Shuru
Apke Nagar Ki App…
ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.
Manas sethi
ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.
More news from ଓଡ଼ିଶା and nearby areas
- ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.1
- tarabalo ରେ ଟିଫିନି ଦୋକାନ ଦେଇଥିବା ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି2
- ବାହାଡାଝୋଲା ସେନ୍ତେରି ଗ୍ରାମରେ ବେଆଇନ ଇଟାଭାଟି #spnewstvliveodia #breakingnews #bahadajholanews1
- ହାତୀ ଆକ୍ରମଣ ରେ ଆଜି ପୁଣି ମାଆ ପୁଅ ର ମୃତ୍ୟୁ. କଟକ ଜିଲ୍ଲା ନୂଆଗାଁ ଅଂଚଳରେ ଆଜି ଆମ୍ବ ତୋଳୁଥିବା ବେଳେ ବଣୁଆ ହାତୀ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ. ସେମାନଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଉଭୟ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି.1
- ଖୋର୍ଦ୍ଧା ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଏକ ସମ୍ବାଦ ପରିବେଷଣକୁ ନେଇ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣା ପ୍ରତିବାଦରେ ଆଜି ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟ ରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମୁଖ୍ଯମନ୍ତ୍ରୀ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଇବେ ବୋଲି କହିଛନ୍ତି l ଆଜି ଏ ନେଇ ଏକ ପ୍ରତିନଧିମଣ୍ଡଳୀ ଖୋରଧା ଜିଲ୍ଲା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଙ୍କ ନେତୃତ୍ୱ ରେ ପ୍ରେସ କ୍ଲବ ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ, ଓ.ୟୁ.ଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା, ଟାଙ୍ଗି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ ଙ୍କ ସମେତ ୬୦ ରୁ ଉର୍ଦ୍ଧ୍ବ ଗଣ ମାଧ୍ୟମ ପ୍ରତିନିଧି ଦାବୀପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ l1
- Post by Dhenkanal News1
- ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।1
- ନୟାଗଡ ଜିଲ୍ଲା ଖଣ୍ଡପଡା ଏନ୍.ଏ.ସି ତ୍ରିନାଥ ଛକ ନିକଟରେ ଥିବା ଯାତ୍ରୀ ଵିଶ୍ରାମ ଗାର ଦିର୍ଘ ଦିନ ଧରି ଅଧାପତ୍ତରିଆ ଭାବରେ ପଡିଛି ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୣଷ୍ଟିଦେଵାକୁ ସାଧାରଣ ରେ ଦାଵୀ!1