Shuru
Apke Nagar Ki App…
ଯଶିପୁର ଥାନା ଅଧିକାରିଣୀ ଙ୍କ ବିରୋଧରେ ଦ୍ୱିତୀୟ ଥର ଏସପି ଙ୍କ ନିକଟରେ ଅଭିଯୋଗ କଲେ ଆଦିବାସୀ ଗ୍ୟାରେଜ ମେକାନିକ ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
Jitendra raj
ଯଶିପୁର ଥାନା ଅଧିକାରିଣୀ ଙ୍କ ବିରୋଧରେ ଦ୍ୱିତୀୟ ଥର ଏସପି ଙ୍କ ନିକଟରେ ଅଭିଯୋଗ କଲେ ଆଦିବାସୀ ଗ୍ୟାରେଜ ମେକାନିକ ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
More news from ଓଡ଼ିଶା and nearby areas
- ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା1
- କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।1
- Post by Uttam Kumar Mahakud 97773344221
- Post by Rajib Behera1
- ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।1
- ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।1
- ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ1
- ଖିଚିଂ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଦା ଗ୍ରେଟ ଟୁରିଜମ ଡେଭଲପମେଣ୍ଟ କମିଟି ଦ୍ୱାରା ଆୟୋଜିତ ଖିଚିଂ ମହୋତ୍ସବ ଉଦଘାଟିତ ହୋଇଯାଇଛି ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ ମନ ଜିଣିଥିଲେ1