Shuru
Apke Nagar Ki App…
ହିନ୍ଦୋଳ :ରାସୋଳ ହାଇସ୍କୁଲରେ ଟଙ୍କା ଦେଇ ନପାରିବାରୁ ଦୁଇ ଛାତ୍ର ପରୀକ୍ଷା ରୁ ବଂଚିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ହାଇସ୍କୁଲର ଦୁଇ ଗରିବ ଛାତ୍ର ଶିକ୍ଷକଙ୍କୁ ଟଙ୍କା ନଦେଇ ପରି ଆଜି ମାଟ୍ରିକ ପରୀକ୍ଷରୁ ବଂଚିତ. କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ନିଷ୍ପତ୍ତି. ଆସନ୍ତୁ ଶୁଣିବା ଛାତ୍ର ଅଭିଭାବକଙ୍କ ପ୍ରତିକ୍ରିୟା
ଶ୍ରୀ ବିକ୍ରମ ସାହୁ
ହିନ୍ଦୋଳ :ରାସୋଳ ହାଇସ୍କୁଲରେ ଟଙ୍କା ଦେଇ ନପାରିବାରୁ ଦୁଇ ଛାତ୍ର ପରୀକ୍ଷା ରୁ ବଂଚିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ହାଇସ୍କୁଲର ଦୁଇ ଗରିବ ଛାତ୍ର ଶିକ୍ଷକଙ୍କୁ ଟଙ୍କା ନଦେଇ ପରି ଆଜି ମାଟ୍ରିକ ପରୀକ୍ଷରୁ ବଂଚିତ. କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ନିଷ୍ପତ୍ତି. ଆସନ୍ତୁ ଶୁଣିବା ଛାତ୍ର ଅଭିଭାବକଙ୍କ ପ୍ରତିକ୍ରିୟା
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ଆଜି ଦେଖାଇଲେ ମହାନତା. ସମସ୍ତ ସରକାରୀ କାମ ପଛରେ ପକାଇ ଦୁଇ ମାଟ୍ରିକ ଛାତ୍ରୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ ଛାଡିଲେ. ଭାଇରଲ ଫୋଟ ଦେଖି ସାରା ରାଜ୍ୟରେ ପ୍ରଶଂସା.1
- ଅନୁଗୋଳ: ମାଲାବାରର ପକ୍ଷରୁ ଅନୁଗୋଳ ସ୍ଥିତ ଶୋରୁମ୍ରେ ‘ଜେମଷ୍ଟୋନ ଗହଣା’ର ଉନ୍ମୋଚନ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅମରବାଣୀ ସ୍କୁଲର ଅଧ୍ୟକ୍ଷା ଲେସନା ମେମ୍ ଓ ଉପାଧ୍ୟକ୍ଷା ସର୍ମିଲା ମେମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଜେମଷ୍ଟୋନ ସଂଗ୍ରହର ଉନ୍ମୋଚନ କରିଥିଲେ। କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁନା ଗହଣା ଓ ଅନକଟ ଜେମଷ୍ଟୋନ ଗହଣାରେ ଗଢ଼ା ମଜୁରୀ ଉପରେ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଏହା ସହ ଅନକଟ ଜେମଷ୍ଟୋନ ଓ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ରିହାତି ବ୍ୟବସ୍ଥା ରହିଛି। କମ୍ପାନୀର ଅଧ୍ୟକ୍ଷ ଏମ୍.ପି. ଅହମଦ କହିଛନ୍ତି ଯେ, ମାଲାବାରର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକମାନେ ଶତପ୍ରତିଶତ ଭରସା କରନ୍ତି। ଏହି ସମସ୍ତ ଗହଣାରେ ଭାରତୀୟ ସୂକ୍ଷ୍ମ କଳା, ପାରମ୍ପରିକ ଡିଜାଇନ୍ ଓ ଗୌରବମୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଉତ୍ସବ ଅବସରରେ ଶୋରୁମ୍ରେ ମଡେଲମାନେ ବିଭିନ୍ନ ଆକର୍ଷଣୀୟ ଜେମଷ୍ଟୋନ ଓ ସୁନା ଗହଣା ପିନ୍ଧି ଗ୍ରାହକମାନଙ୍କୁ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକ ଓ ଗ୍ରାହକଙ୍କ ମନକୁ ଆକର୍ଷିତ କରିଥିଲା।1
- dekhiye kaese phansi hai board me1
- Post by Dhenkanal News1
- ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।1
- ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ହାଇସ୍କୁଲର ଦୁଇ ଗରିବ ଛାତ୍ର ଶିକ୍ଷକଙ୍କୁ ଟଙ୍କା ନଦେଇ ପରି ଆଜି ମାଟ୍ରିକ ପରୀକ୍ଷରୁ ବଂଚିତ. କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ନିଷ୍ପତ୍ତି. ଆସନ୍ତୁ ଶୁଣିବା ଛାତ୍ର ଅଭିଭାବକଙ୍କ ପ୍ରତିକ୍ରିୟା1