Shuru
Apke Nagar Ki App…
ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଗଣ ଧାରଣା ୧୦୫ଦିନରେ ପହଁଚିଲା ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
Basant Kumar Nayak

More news from ଓଡ଼ିଶା and nearby areas
- ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।1
- Bangu Malik Sent 1Star Jajpur Odisha India1
- ହାତୀ ଆକ୍ରମଣ ରେ ଆଜି ପୁଣି ମାଆ ପୁଅ ର ମୃତ୍ୟୁ. କଟକ ଜିଲ୍ଲା ନୂଆଗାଁ ଅଂଚଳରେ ଆଜି ଆମ୍ବ ତୋଳୁଥିବା ବେଳେ ବଣୁଆ ହାତୀ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ. ସେମାନଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଉଭୟ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି.1
- ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru1
- Post by Ramachandraswain1
- Post by Dhenkanal News1
- ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.1
- Bangu Malik Sent 1Star Jajpur Odisha India1