logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ। ଚନ୍ଦନପୁର, ୨୮/୦୮: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ମଧୁବନବାଲିଆ ଗ୍ରାମରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ଚନ୍ଦନପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ସେଟ୍ ତାସ୍, ୨୭ ହଜାର ୫ ଶହ ଟଙ୍କା ନଗଦ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ତଳଜଙ୍ଗର ସନ୍ତୋଷ କୁମାର ପ୍ରଧାନ, ଧାଉଡ଼ିଆର ଜୟ ଓରଫ ସୁଶାନ୍ତ ନାୟକ, ନାଉକେରାର ସ୍ୱାଧୀନ ମହାରଣା, ବଟଗାଁର ପିକା ଓରଫ ନାରାୟଣ ନାୟକ, ମଧୁବନବାଲିଆର ସୁମନ ପ୍ରଧାନ ଏବଂ ତଳଜଙ୍ଗ ଡିହସାହିର ରାଜେଶ ପ୍ରଧାନ। ଏନେଇ ଚନ୍ଦନପୁର ଥାନାରେ କେସ୍ ନମ୍ବର ୨୦୩/ ୨୮.୦୮.୨୦୨୬, ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।

5 hrs ago
user_Dr.Manoj kumar baliarsingh
Dr.Manoj kumar baliarsingh
ପୁରୀ (M), ପୁରୀ, ଓଡ଼ିଶା•
5 hrs ago

ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ। ଚନ୍ଦନପୁର, ୨୮/୦୮: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ମଧୁବନବାଲିଆ ଗ୍ରାମରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ଚନ୍ଦନପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ସେଟ୍ ତାସ୍, ୨୭ ହଜାର ୫ ଶହ ଟଙ୍କା ନଗଦ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ତଳଜଙ୍ଗର ସନ୍ତୋଷ କୁମାର ପ୍ରଧାନ, ଧାଉଡ଼ିଆର ଜୟ ଓରଫ ସୁଶାନ୍ତ ନାୟକ, ନାଉକେରାର ସ୍ୱାଧୀନ ମହାରଣା, ବଟଗାଁର ପିକା ଓରଫ ନାରାୟଣ ନାୟକ, ମଧୁବନବାଲିଆର ସୁମନ ପ୍ରଧାନ ଏବଂ ତଳଜଙ୍ଗ ଡିହସାହିର ରାଜେଶ ପ୍ରଧାନ। ଏନେଇ ଚନ୍ଦନପୁର ଥାନାରେ କେସ୍ ନମ୍ବର ୨୦୩/ ୨୮.୦୮.୨୦୨୬, ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।

More news from ଓଡ଼ିଶା and nearby areas
  • ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ। ଚନ୍ଦନପୁର, ୨୮/୦୮: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ମଧୁବନବାଲିଆ ଗ୍ରାମରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ଚନ୍ଦନପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ସେଟ୍ ତାସ୍, ୨୭ ହଜାର ୫ ଶହ ଟଙ୍କା ନଗଦ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ତଳଜଙ୍ଗର ସନ୍ତୋଷ କୁମାର ପ୍ରଧାନ, ଧାଉଡ଼ିଆର ଜୟ ଓରଫ ସୁଶାନ୍ତ ନାୟକ, ନାଉକେରାର ସ୍ୱାଧୀନ ମହାରଣା, ବଟଗାଁର ପିକା ଓରଫ ନାରାୟଣ ନାୟକ, ମଧୁବନବାଲିଆର ସୁମନ ପ୍ରଧାନ ଏବଂ ତଳଜଙ୍ଗ ଡିହସାହିର ରାଜେଶ ପ୍ରଧାନ। ଏନେଇ ଚନ୍ଦନପୁର ଥାନାରେ କେସ୍ ନମ୍ବର ୨୦୩/ ୨୮.୦୮.୨୦୨୬, ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।
    2
    ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ।

ଚନ୍ଦନପୁର, ୨୮/୦୮: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ମଧୁବନବାଲିଆ ଗ୍ରାମରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା।

