logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

5 hrs ago
user_Bighne Rana
Bighne Rana
Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
5 hrs ago
ffa2d3d6-b956-4a58-ac90-836f0fb682c1

More news from Odisha and nearby areas
  • #ସାରର_ବ୍ୟାପକ_କଳାବଜାରୀ_ଏବଂ_ସମବାୟ_ସଂସ୍ଥା_ଚୁରମାର୍_ହୋଇଯାଇଛି_ଏହି_ସାରଳାର_ରେ... - ଅମିୟ ପଟ୍ଟନାୟକ ଅଧ୍ୟକ୍ଷ ପିସିସି ସମବାୟ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #highlightseveryone #PCC #congressnews #viralreelsシ #farmer #problem
    1
    #ସାରର_ବ୍ୟାପକ_କଳାବଜାରୀ_ଏବଂ_ସମବାୟ_ସଂସ୍ଥା_ଚୁରମାର୍_ହୋଇଯାଇଛି_ଏହି_ସାରଳାର_ରେ...
 - ଅମିୟ ପଟ୍ଟନାୟକ ଅଧ୍ୟକ୍ଷ ପିସିସି ସମବାୟ କଣ କହୁଛନ୍ତି ଟିକେ ଶୁଣନ୍ତୁ
#rishitv #highlightseveryone #PCC #congressnews 
#viralreelsシ #farmer #problem
    user_Ranjan hota
    Ranjan hota
    Sonepur, Odisha•
    10 hrs ago
  • ସଂସଦ ଏକ ବିଲ୍ ପାରିତ କରିଛି ଯାହା ଆମ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ - ପୁଣି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
    1
    ସଂସଦ ଏକ ବିଲ୍ ପାରିତ କରିଛି ଯାହା ଆମ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ
- ପୁଣି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର 
କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର  l ସୁବର୍ଣ୍ଣପୁର ଜିଲ୍ଲା  ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    9 hrs ago
  • *ଖବର ଆଜିର, ୩୧ ଜୁଲାଇ, ଶୁକ୍ରବାର* ================= ବଡମ୍ବା: ଭଟ୍ଟାରିକା ଓ ସିଂହନାଥ ପୀଠରେ BNS ଧାରା ୧୬୩ ଲାଗୁ କଲା ବଡମ୍ବା ପ୍ରଶାସନ। ଆସନ୍ତା ରବିବାରରୁ ବଢ଼ିବ ବର୍ଷାର ପରିମାଣ। ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସମୀକ୍ଷା କଲେ, ଭିଡିଓ ଉଠାଇଲେ। ମହାନଦୀ ଜଳ ସମାଧାନ ପାଇଁ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଟ୍ରିବ୍ୟୁନାଲ ଏବେ ନୀରବ। ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା। ଏବେ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍। ହ୍ୱାଟ୍ସଆପ୍ ଗ୍ରୁପରେ ବାଣ୍ଟିଛନ୍ତି। କେନ୍ଦୁଝରରେ ବନ୍ୟାରେ ଭାସିଗଲା ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି। ଭଦ୍ରକରେ ବନ୍ୟା। ୨୪ ଗାଁ ବିଚ୍ଛିନ୍ନ, ୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଚାଷଜମି ଜଳମଗ୍ନ। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, କାଣୀ ଓ ଖରସ୍ରୋତାରେ ବନ୍ୟା। ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ। ଜଗତସିଂହପୁର ଜିଲ୍ଲାରେ ବଢୁଛି ମହାନଦୀ। ପାଇକା ବିରିଡ଼ି, ତିର୍ତ୍ତୋଲ, କୁଜଙ୍ଗ ବ୍ଲକ୍‌ର ୬୬୯ ଜଣ ସ୍ଥାନାନ୍ତର। ଆନନ୍ଦପୁରରେ ବନ୍ୟା ସ୍ରୋତରେ ଭାସିଗଲା କାର୍, ଦିନକ ପରେ ମିଳିଲା ମୃତଦେହ। କେନ୍ଦୁଝର କାନପୁର ଡ୍ୟାମ୍‌ର ୫ ଗେଟ୍‌ ଖୋଲିଲା। ଭାଙ୍ଗିଲା ନବନିର୍ମିତ କଫର୍‌ ଡ୍ୟାମ୍‌। ମାଲକାନଗିରି ତଳିଆ ଅଞ୍ଚଳରେ ପାଣି ପଶିଲା, ଓଏଚ୍‌ପିସିରୁ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ। ଯାଜପୁରରେ ଅବସ୍ଥା ଅସମ୍ଭାଳ, ଆଉ ଦୁଇଦିନ ସ୍କୁଲ ଛୁଟି। ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବର୍ତ୍ତମାନ ମନା। ଭୁବନେଶ୍ୱର ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲାରେ ସ୍ୱାମୀ ଓ ବାନ୍ଧବୀଙ୍କୁ ଆଜୀବନ କାରାଦଣ୍ଡ। ନବରଙ୍ଗପୁରରେ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶେଷକୃତ୍ୟକୁ ଶ୍ମଶାନ ବାସନ୍ଦ। 🇳🇪 ମଧ୍ୟପ୍ରଦେଶର ଧାର ଜିଲ୍ଲାର ଭୋଜଶାଳା ନିକଟରେ ଶୁକ୍ରବାର ନମାଜ ପାଠ ହୋଇପାରିବ। ଟିସିଏସ୍‌ ରେ କଳଙ୍କ। ନାସିକ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଓ ଧର୍ମାନ୍ତରୀକରଣ ରାକେଟ୍‌, ୭ ଗିରଫ। ସାମାଜିକ କର୍ମୀ ହେଲେ ଜେଲ୍ ଯିବାକୁ ପଡେ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା। ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନର ଉପନିର୍ବାଚନରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ବ୍ରିଟେନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ। 🚴🏾‍♂️⚽🏏 ଭାରତୀୟ ହକି ଦଳର ନୂଆ ଜର୍ସି ହେଲା ଗେରୁଆ କରଣ। ବିଭିନ୍ନ କ୍ଷେତ୍ରରୁ ସମାଲୋଚନା। ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରାହାଣେଙ୍କ ଅବସର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଟି୪୭ରେ ଭାରତକୁ ଐତିହାସିକ ୧-୨ ସଫଳତା। ମୁରଲୀ ଶ୍ରୀଶଙ୍କର ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ରୌପ୍ୟ ପଦକ ଜିତିଲେ। ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୟାଶାସ୍‌, ସନ୍ତୋଷ। ଗତବର୍ଷ ଏଇ ସମୟରେ କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ୨ଟି ଗାଈ ଦେବେ ବୋଲି କହିଥିଲେ। ଅଙ୍ଗନବାଡ଼ି ପାଇଁ ‘ଅସମ୍’ ଆପ୍ ତିଆରି କରିଥିଲେ ସରକାର। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ। ଭାରତ ଉପରେ ୨୫% ଶୁଳ୍କ ଲଗାଇଥିଲେ ଡୋନାଲଡ଼ ଟ୍ରମ୍ପ। ================= ଆଜି ବିଶ୍ୱ ରେଞ୍ଜର ଦିବସ ଆଜି ଜନ୍ମଦିନ: ମୁନସୀ ପ୍ରେମଚାନ୍ଦ, ମମତାଜ, କିଆରା ଆଡଭାନୀ, ପିସି ସରକାର ଜୁନିୟର ଆଜି ତିରୋଧାନ: ମହମ୍ମଦ ରଫି, ଶହୀଦ ଉଧାମ ସିଂ ଇତିହାସରେ ଆଜି: (୧୯୪୦) ଉଧମ ସିଂ ଙ୍କୁ ଫାଶୀ/ (୧୯୪୮) ପଶ୍ଚିମବଙ୍ଗରେ ଦେଶର ପ୍ରଥମ ରାଜ୍ୟ ପରିବହନ ନିଗମ ତିଆରି/ (୧୯୯୨) ପଣ୍ଡିତ ରବିଶଙ୍କରଙ୍କୁ ମାଗାସେସେ ପୁରସ୍କାର/ (୧୪୯୮) ଟ୍ରିନିଦାଦ ଆବିଷ୍କାର କଲେ କଲମ୍ବସ/ (୧୭୧୫) ସୁନା, ହୀରା ବୋଝେଇ ସ୍ପେନର ଜାହାଜ ଫ୍ଲୋରିଡାରେ ବୁଡ଼ିଲା, ୩୫୦୦ ମୃତ ================= ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୩୧ ଜୁଲାଇ, ଶୁକ୍ରବାର*
=================

