ଅସ୍ତରଙ୍ଗ ପଞ୍ଚାୟତ ସମିତିର ୭ଅଧିବେଶନ ଶୁକ୍ରବାର ଦିନ ଶାନ୍ତି ଶୃଙ୍ଖଳା ସହ ଶେଷ l ଅସ୍ତରଙ୍ଗ,(BT), ପୁରୀ ଜିଲ୍ଲା ଅଧୀନ ଅସ୍ତରଙ୍ଗ ପଂଚାୟତ ସମିତିର ୭ଅଧିବେଶନ ଶୁକ୍ରବାର ଦିନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି l ବ୍ଲକ ଅଧ୍ୟକ୍ଷା ଆରତୀ ନୟକ ଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜଗତ ସିଂହପୁର ସଂସଦ ପ୍ରତିନିଧି ଦିବାକର ଛାଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିବା ବେଳେ, ବିଶେଷ କରି ପାନୀୟ ଜଳ, କୃଷି, ସ୍ୱାସ୍ଥ,ଭତ୍ତା, ଖାଉଟି ସାମଗ୍ରୀ ଉପରେ ଆଲୋଚନା କରା ଯାଇଥିଲା l ଚଉଦ ଗୋଟି ଗ୍ରାମ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ସେମାନଙ୍କର ପଂଚାୟତ ର ବିଭିର୍ଣ୍ଣ ଗଠନ ମୂଳକ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ପଚାରି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ଠାରୁ ଉତ୍ତର ଚାହିଁ ଥିବାର ଦେଖା ଯାଇଥିଲା l ବ୍ଲକ କୁ ଆସୁଥୁବା ସାଧାରଣ ଜନତା ଯେପରି ଠିକ ଭାବେ ସେମାନେ ସେମାନଙ୍କର କାର୍ଯ୍ୟ ହାସଲ କରି ପାରିବେ, ସେ ବିଷୟ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାଏକ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ସାହାଯ୍ୟ ସହଯୋଗ ଲୋଡି ଥିଲେ l ବିଧାୟକ, ମେଘା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ମନ୍ଥର ଗତି ଓ ତାଳଦା ଦୀପାଞ୍ଚଳ କୁ କିପରି ପାନୀୟ ଜଳ ଜୀବ ସେ ବିଷୟ ରେ ମତ ରଖୀ ଥିଲେ l ବିଶେଷ କରି ପାନୀୟ ଜଳ ଓ ଭତ୍ତା ଯୋଗୁଁ ବୈଠକ ରେ ଉଦବେଗ ପ୍ରକାଶ ପାଇ ଥିଲା l ସାଂସଦ ପ୍ରତିନିଧି ଶ୍ରୀ ଦିବାକର ଛାଟୋଇ ସମିତି ବୈଠକ ଶାନ୍ତି ଶୃଙ୍କଳା ସହ ଶେଷ ହେବା ଓ ମାନ୍ୟବର ବିଧାୟକ କାର୍ଯ୍ୟ ଶୈଳୀଙ୍କୁ ପ୍ରଂଶଷା କରି କିଛି ବ୍ୟକ୍ତବ ଦେବା ସହ, ବିଡ଼ିଓ ବେବିତା ମଞ୍ଜରୀ ନୟକ, ଉପାଧ୍ୟକ୍ଷ ଦୃଜୟ ମିଶ୍ର, ସମିତି ସଭ୍ୟ ବିଜୟ ଖଣ୍ଡୁଆଳ, ବିମ୍ବାଧର ବିଶ୍ୱାଳ, ଆରତୀ କାଣ୍ଡି, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ, ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିବା ବେଳେ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଅଧ୍ୟକ୍ଷା ଆରତୀ ନାଏକ ସଭା ସାଙ୍ଗ କରି ଥିଲେ l

- ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି1
- ଜୟ ଜୟ ବଳଭଦ୍ର ହେ ବଡ଼ ବାଡ ଠାକୁର,ଭାଇ ଭଉଣୀ ଙ୍କ ସାଥିରେ ତୁମ ନୀଳା ଅପାର ⭕❗⭕🙏1
- ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ1
- ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ। ଚନ୍ଦନପୁର, ୨୮/୦୮: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ମଧୁବନବାଲିଆ ଗ୍ରାମରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ଚନ୍ଦନପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ସେଟ୍ ତାସ୍, ୨୭ ହଜାର ୫ ଶହ ଟଙ୍କା ନଗଦ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ତଳଜଙ୍ଗର ସନ୍ତୋଷ କୁମାର ପ୍ରଧାନ, ଧାଉଡ଼ିଆର ଜୟ ଓରଫ ସୁଶାନ୍ତ ନାୟକ, ନାଉକେରାର ସ୍ୱାଧୀନ ମହାରଣା, ବଟଗାଁର ପିକା ଓରଫ ନାରାୟଣ ନାୟକ, ମଧୁବନବାଲିଆର ସୁମନ ପ୍ରଧାନ ଏବଂ ତଳଜଙ୍ଗ ଡିହସାହିର ରାଜେଶ ପ୍ରଧାନ। ଏନେଇ ଚନ୍ଦନପୁର ଥାନାରେ କେସ୍ ନମ୍ବର ୨୦୩/ ୨୮.୦୮.୨୦୨୬, ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।2
- ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida1
- ଗଞ୍ଜାମରୁ ପଠାଇଲେ ସୁଭଦ୍ରା ଭଉଣି ଙ୍କ ପାଖକୁ ଟଙ୍କା ମୋହନ ସରକାର1
- ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।1
- ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll1