logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘରଧରା ରେ ଚାଲିଥିବା ୨୯ତମ ସ୍ଵାମୀ ବିବେକନନ୍ଦ କ୍ରିକେଟ କପ ଟୁର୍ନାମେଣ୍ଟ (ଏସଭିସିସି)ଉଦଯାପିତ l ନୂଆପଡ଼ା -୧୩/୩- ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୯ ତମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଗତ ୫ ମାର୍ଚ୍ଚ ୨୦୨୬ ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ୧୨ ମାର୍ଚ୍ଚ ୨୦୨୬ ଆଠ ଦିନ ବ୍ୟାପି ଏହି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ଚନ୍ଦ୍ର ସରାଫ ଏବଂ ଚନ୍ଦନ ବେହେରା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି,ସ୍ଥାନୀୟ ସରପଞ୍ଚ ଆଲ୍ଲାଦିନି ବେହେରା ଅତିଥି ଭାବେ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ଖେଳ ଭୋଜପୁର ଓ ସିକୁଆଁ ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୋଜପୁର ଦଳ ନିର୍ଦ୍ଧାରିତ ୧୨ ଓଭର ବ୍ୟାଟିଂ କରି ୧୦୩ ରନ ସଂଗ୍ରହ କରିଥିଲା। ଜବାବରେ ସିକୁଆଁ ଦଲ ସମସ୍ତ ୱିକେଟ ହରାଇ ୫୧ ରନ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ରହି ରନର୍ସ ଅପ୍ ହୋଇଥିଲା। ଭୋଜପୁର ଦଲ ଚମ୍ପିୟାନ ହୋଇଥିଲେ। ଫାଇନାଲ ମ୍ୟାଚରେ ଆମ୍ପାୟର ଭାବେ ବସନ୍ତ କୁମାର ଶବର ଓ ଚୁଡାମଣି ଶବର ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗ ଦାୟିତ୍ୱରେ ଯୌତୀଶ ବେହେରା, ଏବଂ SVCC କର୍ମକର୍ତ୍ତା, ସୁଦନ ବେହେରା, ସାଗର ବେହେରା, ଅଶ୍ୱନୀ ଶବର, ସଂଜିପ ଶବର, ପୃଥ୍ୱୀରାଜ ଶବର,ରାକେଶ ଶବର, କାହ୍ନl ଗହୀର, ନିରାକାର ବେହେରା,ବୁଦ୍ଧଦେବ ଶବର,ତହସିଲ ବେହେରା, ତୁଷାର ବେହେରା, ସୁନୀଲ ହରିଜନ, ଦୀପକ ବନ୍ଦୀଛୋର ଶାଗର ବେହେରା, ଭୁଜରାଜ ହରିଜନ,ଚୋଡ଼ଗଙ୍ଗ ଶବର ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଉପରୋକ୍ତ ଟୁର୍ଣ୍ଣାମେଣ୍ଟ ରେ ସ୍ଥାନୀୟ ଅଞ୍ଚଳ ର ସମସ୍ତ କ୍ରିକେଟ ପ୍ରେମୀ ଏବଂ ସ୍ଥାନୀୟ ଲୋକେ ଖେଳକୁ ଉପଭୋଗ କରିଥିଲେ l ୧୬ ଖଣ୍ଡ ଗ୍ରାମରୁ ୧୬ ଗୋଟି ଦଳ ଯୋଗଦାନ କରିଥିଲେ । ବିଜୟୀ ଦଲକୁ ୩୦ ହଜାର ସହ ଟ୍ରଫି ଓ ଉପ ବିଜେତା ଦଲ କୁ ୨୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା l

on 13 March
user_Surendra Tiwari
Surendra Tiwari
Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
on 13 March
a2f5f632-1d00-4d31-9bbd-a865a8865ef2

