୍ରାମର ଶୁକଦେବ ଭୋଇଙ୍କ ମଝିଆ ପୁଅ ମାନସ କୁମାର ଭୋଇ ବିଗତ କିଛି ବର୍ଷ ହେଲା ମାନସିକ ଅସୁସ୍ଥତା କାରଣରୁ ନିଜ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଆଜିର ସମୟରେ ବିଜ୍ଞାନ ଓ ପ୍ରଶାସନ ଏତେ ଆଗେଇଥିଲେ ମଧ୍ୟ ମାନସଙ୍କ ପାଖରେ ସରକାରୀ ସହାୟତା ଅପହଞ୍ଚ ହୋଇପଡ଼ିଛି। ଘଟଣାର ସଂକ୍ଷିପ୍ତ ବିବରଣୀ: ମାନସ ଦୀର୍ଘ ଦିନ ଧରି ମାନସିକ ସନ୍ତୁଳନ ହରାଇଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି। ଅଭାବ ଅନାଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହେଉନାହିଁ। ବର୍ତ୍ତମାନ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ସେ ଶାରୀରିକ ଭାବେ ଦୁର୍ବଳ ହେବା ସହ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପ୍ରଶାସନିକ ଉଦାସୀନତା: ପରିବାର ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କିମ୍ବା ମାଗଣା ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ନିବେଦନ: ଏହି ଖବର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଉଛି କି, ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାନସଙ୍କୁ ଶିକୁଳି ମୁକ୍ତ କରାଯାଉ ଏବଂ ତାଙ୍କୁ ଉନ୍ନତମାନର ମାନସିକ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦିଆଯାଉ।1
- Post by ଯାଜପୁର ଖବର ପ୍ରସାରିତ1
- Post by BL News1
- କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,1