କୋଟିପତି ବସ୍ ଡ୍ରାଇଭର ମିନାର ମଣ୍ଡଳ । ୨୦ କୋଟି ଟଙ୍କା,୧୪ଟି ସୁନା ଦଣ୍ଡ( ପ୍ରତ୍ୟେକ କେଜିଏ ଲେଖାଏଁ)୧୦ଟି ସୁନା ବିସ୍କୁଟ( ପ୍ରତ୍ୟେକ ୧୦୦ ଗ୍ରାମ ଲେଖାଏଁ)ଜବତ। ଜଣେ ପୂର୍ବତନ ସରକାରୀ ବସ ଡ୍ରାଇଭର ତଥା ପଥର ବେପାରୀଙ୍କ ଘର ଉପରେ ପୁଲିସର ଚଢ଼ାଉ ସମୟରେ ଯେତିକି ସମ୍ପତ୍ତି ମିଳିଛି,ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହା ଏବେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ନିକଟରୁ ପ୍ରାୟ ୨୦ କୋଟି ଟଙ୍କା ନଗଦ ଜବତ କରାଯାଇଛି। ତା' ସହିତ ତାଙ୍କ ଘରୁ ୧୪ଟି ସୁନା ଦଣ୍ଡ( ପ୍ରତ୍ୟେକ କେଜିଏ ଲେଖାଏଁ) ଏବଂ ୧୦ଟି ସୁନା ବିସ୍କୁଟ( ପ୍ରତ୍ୟେକ ୧୦୦ ଗ୍ରାମ ଲେଖାଏଁ) ମଧ୍ୟ ଜବତ କରାଯାଇଛି। ଏବେ ଏହି ସୁନାର ମୂଲ୍ୟ ପ୍ରାୟ ୨୧.୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ବସ ଡ୍ରାଇଭରଙ୍କ ନାମ ହେଉଛି ମିନାର ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗର ବୀରଭୂମ ଜିଲା ଅନ୍ତର୍ଗତ ଦେଉଛା ଗ୍ରାମରେ। ସେ ଏବେ ଫେରାର ଥିବା ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଟୁଲୁଙ୍କର ଲିଙ୍କ ତୃଣମୂଳ କଂଗ୍ରେସ ନେତା ଅନୁବ୍ରତ ମଣ୍ଡଳଙ୍କ ସହିତ ରହିଛି ବୋଲି କୁହାଯାଉଛି। ଏମାନେ ବେଆଇନ ବାଲି ଓ ପଥର ଚାଲାଣରେ ସମ୍ପୃକ୍ତ ବୋଲି ବିଜେପି ଅଭିଯୋଗ କରି ଆସୁଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧକାରୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ପୁଲିସ ମିନାର ମଣ୍ଡଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଘଟଣା ଦର୍ଶାଉଛି କି ରାଜ୍ୟରେ ତୃଣମୂଳ କଂଗ୍ରେସ ସହ ଜଡିତ କୌଣସି ତଳ ସ୍ତରର ନେତା କି କର୍ମୀ ଘରେ ଚଢ଼ାଉ କଲେ ବି ତା' ନିକଟରୁ ଏହି ମାତ୍ରାରେ ବେଆଇନ ଅର୍ଜିତ ସମ୍ପତ୍ତି ମିଳୁଛି। ଏହା ମଧ୍ୟ ପ୍ରମାଣ କରୁଛି କି ତୃଣମୂଳ କଂଗ୍ରେସ ଶାସନରେ ରାଜ୍ୟରେ କେମିତି ଦୁର୍ନୀତି ଚାଲୁଥିଲା ! ଏବେ କିନ୍ତୁ ରାଜ୍ୟର ବିଜେପି ସରକାର ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେଇ ପରିପ୍ରେକ୍ଷୀରେ ଏଭଳି ରେଡ କରାଯାଉଛି।
କୋଟିପତି ବସ୍ ଡ୍ରାଇଭର ମିନାର ମଣ୍ଡଳ । ୨୦ କୋଟି ଟଙ୍କା,୧୪ଟି ସୁନା ଦଣ୍ଡ( ପ୍ରତ୍ୟେକ କେଜିଏ ଲେଖାଏଁ)୧୦ଟି ସୁନା ବିସ୍କୁଟ( ପ୍ରତ୍ୟେକ ୧୦୦ ଗ୍ରାମ ଲେଖାଏଁ)ଜବତ। ଜଣେ ପୂର୍ବତନ ସରକାରୀ ବସ ଡ୍ରାଇଭର ତଥା ପଥର ବେପାରୀଙ୍କ ଘର ଉପରେ ପୁଲିସର ଚଢ଼ାଉ ସମୟରେ ଯେତିକି ସମ୍ପତ୍ତି ମିଳିଛି,ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହା ଏବେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ନିକଟରୁ ପ୍ରାୟ ୨୦ କୋଟି ଟଙ୍କା ନଗଦ ଜବତ କରାଯାଇଛି। ତା' ସହିତ ତାଙ୍କ ଘରୁ ୧୪ଟି ସୁନା ଦଣ୍ଡ( ପ୍ରତ୍ୟେକ କେଜିଏ ଲେଖାଏଁ) ଏବଂ ୧୦ଟି ସୁନା ବିସ୍କୁଟ(
