Shuru
Apke Nagar Ki App…
ଏତେ ବଡ଼ ଭୁଲ କରିଦେଲେ , ଚାରିପଟୁ ଘେରିଲା ବିଜେଡ଼ି . ତଳେ ବସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ବାଟ ଛାଡ଼ିଲେନି ଲୋକେ . ନିକଟରେ କୋରେଇ ତଳଗଡ଼ ପଂଚାୟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ |
Suraj Kumar
ଏତେ ବଡ଼ ଭୁଲ କରିଦେଲେ , ଚାରିପଟୁ ଘେରିଲା ବିଜେଡ଼ି . ତଳେ ବସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ବାଟ ଛାଡ଼ିଲେନି ଲୋକେ . ନିକଟରେ କୋରେଇ ତଳଗଡ଼ ପଂଚାୟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ |
More news from Korai and nearby areas
- ଏତେ ବଡ଼ ଭୁଲ କରିଦେଲେ , ଚାରିପଟୁ ଘେରିଲା ବିଜେଡ଼ି . ତଳେ ବସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ବାଟ ଛାଡ଼ିଲେନି ଲୋକେ . ନିକଟରେ କୋରେଇ ତଳଗଡ଼ ପଂଚାୟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ |1
- ଏତେ ବଡ଼ ଭୁଲ କରିଦେଲେ , ଚାରିପଟୁ ଘେରିଲା ବିଜେଡ଼ି . ତଳେ ବସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ବାଟ ଛାଡ଼ିଲେନି ଲୋକେ . ନିକଟରେ କୋରେଇ ତଳଗଡ଼ ପଂଚାୟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ |1
- #ସ୍ଥାୟୀ_ନିଯୁକ୍ତି_ଦାବିରେ_ବିକ୍ଷୋଭ_ପ୍ରଦର୍ଶନ କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବି । ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।1
- ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। ଗୋଟେପଟେ କାରଖାନାର ସୁରକ୍ଷାକର୍ମୀ ଓ ପୋଲିସ ଅଟକାଉଥିବା ବେଳେ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ।1
- ଯାଜପୁର:କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନା ଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ 163 ଧାରା ଜାରି। ଅପ୍ରୀତିକର ପରିସ୍ଥିତି ଏଡାଇବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ,୨ ତହସିଲଦାର,୨ ବିଡ଼ିଓ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ,୫ ଥାନା ଅଧିକାରୀ ଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। protest at Neelachal Ispat Nigam Limited.1
- କଳିଙ୍ଗନଗର ରେ ବିସ୍ଥାପିତ ସମସ୍ୟା ଅନ୍ଧୋଳାନ ଉଗ୍ର ରୂପ ନେଲା1
- *Breaking News* କଳିଙ୍ଗନଗର ବାରାଗାଡିଆ ନିକଟରେ ଦୁର୍ଘଟଣା #odia #breakingnews | swarajya khabar | jajpur |1
- କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ନୀଳାଚଳ ବିସ୍ଥାପିତଙ୍କ ବିକ୍ଷୋଭ1
- କଳିଙ୍ଗନଗର ରେ ବିସ୍ଥାପିତ ସମସ୍ୟା ଅନ୍ଧୋଳାନ ଉଗ୍ର ରୂପ ନେଲା1