logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Available for Sale Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053 Area (dimensions) : 4 Dismil 1742 sqft Expected Price : 500000 Property Type : Residential Plot 12 Ft road Single Owner

10 hrs ago
user_Ashis Nayak
Ashis Nayak
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡ଼ିଶା•
10 hrs ago

Available for Sale Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053 Area (dimensions) : 4 Dismil 1742 sqft Expected Price : 500000 Property Type : Residential Plot 12 Ft road Single Owner

More news from ଓଡ଼ିଶା and nearby areas
  • Available for Sale Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053 Area (dimensions) : 4 Dismil 1742 sqft Expected Price : 500000 Property Type : Residential Plot 12 Ft road Single Owner
    1
    Available for Sale

Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053
Area (dimensions) : 4 Dismil 1742 sqft 
Expected Price : 500000
Property Type : Residential Plot
12 Ft road Single Owner
    user_Ashis Nayak
    Ashis Nayak
    ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡ଼ିଶା•
    10 hrs ago
  • ଓଡ଼ିଶା ସରକାର ଯାଜପୁର ରୋଡ଼ ଖେଳ ଷ୍ଟାଡିୟମ୍ ଉନ୍ନତିକରଣ ପାଇଁ ୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପାଣ୍ଠି ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବାରେ ସହାୟକ ହେବ।
    1
    ଓଡ଼ିଶା ସରକାର ଯାଜପୁର ରୋଡ଼ ଖେଳ ଷ୍ଟାଡିୟମ୍ ଉନ୍ନତିକରଣ ପାଇଁ ୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପାଣ୍ଠି ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବାରେ ସହାୟକ ହେବ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • ମୁକୁଳା ପଡ଼ିଛି ରାହାମା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କୂଅ, ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏକ କୂଅ । ଯାହାକି ଏବେ ମୁକୁଳା ଅବସ୍ଥାରେ ଅଛି। କଟକ ପାରାଦୀପ ରାସ୍ତାରୁ ସାରଳା ମହାବିଦ୍ୟାଳୟକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଏହା ଅବସ୍ଥିତ। ରାତ୍ର ବେଳା ଏହି କୂଅ ପାର୍ଶ୍ୱ‌ ଦେଇ ଶହଶହ ଯାତ୍ରୀ ରେଳ ଷ୍ଟେସନକୁ ଯାଆସ କରିଥାନ୍ତି। ତାଳପଡା, ସାଇଲୋ,ପଣ୍ଡୁଆ,ଗରେଇ,ନୂଆଢୀ ଓ ମଲିପୁର ପଞ୍ଚାୟତର ଜନସାଧାରଣ ରାହାମା ବଜାରକୁ ଆସି ଏହି ରାସ୍ତା ଦେଇ ଘରକୁ ଫେରିଥାନ୍ତି। କେତେବେଳେ କିଏ ଏହି ମୁକୁଳା କୂଅରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁ ମୁଖରେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହି କୂଅରତ ଜଳକୁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ଶିଘ୍ର ଏହି ମୁକୁଳା କୂଅର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି।
    1
    ମୁକୁଳା ପଡ଼ିଛି ରାହାମା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କୂଅ, ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକେ 
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏକ କୂଅ । ଯାହାକି ଏବେ ମୁକୁଳା ଅବସ୍ଥାରେ ଅଛି। କଟକ ପାରାଦୀପ ରାସ୍ତାରୁ ସାରