logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାରି ବର୍ଷ ର ନାବାଳିକା କୁ ଦୁଷ୍କର୍ମ

2 hrs ago
user_Bikram Mohapatra
Bikram Mohapatra
Ersama, Jagatsinghapur•
2 hrs ago

ଚାରି ବର୍ଷ ର ନାବାଳିକା କୁ ଦୁଷ୍କର୍ମ

More news from Jagatsinghapur and nearby areas
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    Ersama, Jagatsinghapur•
    2 hrs ago
  • ପଶ୍ଚିମବଙ୍ଗ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତି ଙ୍କୁ ମମତା ସରକାରଙ୍କ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ କୁ ନେଇ ସର୍ବସମ୍ମୁଖରେ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା ଦାବିକରିଛି ୟୁଥ ଫେଡେରେସନ, ଗିରିଧାରୀ ଛକଠାରେ ମମତା ସରକାର ଙ୍କୁ ଦୃଢ ନିନ୍ଦା କରିବା ସହିତ ନାରାବାଜି କରି ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜୟଚନ୍ଦ୍ରପୁର ୟୁଥ ଫେଡେରେସନ ର ସଦସ୍ୟ.....
    1
    ପଶ୍ଚିମବଙ୍ଗ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତି ଙ୍କୁ ମମତା ସରକାରଙ୍କ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ କୁ ନେଇ ସର୍ବସମ୍ମୁଖରେ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା ଦାବିକରିଛି ୟୁଥ ଫେଡେରେସନ, ଗିରିଧାରୀ ଛକଠାରେ ମମତା ସରକାର ଙ୍କୁ ଦୃଢ ନିନ୍ଦା କରିବା ସହିତ ନାରାବାଜି କରି ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜୟଚନ୍ଦ୍ରପୁର ୟୁଥ ଫେଡେରେସନ ର ସଦସ୍ୟ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    3 hrs ago
  • ଶିକୁଳିରେ ବନ୍ଧା ମାନବିକତା; ପ୍ରଶାସନିକ ଅବହେଳାର ଶୀକାର ମାନସିକ ଅସୁସ୍ଥ ମାନସ ​ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୁନଙ୍ଗ ପଞ୍ଚାୟତରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସେହି ଗ୍ରାମର ଶୁକଦେବ ଭୋଇଙ୍କ ମଝିଆ ପୁଅ ମାନସ କୁମାର ଭୋଇ ବିଗତ କିଛି ବର୍ଷ ହେଲା ମାନସିକ ଅସୁସ୍ଥତା କାରଣରୁ ନିଜ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଆଜିର ସମୟରେ ବିଜ୍ଞାନ ଓ ପ୍ରଶାସନ ଏତେ ଆଗେଇଥିଲେ ମଧ୍ୟ ମାନସଙ୍କ ପାଖରେ ସରକାରୀ ସହାୟତା ଅପହଞ୍ଚ ହୋଇପଡ଼ିଛି। ​ଘଟଣାର ସଂକ୍ଷିପ୍ତ ବିବରଣୀ: ମାନସ ଦୀର୍ଘ ଦିନ ଧରି ମାନସିକ ସନ୍ତୁଳନ ହରାଇଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି। ଅଭାବ ଅନାଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହେଉନାହିଁ। ବର୍ତ୍ତମାନ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ସେ ଶାରୀରିକ ଭାବେ ଦୁର୍ବଳ ହେବା ସହ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ​ପ୍ରଶାସନିକ ଉଦାସୀନତା: ପରିବାର ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କିମ୍ବା ମାଗଣା ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ​ନିବେଦନ: ଏହି ଖବର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଉଛି କି, ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାନସଙ୍କୁ ଶିକୁଳି ମୁକ୍ତ କରାଯାଉ ଏବଂ ତାଙ୍କୁ ଉନ୍ନତମାନର ମାନସିକ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦିଆଯାଉ।
    1
    ଶିକୁଳିରେ ବନ୍ଧା ମାନବିକତା; ପ୍ରଶାସନିକ ଅବହେଳାର ଶୀକାର ମାନସିକ ଅସୁସ୍ଥ ମାନସ
​ଜଗତସିଂହପୁର:
ଜଗତସିଂହପୁର ଜିଲ୍ଲା ପୁନଙ୍ଗ ପଞ୍ଚାୟତରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସେହି ଗ୍ରାମର ଶୁକଦେବ ଭୋଇଙ୍କ ମଝିଆ ପୁଅ ମାନସ କୁମାର ଭୋଇ ବିଗତ କିଛି ବର୍ଷ ହେଲା ମାନସିକ ଅସୁସ୍ଥତା କାରଣରୁ ନିଜ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଆଜିର ସମୟରେ ବିଜ୍ଞାନ ଓ ପ୍ରଶାସନ ଏତେ ଆଗେଇଥିଲେ ମଧ୍ୟ ମାନସଙ୍କ ପାଖରେ ସରକାରୀ ସହାୟତା ଅପହଞ୍ଚ ହୋଇପଡ଼ିଛି।
​ଘଟଣାର ସଂକ୍ଷିପ୍ତ ବିବରଣୀ:
ମାନସ ଦୀର୍ଘ ଦିନ ଧରି ମାନସିକ ସନ୍ତୁଳନ ହରାଇଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି। ଅଭାବ ଅନାଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହେଉନାହିଁ। ବର୍ତ୍ତମାନ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ସେ ଶାରୀରିକ ଭାବେ ଦୁର୍ବଳ ହେବା ସହ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।
​ପ୍ରଶାସନିକ ଉଦାସୀନତା:
ପରିବାର ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କିମ୍ବା ମାଗଣା ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
​ନିବେଦନ:
ଏହି ଖବର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଉଛି କି, ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାନସଙ୍କୁ ଶିକୁଳି ମୁକ୍ତ କରାଯାଉ ଏବଂ ତାଙ୍କୁ ଉନ୍ନତମାନର ମାନସିକ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦିଆଯାଉ।
    user_Rakesh das deba
    Rakesh das deba
    Court reporter ଜଗତସିଂହପୁର•
    5 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    1 hr ago
  • ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
    1
    ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • karilopatana college rod kenal bridge ra bada nahi bahut accident hauchi
    1
    karilopatana college rod kenal bridge ra bada nahi bahut accident hauchi
    user_Uttam Kumar mallick
    Uttam Kumar mallick
    କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    2
    ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    user_Shantanu Mohanty
    Shantanu Mohanty
    Local News Reporter ନିମାପଡା, ପୁରୀ, ଓଡ଼ିଶା•
    17 hrs ago
  • ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
    1
    ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.