Shuru
Apke Nagar Ki App…
ଢେଙ୍କାନାଳ ଗଁନ୍ଦିଆରେ ବିଶାଳ ସମାବେଶରେ ଯୋଗଦେଲେ ଓଡିଶା ପ୍ରଦେଶ ସଭାପତି ଭକ୍ତ ଚରଣ ଦାସ l Dhenkanal news odisha... #congress #pccpresudent #gondia #dhenkanalnewsodisha
Dhenkanal News
ଢେଙ୍କାନାଳ ଗଁନ୍ଦିଆରେ ବିଶାଳ ସମାବେଶରେ ଯୋଗଦେଲେ ଓଡିଶା ପ୍ରଦେଶ ସଭାପତି ଭକ୍ତ ଚରଣ ଦାସ l Dhenkanal news odisha... #congress #pccpresudent #gondia #dhenkanalnewsodisha
More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।1
- ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ | ଭୁବନ, ଢେ଼ଙ୍କାନାଳ #bhuban #dhenkanal1
- ସାରା ରାଜ୍ୟରେ ହେଉଥିବା ମାଟ୍ରିକ୍ ପରୀକ୍ଷା ଉପରେ ଏମିତି ସିସିଟିଭି ମାଧ୍ୟମରେ ନଜର ରଖିଛି ବୋର୍ଡ। ଯେଉଁ ଛାତ୍ର ଛାତ୍ରୀ କପି କରୁଥିବାର ଧରା ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋର୍ଡ।1
- ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।2
- Post by Dhenkanal News1