Shuru
Apke Nagar Ki App…
କାଳିଆପାଣି ପଞ୍ଚାୟତ ର ଲୋକମାନେ ପାଇବେ ବିଶୁଦ୍ଧ ଓ ସୁରକ୍ଷିତ ପିଇବା ପାଣି 📢 କାଳିଆପାଣି ପଞ୍ଚାୟତବାସୀଙ୍କ ପାଇଁ ଖୁସି ଖବର 💧 ବହୁତ୍ ଶୀଘ୍ର କାଳିଆପାଣି ପଞ୍ଚାୟତରେ ଲୋକମାନେ ପାଇବେ ବିଶୁଦ୍ଧ ଓ ସୁରକ୍ଷିତ ପିଇବା ପାଣି। ଦୀର୍ଘଦିନ ଧରି ଭୂତଳ ଜଳରେ କ୍ରୋମିଅମ୍ ଦୂଷଣ ଥିବାରୁ ଅଞ୍ଚଳର ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଥିଲେ। ଏହି ଗୁରୁତର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ RO Water Treatment Plant ସ୍ଥାପନ କାମ ଆରମ୍ଭ ହୋଇଛି। ଏହା କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ଏହା ଆମ ପରିବାର, ଆମ ପିଲାମାନେ ଓ ଆଗାମୀ ପିଢିର ସୁସ୍ଥ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ। 👉 ପ୍ରକଳ୍ପ ଚାଲୁ ହେବା ପରେ ପ୍ରତ୍ୟେକ ଘରକୁ ପହଞ୍ଚିବ ଶୁଦ୍ଧ, ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପାଣି। 💧 “ଶୁଦ୍ଧ ପାଣି — ସୁସ୍ଥ ଜୀବନ” 💧 ଆପଣମାନଙ୍କର ଆଶୀର୍ବାଦ, ସମର୍ଥନ ଓ ଭଲପାଇବା ଥିଲେ ଏଭଳି ଉନ୍ନତିମୂଳକ କାମ ଆଗକୁ ଚାଲିଥିବ।
KALIAPANI UPDATE

More news from ଓଡ଼ିଶା and nearby areas
- ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।1
- ଢେଙ୍କାନାଳର ନିହାଲପ୍ରସାଦ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଉଥିବା କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କାମ ଚାଲିଥିବା ବେଳେ ବୋର୍ଡରେ ମଞ୍ଜୁରୀ ବର୍ଷ ୨୦୨୬ ଲେଖାଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜିଲ୍ଲାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- ଢେଙ୍କାନାଳ ପୋଲିସ୍ ପ୍ରଶାସନ ପକ୍ଷରୁ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ........1
- Post by Banaja SAHOO samay Live news repoter2
- Jangal ku jaithiba bele hati akrama krichi athmalik re1
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ମାମଲା; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ କନେଷ୍ଟବଳ।1
- କୋରେଇ ଥାନାରେ କିଶୋର କିସୋରିଙ୍କ ସଚେତନେତା ପାଇଁ ବାର୍ତ୍ତା ଦେଲେ କୋରାଇ ଥାନା ଅଧିକାରୀ ।1
- Post by Banaja SAHOO samay Live news repoter1