ସୂଚନା ଆଧାରରେ ଚନ୍ଦନପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ସେଟ୍ ତାସ୍, ୨୭ ହଜାର ୫ ଶହ ଟଙ୍କା ନଗଦ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ତଳଜଙ୍ଗର ସନ୍ତୋଷ କୁମାର ପ୍ରଧାନ, ଧାଉଡ଼ିଆର ଜୟ ଓରଫ ସୁଶାନ୍ତ ନାୟକ, ନାଉକେରାର ସ୍ୱାଧୀନ ମହାରଣା, ବଟଗାଁର ପିକା ଓରଫ ନାରାୟଣ ନାୟକ, ମଧୁବନବାଲିଆର ସୁମନ ପ୍ରଧାନ ଏବଂ ତଳଜଙ୍ଗ ଡିହସାହିର ରାଜେଶ ପ୍ରଧାନ।
ଏନେଇ ଚନ୍ଦନପୁର ଥାନାରେ କେସ୍ ନମ୍ବର ୨୦୩/ ୨୮.୦୮.୨୦୨୬, ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • ଜୟ ଜୟ ବଳଭଦ୍ର ହେ ବଡ଼ ବାଡ ଠାକୁର,ଭାଇ ଭଉଣୀ ଙ୍କ ସାଥିରେ ତୁମ ନୀଳା ଅପାର ⭕❗⭕🙏
    1
    ଜୟ ଜୟ ବଳଭଦ୍ର ହେ ବଡ଼ ବାଡ ଠାକୁର,ଭାଇ ଭଉଣୀ ଙ୍କ ସାଥିରେ ତୁମ ନୀଳା ଅପାର ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    12 hrs ago
  • ସ୍ମାର୍ଟ ମିଟରକୁ ନେଇ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଅସନ୍ତୋଷ ସ୍ମାର୍ଟ ମିଟର ଲାଗିଲା, ବଢ଼ିଲା ବିଦ୍ୟୁତ ବିଲ୍। ବିଲ୍ ଦେଇ ଦେଇ ଉପଭୋକ୍ତା ହନ୍ତସନ୍ତ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବିଦ୍ୟୁତ ଡିଭିଜନ ଅଧୀନ ଭୂଷଣ୍ଡପୁର ସେକ୍ସନରୁ।ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯିବା ପରେ ବିଦ୍ୟୁତ ବିଲ୍ ଅସ୍ୱାଭାବିକ ଭାବେ ବଢ଼ିଯାଉଥିବା ଅଭିଯୋଗ ହୋଇଛି। ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।ଅନ୍ୟପଟେ କେତେକ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାକୁ ନେଇ ଲୋକେ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା ସହ ପ୍ରତିବାଦ କରିଥିଲେ ଉପଭୋକ୍ତା।ସ୍ମାର୍ଟ ମିଟର ଲାଗିବା ପରଠାରୁ ବିଲ୍ ଅଧିକ ଆସୁଛି। ଅଭିଯୋଗ କଲେ ମଧ୍ୟ ଆମ ସମସ୍ୟାର ସମାଧାନ ହେଉନାହିଁ। ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଉପଭୋକ୍ତା ହଇରାଣ ହେଉଥିବା ଅଭିଯୋଗ ହୋଇଛି।
    4
    ସ୍ମାର୍ଟ ମିଟରକୁ ନେଇ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଅସନ୍ତୋଷ

ସ୍ମାର୍ଟ ମିଟର ଲାଗିଲା, ବଢ଼ିଲା ବିଦ୍ୟୁତ ବିଲ୍। ବିଲ୍ ଦେଇ ଦେଇ ଉପଭୋକ୍ତା ହନ୍ତସନ୍ତ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବିଦ୍ୟୁତ ଡିଭିଜନ ଅଧୀନ ଭୂଷଣ୍ଡପୁର ସେକ୍ସନରୁ।ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯିବା ପରେ ବିଦ୍ୟୁତ ବିଲ୍ ଅସ୍ୱାଭାବିକ ଭାବେ ବଢ଼ିଯାଉଥିବା ଅଭିଯୋଗ ହୋଇଛି। ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।ଅନ୍ୟପଟେ କେତେକ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାକୁ ନେଇ ଲୋକେ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା ସହ ପ୍ରତିବାଦ କରିଥିଲେ ଉପଭୋକ୍ତା।ସ୍ମାର୍ଟ ମିଟର ଲାଗିବା ପରଠାରୁ ବିଲ୍ ଅଧିକ ଆସୁଛି। ଅଭିଯୋଗ କଲେ ମଧ୍ୟ ଆମ ସମସ୍ୟାର ସମାଧାନ ହେଉନାହିଁ।
ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଉପଭୋକ୍ତା ହଇରାଣ ହେଉଥିବା ଅଭିଯୋଗ ହୋଇଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ
    1
    ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ  
- ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ  
- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ   
- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । 


ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    1
    ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    5 hrs ago
  • ଆଉ ଦୁଇ ଦିନ ପରେ ଖୁଦୁରୁକୁଣୀ ଓଷା, ପ୍ରସ୍ତୁତି ଜୋରଦାର। ଓଡ଼ିଶାର ପାରମ୍ପରିକ ଗଣପର୍ବ ଖୁଦୁରୁକୁଣୀ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ଆଉ ଦୁଇ ଦିନ ପରେ ତପୋଇ ପୂଜା। ଏଥିପାଇଁ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି ଶିଳ୍ପୀ କାରିଗର। ଭାଇମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ମା' ମଙ୍ଗଳାଙ୍କୁ ପୂଜା କରିବେ ଅବିବାହିତ ଝିଅମାନେ। ଭାଦ୍ରବ ମାସ ଆସିଲେ ଓଡ଼ିଶାର ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ଖୁଦୁରୁକୁଣୀ ଓଷାର ପ୍ରସ୍ତୁତି। ଭାଇମାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ପରିବାରର ସୁଖ-ସମୃଦ୍ଧି କାମନା କରି ଅବିବାହିତ ଝିଅମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପରମ୍ପରା ସହ ଜଡ଼ିତ ରହିଛି ତପୋଇଙ୍କ କାହାଣୀ। ସାତ ଭାଇ ବାଣିଜ୍ୟ ପାଇଁ ବୋଇତ ନେଇ ବିଦେଶ ଯାଇଥିବା ବେଳେ ତପୋଇଙ୍କୁ ଭାଉଜମାନଙ୍କ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ମା' ମଙ୍ଗଳାଙ୍କ ଶରଣ ନେଇ ତପୋଇ ପୂଜା କରିଥିଲେ। ଦେବୀଙ୍କ କୃପାରୁ ତାଙ୍କ ଭାଇମାନେ ଫେରିଆସି ତପୋଇଙ୍କୁ ଉଦ୍ଧାର କରିଥିବା ବିଶ୍ୱାସ ରହିଛି। ଏହି ପୌରାଣିକ କଥାକୁ ଆଧାର କରି ଆଜି ବି ଖୁଦୁରୁକୁଣୀ ଓଷାରେ ତପୋଇଙ୍କ ମୂର୍ତ୍ତି ପୂଜା କରାଯାଏ। ଶ୍ରୀକ୍ଷେତ୍ର ପୁରୀରେ ଏବେ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଶିଳ୍ପୀ ଓ କାରିଗର। ମାଟି, ରଙ୍ଗ ଓ ବିଭିନ୍ନ ସାମଗ୍ରୀରେ ତପୋଇଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ରୂପ ଦେବାରେ ଲାଗିଛନ୍ତି କାରିଗରମାନେ। ଦିନ ଯେତିକି ପାଖେଇ ଆସୁଛି, କାରିଗରଙ୍କ ବ୍ୟସ୍ତତା ସେତିକି ବଢ଼ି ଚାଲିଛି। ଆଉ ଦୁଇ ଦିନ ପରେ ତପୋଇ ପୂଜା। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂର୍ତ୍ତି ପ୍ରସ୍ତୁତ କରିବାକୁ ଜୋରଦାର ଚାଲିଛି କାମ। ଭାଇ-ଭଉଣୀଙ୍କ ପବିତ୍ର ସ୍ନେହର ପ୍ରତୀକ ତପୋଇ ପୂଜା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଲୋକକଥାକୁ ନିଜ ଭିତରେ ଧାରଣ କରିଥିବା ଏହି ପର୍ବ ଆଜି ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଆସୁଛି।
    4
    ଆଉ ଦୁଇ ଦିନ ପରେ ଖୁଦୁରୁକୁଣୀ ଓଷା, ପ୍ରସ୍ତୁତି ଜୋରଦାର।