ଘରଧରା ରେ ଚାଲିଥିବା ୨୯ତମ ସ୍ଵାମୀ ବିବେକନନ୍ଦ କ୍ରିକେଟ କପ ଟୁର୍ନାମେଣ୍ଟ (ଏସଭିସିସି)ଉଦଯାପିତ l ନୂଆପଡ଼ା -୧୩/୩- ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୯ ତମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଗତ ୫ ମାର୍ଚ୍ଚ ୨୦୨୬ ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ୧୨ ମାର୍ଚ୍ଚ ୨୦୨୬ ଆଠ ଦିନ ବ୍ୟାପି ଏହି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ଚନ୍ଦ୍ର ସରାଫ ଏବଂ ଚନ୍ଦନ ବେହେରା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି,ସ୍ଥାନୀୟ ସରପଞ୍ଚ ଆଲ୍ଲାଦିନି ବେହେରା ଅତିଥି ଭାବେ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ଖେଳ ଭୋଜପୁର ଓ ସିକୁଆଁ ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୋଜପୁର ଦଳ ନିର୍ଦ୍ଧାରିତ ୧୨ ଓଭର ବ୍ୟାଟିଂ କରି ୧୦୩ ରନ ସଂଗ୍ରହ କରିଥିଲା। ଜବାବରେ ସିକୁଆଁ ଦଲ ସମସ୍ତ ୱିକେଟ ହରାଇ ୫୧ ରନ ସଂଗ୍ରହ କରି ଦ୍ଵିତୀୟ

dee7e5af-e592-4e3b-b37a-b5d444e1f1b4

ସ୍ଥାନରେ ରହି ରନର୍ସ ଅପ୍ ହୋଇଥିଲା। ଭୋଜପୁର ଦଲ ଚମ୍ପିୟାନ ହୋଇଥିଲେ। ଫାଇନାଲ ମ୍ୟାଚରେ ଆମ୍ପାୟର ଭାବେ ବସନ୍ତ କୁମାର ଶବର ଓ ଚୁଡାମଣି ଶବର ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗ ଦାୟିତ୍ୱରେ ଯୌତୀଶ ବେହେରା, ଏବଂ SVCC କର୍ମକର୍ତ୍ତା, ସୁଦନ ବେହେରା, ସାଗର ବେହେରା, ଅଶ୍ୱନୀ ଶବର, ସଂଜିପ ଶବର, ପୃଥ୍ୱୀରାଜ ଶବର,ରାକେଶ ଶବର, କାହ୍ନl ଗହୀର, ନିରାକାର ବେହେରା,ବୁଦ୍ଧଦେବ ଶବର,ତହସିଲ ବେହେରା, ତୁଷାର ବେହେରା, ସୁନୀଲ ହରିଜନ, ଦୀପକ ବନ୍ଦୀଛୋର ଶାଗର ବେହେରା, ଭୁଜରାଜ ହରିଜନ,ଚୋଡ଼ଗଙ୍ଗ ଶବର ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଉପରୋକ୍ତ ଟୁର୍ଣ୍ଣାମେଣ୍ଟ ରେ ସ୍ଥାନୀୟ ଅଞ୍ଚଳ ର ସମସ୍ତ କ୍ରିକେଟ ପ୍ରେମୀ ଏବଂ ସ୍ଥାନୀୟ ଲୋକେ ଖେଳକୁ ଉପଭୋଗ କରିଥିଲେ l ୧୬ ଖଣ୍ଡ ଗ୍ରାମରୁ ୧୬ ଗୋଟି ଦଳ ଯୋଗଦାନ କରିଥିଲେ । ବିଜୟୀ ଦଲକୁ ୩୦ ହଜାର ସହ ଟ୍ରଫି ଓ ଉପ ବିଜେତା ଦଲ କୁ ୨୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା l

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ
    1
    ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର।  ଦୁଇ ଗିରଫ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    1
    ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ  ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    21 hrs ago
  • ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    1
    ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    user_Santunu chanda
    Santunu chanda
    Local News Reporter Kosagumuda•
    27 min ago
  • ଗୁଡାରି ପୋଲିସ ଥାନା ପରିସରରେ ନୂତନ ଅପରାଧିକ ଆଇନ ସଚେତନ ଶିବିର ଅନୁଷ୍ଠିତ
    1
    ଗୁଡାରି ପୋଲିସ ଥାନା ପରିସରରେ ନୂତନ ଅପରାଧିକ ଆଇନ ସଚେତନ ଶିବିର ଅନୁଷ୍ଠିତ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    17 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ତିଜିମାଳି ର ଦେଖନ୍ତୁ 🙏🙏🙏
    1
    ତିଜିମାଳି ର ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    16 hrs ago
  • ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।
    1
    ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର
ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।
    1
    ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।
    user_Santunu chanda
    Santunu chanda
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.