Shuru
Apke Nagar Ki App…
ମାଟ୍ରିମୋନିରୁ ପ୍ରେମ ଆରମ୍ଭ, ବେଡ୍ ରୁମ୍ ର୍ ଶେଷ | ହେଲି ମୁଁ ୩ ନମ୍ୱର୍ ସ୍ତ୍ରୀ ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha
Nanda Kishor Naik

- User5310Dhenkanal Sadar, Odisha😂on 12 March
More news from ଓଡ଼ିଶା and nearby areas
- ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha1
- ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।1
- Post by Sendhavai1
- Post by Dhenkanal News1
- Post by News odia odisha1
- Post by Dipak Kumar Nayak1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- ଆମେ ସମସ୍ତେ ଓଡ଼ିଆ କହିଲେ, ସବୁ ଓଡ଼ିଆରେ ହିଁ ଆସିବ, ଯେମିତିକି ସରକାରୀ କାଗଜରେ RCM COLLEGE, BHUBANESWAR #Bhubaneswar #Odisha1