ପ୍ରତ୍ୟେକ ୧୦୦ ଗ୍ରାମ ଲେଖାଏଁ) ମଧ୍ୟ ଜବତ କରାଯାଇଛି। ଏବେ ଏହି ସୁନାର ମୂଲ୍ୟ ପ୍ରାୟ ୨୧.୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ବସ ଡ୍ରାଇଭରଙ୍କ ନାମ ହେଉଛି ମିନାର ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗର ବୀରଭୂମ ଜିଲା ଅନ୍ତର୍ଗତ ଦେଉଛା ଗ୍ରାମରେ। ସେ ଏବେ ଫେରାର ଥିବା ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଟୁଲୁଙ୍କର ଲିଙ୍କ ତୃଣମୂଳ କଂଗ୍ରେସ ନେତା ଅନୁବ୍ରତ ମଣ୍ଡଳଙ୍କ ସହିତ ରହିଛି ବୋଲି କୁହାଯାଉଛି। ଏମାନେ ବେଆଇନ ବାଲି ଓ ପଥର ଚାଲାଣରେ ସମ୍ପୃକ୍ତ ବୋଲି ବିଜେପି ଅଭିଯୋଗ କରି ଆସୁଛି। ରାଜ୍ୟର ମୁଖ୍ୟମନ୍ତ୍ରୀ
ଶୁଭେନ୍ଦୁ ଅଧକାରୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ପୁଲିସ ମିନାର ମଣ୍ଡଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଘଟଣା ଦର୍ଶାଉଛି କି ରାଜ୍ୟରେ ତୃଣମୂଳ କଂଗ୍ରେସ ସହ ଜଡିତ କୌଣସି ତଳ ସ୍ତରର ନେତା କି କର୍ମୀ ଘରେ ଚଢ଼ାଉ କଲେ ବି ତା' ନିକଟରୁ ଏହି ମାତ୍ରାରେ ବେଆଇନ ଅର୍ଜିତ ସମ୍ପତ୍ତି ମିଳୁଛି। ଏହା ମଧ୍ୟ ପ୍ରମାଣ କରୁଛି କି ତୃଣମୂଳ କଂଗ୍ରେସ ଶାସନରେ ରାଜ୍ୟରେ କେମିତି ଦୁର୍ନୀତି ଚାଲୁଥିଲା ! ଏବେ କିନ୍ତୁ ରାଜ୍ୟର ବିଜେପି ସରକାର ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେଇ ପରିପ୍ରେକ୍ଷୀରେ ଏଭଳି ରେଡ କରାଯାଉଛି।
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- The truth is out there! The ABC (Andha Bhakt Congressi) will not acknowledge it or be blind to it!1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। #ଯାଜପୁର #ବୈତରଣୀ #SchoolNews #MidDayMeal #OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- ଲୋକଙ୍କ ବିରୋଧ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର "ଜଶ୍ନ-ଏ-ଉର୍ଦ୍ଦୁ" କାର୍ଯ୍ୟକ୍ରମରୁ ନସିରୁଦ୍ଦିନ ଶାହଙ୍କୁ ବାଦ ଦିଆଯାଇଛି। ଏହି ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ନସିର୍ ରାଗିଯାଇଥିଲେ। `ମୋ ଦେଶ ବଦଳୁଛି`1
- ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews1