Shuru
Apke Nagar Ki App…
#ବୈତରଣୀରେ_ପୁଣି_ବଡ଼_ବନ୍ୟା ! ବୈତରଣୀ ନଦୀରେ ଲଗାତାର ବଢୁଛି ଜଳସ୍ତର। ଫଳରେ ତଳିଆ ଅଞ୍ଚଳରେ ସାଙ୍ଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଯିବା ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। #BaitaraniRiver #OdishaFlood #BaitaraniFlood #Odisha
Bhadrak bulletin
#ବୈତରଣୀରେ_ପୁଣି_ବଡ଼_ବନ୍ୟା ! ବୈତରଣୀ ନଦୀରେ ଲଗାତାର ବଢୁଛି ଜଳସ୍ତର। ଫଳରେ ତଳିଆ ଅଞ୍ଚଳରେ ସାଙ୍ଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଯିବା ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। #BaitaraniRiver #OdishaFlood #BaitaraniFlood #Odisha
More news from ଓଡ଼ିଶା and nearby areas
- ଆମେ କଣ ସରକାରୀ ସ୍କୁଲରେ ପାଠ ପଢ଼ୁଛୁ ବୋଲି ମୂର୍ଖ ହେବୁ ! ଆମକୁ ଶିକ୍ଷକ ଦିଅ l1
- #ବୈତରଣୀରେ_ପୁଣି_ବଡ଼_ବନ୍ୟା ! ବୈତରଣୀ ନଦୀରେ ଲଗାତାର ବଢୁଛି ଜଳସ୍ତର। ଫଳରେ ତଳିଆ ଅଞ୍ଚଳରେ ସାଙ୍ଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଯିବା ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। #BaitaraniRiver #OdishaFlood #BaitaraniFlood #Odisha1
- ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ରାତି ଅନ୍ଧାର ର ସୁଜଗ ନେଇ ଚୋରି କରୁଥିଲେ ଟ୍ରାନସଫର୍ମର ରୁ ମୂଲ୍ୟବାନ କଏଲ ଓ ଲାଇନ୍ ତାର ।1
- ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- balibil gopala sahi ra pani rastare jami rahithibaru jiba asiba pani asubidha hauchi1
- ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।1
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1