Shuru
Apke Nagar Ki App…
ଗଜପତି ଜିଲ୍ଲା ଓ ଜେ ୟୁ ର କର୍ମକର୍ତା ଚୟନ ହୋଇଯାଇଛି। ଗଜପତି ଜିଲ୍ଲା ଓ ଜେ ୟୁ ର କର୍ମକର୍ତା ଚୟନ ହୋଇଯାଇଛି। ଆଜି ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ଅମିତ କୁମାର ପଟ୍ଟନାୟକ ସଭାପତିତ୍ୱ ରେ ଓଡିଶା ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଆଭିମୁଖ୍ୟ ଉପରେ ବିଷୋଦ ଭାବରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଓ ଜେ ୟୁ ସଂଘର କର୍ମକର୍ତା ଚୟନ କରାଯାଇଥିଲା ଯଥା ସଭାପତି ଅମିତ କୁମାର ପଟ୍ଟନାୟକ, ଉପ ସଭାପତି ଅଲିନ ପାଣି, ସମ୍ପାଦକ ସୁରେଶ ଚନ୍ଦ୍ର ନାଗ,ସହ ସମ୍ପାଦକ ଭାସ୍କର ସ୍ୱାଇଁ, କୋଷାଧକ୍ଷ କୈଳାସ ସ୍ୱାଳସିଂ ଓ ଉପଦେଷ୍ଟା ଭାବେ ରାଜେନ୍ଦ୍ର ରଥ ଓ ସଞ୍ଜୟ ଜେନାଙ୍କୁ ସର୍ବ ସମତି କ୍ରମେ ଚୟନ କରାଯାଇଥିଲା। କର୍ମକର୍ତା ଚୟନ ପରେ ସଂଗଠନରେ ସ୍ୱଛତା ଓ ସୁଦୃଡ ଭାବେ ଆଗକୁ ବଢେଇବା ପାଇଁ ସମସ୍ତ ସଦସ୍ୟଙ୍କୁ ସଭାପତି ଅମିତ କୁମାର ପଟ୍ଟନାୟକ କହିଥିଲେ।
AK14TV

More news from ଓଡ଼ିଶା and nearby areas
- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ପୂଜାରୀପୁଟ ପଞ୍ଚାୟତର ଫୁପୁଗାଁ ସାପ୍ତାହିକ ହାଟର ଶୁଭ ଉଦଘାଟନ କରିଛନ୍ତି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି କାର୍ଯ୍ୟକ୍ରମ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିର୍ବାଚନ ଅଞ୍ଚଳରେ ହୋଇଥିଲେ ମଧ୍ୟ, ତାଙ୍କୁ ନିମନ୍ତ୍ରଣ ନ ମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଦଘାଟନ ଅବସରରେ କୋରାପୁଟ ଓ କୋଟପାଡ଼ ବିଧାୟକଙ୍କ ଉପସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠାଇ, ବିଧାୟକ ବାହିନୀପତି କଟୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ବିଜେପିର କିଛି ନେତା “ଗୋ ରକ୍ଷକ” ନାମରେ “ଗୋ ଭକ୍ଷକ” ଭୂମିକା ନେଉଛନ୍ତି, ଯାହା ଦ୍ୱାରା ଲୋକମାନଙ୍କୁ ଭ୍ରମିତ କରାଯାଉଛି।1
- Post by MSP TV (Reporter:-MiHiR)1
- ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l3
- ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି1
- Post by Manoj kumar baliyarsingh4
- Post by SOUMYA RANJAN1
- ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।1
- ଜୟପୁର ବାରଣିପୁଟ ପ୍ରାଥମିକ ବିଦ୍ୟାଳୟ ଜୟପୁର ଠାରେ ବାରଣିପୁଟ ଗୋଷ୍ଠୀ ସାଧନ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ1
- Post by MSP TV (Reporter:-MiHiR)1