logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଣ ଓସାରିଆ ରାସ୍ତାକୁ , ଭାରିଯାନ ଚଳାଚଳ ହେଉଛି କାଳରାମେଶ୍ୱରପୁର ଓଭର ବ୍ରିଜକୁ ଯୋଗାଯୋଗ କରୁଥିବା ରାସ୍ତାର ଦୃଶ୍ୟ ଅଣ ଓସାରିଆ ରାସ୍ତାକୁ , ଭାରିଯାନ ଚଳାଚଳ ହେଉଛି କାଳ । ସବୁବେଳେ ଟ୍ରାଫିକ ଜାମ୍, ଟ୍ରାଫିକ ଜାମ୍ ରୁ ବର୍ତ୍ତିବାକୁ ଯିଏ ଯୁଆଡେ ପାରିଲା ଗାଡ଼ି ଚଳାଇଲା । ରାମେଶ୍ୱରପୁର ଓଭର ବ୍ରିଜକୁ ଯୋଗାଯୋଗ କରୁଥିବା ରାସ୍ତାର ଦୃଶ୍ୟ । #TrafficJam #NarowRoad #Dhenkanal #shuru

2 hrs ago
user_Tapasdas 6372788705
Tapasdas 6372788705
Photographer Gandia, Dhenkanal•
2 hrs ago
28a7d4ae-d2c9-4bd1-9bca-76e89ca3fae9
d42b85cc-f2a9-43f2-916a-13001b30a223
3b6e1f2c-7a22-488f-a9b8-27c30d6aee81
97aed0db-490f-47d4-ae84-f4d0fd771db7

ଅଣ ଓସାରିଆ ରାସ୍ତାକୁ , ଭାରିଯାନ ଚଳାଚଳ ହେଉଛି କାଳରାମେଶ୍ୱରପୁର ଓଭର ବ୍ରିଜକୁ ଯୋଗାଯୋଗ କରୁଥିବା ରାସ୍ତାର ଦୃଶ୍ୟ ଅଣ ଓସାରିଆ ରାସ୍ତାକୁ , ଭାରିଯାନ ଚଳାଚଳ ହେଉଛି କାଳ । ସବୁବେଳେ ଟ୍ରାଫିକ ଜାମ୍, ଟ୍ରାଫିକ ଜାମ୍ ରୁ ବର୍ତ୍ତିବାକୁ ଯିଏ ଯୁଆଡେ ପାରିଲା ଗାଡ଼ି ଚଳାଇଲା । ରାମେଶ୍ୱରପୁର ଓଭର ବ୍ରିଜକୁ ଯୋଗାଯୋଗ କରୁଥିବା ରାସ୍ତାର ଦୃଶ୍ୟ । #TrafficJam #NarowRoad #Dhenkanal #shuru

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।
    1
    ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha
    1
    ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ
ଭୁବନେଶ୍ଵର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    18 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଚୌଦ୍ୱାର, କଟକ, ଓଡ଼ିଶା•
    16 hrs ago
  • ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।
    1
    ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    20 hrs ago
  • ଢେଙ୍କାନାଳ ସହର ନିକଟ ସ୍ଥାନୀୟ ରିର୍ଜବ ପୋଲିସ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଏସପି ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୋଲିସ ଟିମ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏସପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ପୋଲିସମାନେ ଭଲ କାର୍ଯ୍ୟ କରିଥିବାରୁ ୧୩ଜଣ ପୋଲିସଙ୍କୁ ଏସପି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ୪ଜଣ ଅବସରପ୍ରାପ୍ତ ପୋଲିସ୍ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିରେ ଦିନରେ ଏସପି ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।
    1
    ଢେଙ୍କାନାଳ ସହର ନିକଟ ସ୍ଥାନୀୟ ରିର୍ଜବ ପୋଲିସ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଏସପି ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୋଲିସ ଟିମ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏସପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ପୋଲିସମାନେ ଭଲ କାର୍ଯ୍ୟ କରିଥିବାରୁ ୧୩ଜଣ ପୋଲିସଙ୍କୁ ଏସପି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ୪ଜଣ ଅବସରପ୍ରାପ୍ତ ପୋଲିସ୍ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିରେ ଦିନରେ ଏସପି ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.