ବଡମ୍ବା: ଭଟ୍ଟାରିକା ଓ ସିଂହନାଥ ପୀଠରେ BNS ଧାରା ୧୬୩ ଲାଗୁ କଲା ବଡମ୍ବା ପ୍ରଶାସନ। 

ଆସନ୍ତା ରବିବାରରୁ ବଢ଼ିବ ବର୍ଷାର ପରିମାଣ। ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ।

ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସମୀକ୍ଷା କଲେ, ଭିଡିଓ ଉଠାଇଲେ।

ମହାନଦୀ ଜଳ ସମାଧାନ ପାଇଁ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଟ୍ରିବ୍ୟୁନାଲ ଏବେ ନୀରବ।

ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା।

ଏବେ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍। ହ୍ୱାଟ୍ସଆପ୍ ଗ୍ରୁପରେ ବାଣ୍ଟିଛନ୍ତି।

କେନ୍ଦୁଝରରେ ବନ୍ୟାରେ ଭାସିଗଲା ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି।

ଭଦ୍ରକରେ ବନ୍ୟା। ୨୪ ଗାଁ ବିଚ୍ଛିନ୍ନ, ୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଚାଷଜମି ଜଳମଗ୍ନ।

କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, କାଣୀ ଓ ଖରସ୍ରୋତାରେ ବନ୍ୟା। ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ।

ଜଗତସିଂହପୁର ଜିଲ୍ଲାରେ ବଢୁଛି ମହାନଦୀ। ପାଇକା ବିରିଡ଼ି, ତିର୍ତ୍ତୋଲ, କୁଜଙ୍ଗ ବ୍ଲକ୍‌ର ୬୬୯ ଜଣ ସ୍ଥାନାନ୍ତର।

ଆନନ୍ଦପୁରରେ ବନ୍ୟା ସ୍ରୋତରେ ଭାସିଗଲା କାର୍, ଦିନକ ପରେ ମିଳିଲା ମୃତଦେହ।

କେନ୍ଦୁଝର କାନପୁର ଡ୍ୟାମ୍‌ର ୫ ଗେଟ୍‌ ଖୋଲିଲା। ଭାଙ୍ଗିଲା ନବନିର୍ମିତ କଫର୍‌ ଡ୍ୟାମ୍‌।

ମାଲକାନଗିରି ତଳିଆ ଅଞ୍ଚଳରେ ପାଣି ପଶିଲା, ଓଏଚ୍‌ପିସିରୁ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ।

ଯାଜପୁରରେ ଅବସ୍ଥା ଅସମ୍ଭାଳ, ଆଉ ଦୁଇଦିନ ସ୍କୁଲ ଛୁଟି।

ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବର୍ତ୍ତମାନ ମନା।

ଭୁବନେଶ୍ୱର ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲାରେ ସ୍ୱାମୀ ଓ ବାନ୍ଧବୀଙ୍କୁ ଆଜୀବନ କାରାଦଣ୍ଡ।

ନବରଙ୍ଗପୁରରେ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶେଷକୃତ୍ୟକୁ ଶ୍ମଶାନ ବାସନ୍ଦ।

🇳🇪
ମଧ୍ୟପ୍ରଦେଶର ଧାର ଜିଲ୍ଲାର ଭୋଜଶାଳା ନିକଟରେ ଶୁକ୍ରବାର ନମାଜ ପାଠ ହୋଇପାରିବ।

ଟିସିଏସ୍‌ ରେ କଳଙ୍କ। ନାସିକ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଓ ଧର୍ମାନ୍ତରୀକରଣ ରାକେଟ୍‌, ୭ ଗିରଫ।

ସାମାଜିକ କର୍ମୀ ହେଲେ ଜେଲ୍ ଯିବାକୁ ପଡେ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା।

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ।

ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନର ଉପନିର୍ବାଚନରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି।

ବ୍ରିଟେନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ।

🚴🏾‍♂️⚽🏏
ଭାରତୀୟ ହକି ଦଳର ନୂଆ ଜର୍ସି ହେଲା ଗେରୁଆ କରଣ। ବିଭିନ୍ନ କ୍ଷେତ୍ରରୁ ସମାଲୋଚନା।

ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରାହାଣେଙ୍କ ଅବସର।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଟି୪୭ରେ ଭାରତକୁ ଐତିହାସିକ ୧-୨ ସଫଳତା। ମୁରଲୀ ଶ୍ରୀଶଙ୍କର ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ରୌପ୍ୟ ପଦକ ଜିତିଲେ। ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୟାଶାସ୍‌, ସନ୍ତୋଷ।

ଗତବର୍ଷ ଏଇ ସମୟରେ

କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ୨ଟି ଗାଈ ଦେବେ ବୋଲି କହିଥିଲେ।

ଅଙ୍ଗନବାଡ଼ି ପାଇଁ ‘ଅସମ୍’ ଆପ୍ ତିଆରି କରିଥିଲେ ସରକାର।

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ।

ଭାରତ ଉପରେ ୨୫% ଶୁଳ୍କ ଲଗାଇଥିଲେ ଡୋନାଲଡ଼ ଟ୍ରମ୍ପ।
=================
ଆଜି ବିଶ୍ୱ ରେଞ୍ଜର ଦିବସ

ଆଜି ଜନ୍ମଦିନ: ମୁନସୀ ପ୍ରେମଚାନ୍ଦ, ମମତାଜ, କିଆରା ଆଡଭାନୀ, ପିସି ସରକାର ଜୁନିୟର

ଆଜି ତିରୋଧାନ: ମହମ୍ମଦ ରଫି, ଶହୀଦ ଉଧାମ ସିଂ

ଇତିହାସରେ ଆଜି: (୧୯୪୦) ଉଧମ ସିଂ ଙ୍କୁ ଫାଶୀ/ (୧୯୪୮) ପଶ୍ଚିମବଙ୍ଗରେ ଦେଶର ପ୍ରଥମ ରାଜ୍ୟ ପରିବହନ ନିଗମ ତିଆରି/ (୧୯୯୨) ପଣ୍ଡିତ ରବିଶଙ୍କରଙ୍କୁ ମାଗାସେସେ ପୁରସ୍କାର/ (୧୪୯୮) ଟ୍ରିନିଦାଦ ଆବିଷ୍କାର କଲେ କଲମ୍ବସ/ (୧୭୧୫) ସୁନା, ହୀରା ବୋଝେଇ ସ୍ପେନର ଜାହାଜ ଫ୍ଲୋରିଡାରେ ବୁଡ଼ିଲା, ୩୫୦୦ ମୃତ
=================
ବନ୍ଦେ ଉତ୍କଳ ଜନନୀ
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    3
    ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ
 :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ  ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା 
ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ  ବିଲୁପ୍ତ ହେବ  ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା  କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି,  ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
  • ଜାତୀୟ ରାଜପଥ ୫୭ ଅବରୋଧ
    1
    ଜାତୀୟ ରାଜପଥ ୫୭ ଅବରୋଧ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି। ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
    1
    ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି।
ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ। ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ।
    1
    ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ।
ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଲାଠୋର ମୁଖ୍ୟ ରାସ୍ତା ରେ।
    user_Lili Bhue
    Lili Bhue
    ଖପ୍ରାଖୋଲ, ବଲାଙ୍ଗୀର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.