Shuru
Apke Nagar Ki App…
Uttam Kumar Mahakud 9777334422
More news from ଓଡ଼ିଶା and nearby areas
- Post by Uttam Kumar Mahakud 97773344221
- ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା1
- କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।1
- ବାରକୋଟ ଶୈବ ପୀଠ ଠାରେ ଜାଗର ଯାତ୍ରା, ବାରକୋଟ ୧୨୩ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ।, ଲିଙ୍ଗରାଜ ଶୈବ ପୀଠ ଠାରେ ଜାଗର ଯାତ୍ରା ପାଇଁ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।4
- କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, • ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି?? • ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ #KaliapaniUpdate #highlight #news #sukinda#jajpur #rajendra #Forest #dmjajpur1
- Post by Rajib Behera1
- ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.4
- Post by Uttam Kumar Mahakud 97773344221