logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘରରୁ ବାହାରିବା ବେଳେ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି, ତେବେ ତାହା ସୂଚନା ରହିଛି ନିଜ ସାଇକେଲ ଯୋଗେ ଉଦଳା ଆସିବା ସମୟ ରେ ଏମିତି ଘଟିଛି

23 hrs ago
user_Rajib Behera
Rajib Behera
ସାମ୍ବାଦିକ Mayurbhanj, Odisha•
23 hrs ago

ଘରରୁ ବାହାରିବା ବେଳେ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି, ତେବେ ତାହା ସୂଚନା ରହିଛି ନିଜ ସାଇକେଲ ଯୋଗେ ଉଦଳା ଆସିବା ସମୟ ରେ ଏମିତି ଘଟିଛି

More news from Odisha and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    23 hrs ago
  • ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    1
    ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ
    1
    ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update
Date - 15.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ତୁଳସୀଚଉରା ଠାରେ ଗୋଶାଳା କପ ୨୦୨୬ ଉଦଘାଟନ କଲେ ମନ୍ତ୍ରୀ ଓ ବିଧାୟକ
    1
    ତୁଳସୀଚଉରା ଠାରେ ଗୋଶାଳା କପ ୨୦୨୬ ଉଦଘାଟନ କଲେ ମନ୍ତ୍ରୀ ଓ ବିଧାୟକ
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    23 hrs ago
  • ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
    1
    ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ 
କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।
    1
    କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    22 hrs ago
  • ଦୀପ ତଳେ ଅନ୍ଧାର — ବିଦ୍ୟୁତ ଖୁଣ୍ଟ ଜଳୁଛି, ଘରେ ତଥାପି ଅନ୍ଧାର ଡିଜିଟାଲ ଭାରତର କଥା କୁହାଯାଉଛି, କିନ୍ତୁ ଆଜିବି କିଛି ଘରର ଜୀବନ ଅନ୍ଧାରରେ କଟୁଛି। ଏହି ଚକିତକର ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡରେ। ଘର ନିକଟରେ ବିଦ୍ୟୁତ ଖୁଣ୍ଟରେ ଆଲୋକ ଜଳୁଛି, ରାସ୍ତା ଆଲୋକିତ — କିନ୍ତୁ ସେଇ ଘରଭିତରେ ଅନ୍ଧାରରେ ଜୀବନ ବିତାଉଛନ୍ତି ପରିବାରଲୋକ, କ୍ୟାଣ୍ଡେଲ ଜାଳି ଚାଲିଛି ନୀତି ଦିନିଆ ସଂଘର୍ଷ। ନାହିଁ ବିଦ୍ୟୁତ ମିଟର, ନାହିଁ ବତି… ତଥାପି ଆସୁଛି ଅମାନୁଷିକ ଭାବରେ ବିଦ୍ୟୁତ ବିଲ ୧୨ ହଜାର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ — ଏହି ସମସ୍ୟା ବହୁ ଦିନ ହେଲାଣି ହେଲେ ନାହିଁ ସମାଧାନ, ଲାଇନ ପାଇଁ ବାରମ୍ବାର କାର୍ଯ୍ୟାଳୟ ଦୌଡ଼ିଛନ୍ତି, ତଥାପି ମିଳୁନି ସଂଯୋଗ। ଦୀର୍ଘ ବର୍ଷ କଟିଗଲା, ପରିବର୍ତ୍ତନ ଆସିଲାନି। ଡିଜିଟାଲ ଯୁଗରେ ଏପରି ଦୃଶ୍ୟ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ପ୍ରଶ୍ନଚିହ୍ନ ଦେଉଛି। ଆଜିବି ଏମିତି କିଛି ପରିବାର ବିଜୁଳି ପଇସା ଦେଇ ମଧ୍ୟ ବିଜୁଳି ପାଇବାରେ ବିଫଳ, ଯେଉଁଠି ସରକାର କହୁ ଛନ୍ତି ସମସ୍ତଙ୍କୁ ମିଳିବ ମୌଳିକ ସୁବିଧା, କେହିବି ବାଦ ପଡିବେ ନାହିଁ, ହେଲେ ଏହାର ବିପରୀତ ଚିତ୍ର ଦେହିବାକୁ ମିଳିଛି... କେବେ ଦୂର ହେବ ଏମାନଙ୍କ ଦୁଃଖ ? କେବେ ଘରେ ଜଳିବ ବିଜୁଳି ଆଲୋକ ?
    3
    ଦୀପ ତଳେ ଅନ୍ଧାର — ବିଦ୍ୟୁତ ଖୁଣ୍ଟ ଜଳୁଛି, ଘରେ ତଥାପି ଅନ୍ଧାର
ଡିଜିଟାଲ ଭାରତର କଥା କୁହାଯାଉଛି, କିନ୍ତୁ ଆଜିବି କିଛି ଘରର ଜୀବନ ଅନ୍ଧାରରେ କଟୁଛି।
ଏହି ଚକିତକର ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା 
ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡରେ।
ଘର ନିକଟରେ ବିଦ୍ୟୁତ ଖୁଣ୍ଟରେ ଆଲୋକ ଜଳୁଛି, ରାସ୍ତା ଆଲୋକିତ — କିନ୍ତୁ ସେଇ ଘରଭିତରେ 
ଅନ୍ଧାରରେ ଜୀବନ ବିତାଉଛନ୍ତି ପରିବାରଲୋକ, କ୍ୟାଣ୍ଡେଲ ଜାଳି ଚାଲିଛି ନୀତି ଦିନିଆ ସଂଘର୍ଷ।
ନାହିଁ ବିଦ୍ୟୁତ ମିଟର, ନାହିଁ ବତି… ତଥାପି ଆସୁଛି  
ଅମାନୁଷିକ ଭାବରେ ବିଦ୍ୟୁତ ବିଲ ୧୨ ହଜାର ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ —
ଏହି ସମସ୍ୟା ବହୁ ଦିନ ହେଲାଣି ହେଲେ ନାହିଁ 
ସମାଧାନ, ଲାଇନ ପାଇଁ ବାରମ୍ବାର କାର୍ଯ୍ୟାଳୟ ଦୌଡ଼ିଛନ୍ତି, ତଥାପି ମିଳୁନି ସଂଯୋଗ।
ଦୀର୍ଘ ବର୍ଷ କଟିଗଲା, ପରିବର୍ତ୍ତନ ଆସିଲାନି।
ଡିଜିଟାଲ ଯୁଗରେ ଏପରି ଦୃଶ୍ୟ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ପ୍ରଶ୍ନଚିହ୍ନ ଦେଉଛି। ଆଜିବି ଏମିତି 
କିଛି ପରିବାର ବିଜୁଳି ପଇସା ଦେଇ ମଧ୍ୟ ବିଜୁଳି ପାଇବାରେ ବିଫଳ, ଯେଉଁଠି ସରକାର କହୁ ଛନ୍ତି ସମସ୍ତଙ୍କୁ ମିଳିବ  ମୌଳିକ ସୁବିଧା, କେହିବି ବାଦ ପଡିବେ ନାହିଁ, ହେଲେ ଏହାର ବିପରୀତ ଚିତ୍ର 
ଦେହିବାକୁ ମିଳିଛି...
କେବେ ଦୂର ହେବ ଏମାନଙ୍କ ଦୁଃଖ ?
କେବେ ଘରେ ଜଳିବ ବିଜୁଳି ଆଲୋକ ?
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.