logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଠ ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ ପ୍ରଦର୍ଶନ....... #sarapanchmahasangha #dhenkanalnewsodisha #strik #massprotect #Odisha

6 hrs ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
6 hrs ago

ଆଠ ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ ପ୍ରଦର୍ଶନ....... #sarapanchmahasangha #dhenkanalnewsodisha #strik #massprotect #Odisha

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    5 hrs ago
  • ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।
    1
    ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    1
    ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ  ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
    1
    ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
    user_Tapasdas 6372788705
    Tapasdas 6372788705
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    20 hrs ago
  • ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ | ଭୁବନ, ଢେ଼ଙ୍କାନାଳ #bhuban #dhenkanal
    1
    ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ |
ଭୁବନ, ଢେ଼ଙ୍କାନାଳ 
#bhuban #dhenkanal
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ସାରା ରାଜ୍ୟରେ ହେଉଥିବା ମାଟ୍ରିକ୍ ପରୀକ୍ଷା ଉପରେ ଏମିତି ସିସିଟିଭି ମାଧ୍ୟମରେ ନଜର ରଖିଛି ବୋର୍ଡ। ଯେଉଁ ଛାତ୍ର ଛାତ୍ରୀ କପି କରୁଥିବାର ଧରା ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋର୍ଡ।
    1
    ସାରା ରାଜ୍ୟରେ ହେଉଥିବା ମାଟ୍ରିକ୍ ପରୀକ୍ଷା ଉପରେ ଏମିତି ସିସିଟିଭି ମାଧ୍ୟମରେ ନଜର ରଖିଛି ବୋର୍ଡ। ଯେଉଁ ଛାତ୍ର ଛାତ୍ରୀ କପି କରୁଥିବାର ଧରା ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ବୋର୍ଡ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    10 hrs ago
  • ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
    2
    ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.