ଓଡ଼ିଶାର ପାରମ୍ପରିକ ଗଣପର୍ବ ଖୁଦୁରୁକୁଣୀ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ଆଉ ଦୁଇ ଦିନ ପରେ ତପୋଇ ପୂଜା। ଏଥିପାଇଁ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି ଶିଳ୍ପୀ କାରିଗର। ଭାଇମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ମା' ମଙ୍ଗଳାଙ୍କୁ ପୂଜା କରିବେ ଅବିବାହିତ ଝିଅମାନେ।

ଭାଦ୍ରବ ମାସ ଆସିଲେ ଓଡ଼ିଶାର ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ଖୁଦୁରୁକୁଣୀ ଓଷାର ପ୍ରସ୍ତୁତି। ଭାଇମାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ପରିବାରର ସୁଖ-ସମୃଦ୍ଧି କାମନା କରି ଅବିବାହିତ ଝିଅମାନେ ଏହି ଓଷା ପାଳନ କରିଥାନ୍ତି।

ଏହି ପରମ୍ପରା ସହ ଜଡ଼ିତ ରହିଛି ତପୋଇଙ୍କ କାହାଣୀ। ସାତ ଭାଇ ବାଣିଜ୍ୟ ପାଇଁ ବୋଇତ ନେଇ ବିଦେଶ ଯାଇଥିବା ବେଳେ ତପୋଇଙ୍କୁ ଭାଉଜମାନଙ୍କ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ମା' ମଙ୍ଗଳାଙ୍କ ଶରଣ ନେଇ ତପୋଇ ପୂଜା କରିଥିଲେ। ଦେବୀଙ୍କ କୃପାରୁ ତାଙ୍କ ଭାଇମାନେ ଫେରିଆସି ତପୋଇଙ୍କୁ ଉଦ୍ଧାର କରିଥିବା ବିଶ୍ୱାସ ରହିଛି।

ଏହି ପୌରାଣିକ କଥାକୁ ଆଧାର କରି ଆଜି ବି ଖୁଦୁରୁକୁଣୀ ଓଷାରେ ତପୋଇଙ୍କ ମୂର୍ତ୍ତି ପୂଜା କରାଯାଏ।

ଶ୍ରୀକ୍ଷେତ୍ର ପୁରୀରେ ଏବେ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଶିଳ୍ପୀ ଓ କାରିଗର। ମାଟି, ରଙ୍ଗ ଓ ବିଭିନ୍ନ ସାମଗ୍ରୀରେ ତପୋଇଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ରୂପ ଦେବାରେ ଲାଗିଛନ୍ତି କାରିଗରମାନେ। ଦିନ ଯେତିକି ପାଖେଇ ଆସୁଛି, କାରିଗରଙ୍କ ବ୍ୟସ୍ତତା ସେତିକି ବଢ଼ି ଚାଲିଛି।

ଆଉ ଦୁଇ ଦିନ ପରେ ତପୋଇ ପୂଜା। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂର୍ତ୍ତି ପ୍ରସ୍ତୁତ କରିବାକୁ ଜୋରଦାର ଚାଲିଛି କାମ।

ଭାଇ-ଭଉଣୀଙ୍କ ପବିତ୍ର ସ୍ନେହର ପ୍ରତୀକ ତପୋଇ ପୂଜା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଲୋକକଥାକୁ ନିଜ ଭିତରେ ଧାରଣ କରିଥିବା ଏହି ପର୍ବ ଆଜି ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଆସୁଛି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    1
    ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ 
ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.