logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Balasore ରେ Indriya Jewellery ର Grand Entry, OT Road ରେ ଖୋଲିଲା ନୂଆ ଶୋରୁମ ବାଲେଶ୍ୱର, ୧୭ ଏପ୍ରିଲ: ବାଲେଶ୍ୱରରେ ପୂର୍ବତ୍ତନ ସଂସଦ ରବିନ୍ଦ୍ର ଜେନାଙ୍କ ପରିବାର ପକ୍ଷରୁ ଏକ ନୂତନ Jewellery Showroom ଉଦ୍ଘାଟିତ ହୋଇଛି। ଏହି ଶୋରୁମ୍‌ଟି ତାଙ୍କ ଝିଅଙ୍କ ନାମରେ ଖୋଲାଯାଇଥିବା ଜଣାପଡ଼ିଛି, ଯାହା ସହରରେ ନୂଆ ଆକର୍ଷଣ କେନ୍ଦ୍ର ହୋଇଉଠିଛି। ଏହି ଉଦ୍ଘାଟନ ଅବସରରେ ବର୍ତ୍ତମାନ ବସ୍ତା ବିଧାୟୀକା ସୁବାସିନୀ ଜେନା ଉପସ୍ଥିତ ଥିଲେ। ସେ ଏହି ପଦକ୍ଷେପକୁ ସ୍ୱାଗତ କରି ବାଲେଶ୍ୱରର ବ୍ୟବସାୟିକ ଉନ୍ନତିରେ ଏହା ଏକ ନୂତନ ଅଧ୍ୟାୟ ହେବ ବୋଲି କହିଥିଲେ। ସହରର ପ୍ରମୁଖ ବ୍ୟବସାୟିକ କ୍ଷେତ୍ରରେ ଅବସ୍ଥିତ ଏହି ଶୋରୁମ୍‌ରେ ବିଭିନ୍ନ ପ୍ରକାରର ଆଧୁନିକ ଓ ପାରମ୍ପରିକ ଗହଣା ସଂଗ୍ରହ ଉପଲବ୍ଧ ରହିଛି। ଏହା ମାଧ୍ୟମରେ ସ୍ଥାନୀୟ ଗ୍ରାହକମାନେ ଏକ ଉତ୍କୃଷ୍ଟ କ୍ରୟାନୁଭୂତି ପାଇପାରିବେ ବୋଲି ଆଶା କରାଯାଉଛି। ଏହି ଶୋରୁମ୍‌ ଖୋଲାଯାଇବା ସହ ବାଲେଶ୍ୱରରେ ବ୍ୟବସାୟିକ କ୍ଷେତ୍ରରେ ଆଉ ଗୋଟିଏ ନୂଆ ପରିଚୟ ସୃଷ୍ଟି ହୋଇଛି।

1 hr ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
1 hr ago
ab2259b8-2b9f-4253-b2aa-206fa080eba9
57659630-ff00-452a-9561-0f6bf1dd91fa
30788883-3e84-4aa1-b8fb-0f4876b9a48f
0ce38fb6-fbe1-41c3-a1c8-602bf5aa0b08

Balasore ରେ Indriya Jewellery ର Grand Entry, OT Road ରେ ଖୋଲିଲା ନୂଆ ଶୋରୁମ ବାଲେଶ୍ୱର, ୧୭ ଏପ୍ରିଲ: ବାଲେଶ୍ୱରରେ ପୂର୍ବତ୍ତନ ସଂସଦ ରବିନ୍ଦ୍ର ଜେନାଙ୍କ ପରିବାର ପକ୍ଷରୁ ଏକ ନୂତନ Jewellery Showroom ଉଦ୍ଘାଟିତ ହୋଇଛି। ଏହି ଶୋରୁମ୍‌ଟି ତାଙ୍କ ଝିଅଙ୍କ ନାମରେ ଖୋଲାଯାଇଥିବା ଜଣାପଡ଼ିଛି, ଯାହା ସହରରେ ନୂଆ ଆକର୍ଷଣ କେନ୍ଦ୍ର ହୋଇଉଠିଛି। ଏହି ଉଦ୍ଘାଟନ ଅବସରରେ ବର୍ତ୍ତମାନ ବସ୍ତା ବିଧାୟୀକା ସୁବାସିନୀ ଜେନା ଉପସ୍ଥିତ ଥିଲେ। ସେ ଏହି ପଦକ୍ଷେପକୁ ସ୍ୱାଗତ କରି ବାଲେଶ୍ୱରର ବ୍ୟବସାୟିକ ଉନ୍ନତିରେ ଏହା ଏକ ନୂତନ ଅଧ୍ୟାୟ ହେବ ବୋଲି କହିଥିଲେ। ସହରର ପ୍ରମୁଖ ବ୍ୟବସାୟିକ କ୍ଷେତ୍ରରେ ଅବସ୍ଥିତ ଏହି ଶୋରୁମ୍‌ରେ ବିଭିନ୍ନ ପ୍ରକାରର ଆଧୁନିକ ଓ ପାରମ୍ପରିକ ଗହଣା ସଂଗ୍ରହ ଉପଲବ୍ଧ ରହିଛି। ଏହା ମାଧ୍ୟମରେ ସ୍ଥାନୀୟ ଗ୍ରାହକମାନେ ଏକ ଉତ୍କୃଷ୍ଟ କ୍ରୟାନୁଭୂତି ପାଇପାରିବେ ବୋଲି ଆଶା କରାଯାଉଛି। ଏହି ଶୋରୁମ୍‌ ଖୋଲାଯାଇବା ସହ ବାଲେଶ୍ୱରରେ ବ୍ୟବସାୟିକ କ୍ଷେତ୍ରରେ ଆଉ ଗୋଟିଏ ନୂଆ ପରିଚୟ ସୃଷ୍ଟି ହୋଇଛି।

More news from ଓଡ଼ିଶା and nearby areas
  • ଜଳେଶ୍ୱର ରେ ବାଲି ମାଫିଆ ଦ୍ୱାରା ଜୁଲାଇ 10 ତାରିଖରେ ଆକ୍ରମଣ କରିଥିବା ଆସାମୀ କୁ ଗିରଫ ଦାବିରେ ଜଳେଶ୍ୱର କଂଗ୍ରସ ସାମ୍ବାଦିକ ସମିଳନୀ
    1
    ଜଳେଶ୍ୱର ରେ ବାଲି ମାଫିଆ ଦ୍ୱାରା ଜୁଲାଇ 10 ତାରିଖରେ  ଆକ୍ରମଣ କରିଥିବା ଆସାମୀ କୁ ଗିରଫ ଦାବିରେ ଜଳେଶ୍ୱର କଂଗ୍ରସ ସାମ୍ବାଦିକ ସମିଳନୀ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
    1
    ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ  ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    5 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ
    1
    ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ
ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    2 hrs ago
  • ହାସିମପୁର ରୁ ମୟୂର ଉଦ୍ଧାର
    1
    ହାସିମପୁର ରୁ ମୟୂର ଉଦ୍ଧାର
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    21 hrs ago
  • ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l
    2
    ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    22 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.