Shuru
Apke Nagar Ki App…
ଖିଚିଂ ମହୋତ୍ସବ ଉଦଘାଟନ କଲେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଖିଚିଂ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଦା ଗ୍ରେଟ ଟୁରିଜମ ଡେଭଲପମେଣ୍ଟ କମିଟି ଦ୍ୱାରା ଆୟୋଜିତ ଖିଚିଂ ମହୋତ୍ସବ ଉଦଘାଟିତ ହୋଇଯାଇଛି ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ ମନ ଜିଣିଥିଲେ
Jitendra raj

More news from ଓଡ଼ିଶା and nearby areas
- Post by Jitendra raj1
- Post by Uttam Kumar Mahakud 97773344221
- Post by Rajib Behera3
- ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।1
- Post by Mayurbhanj Live1
- ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା1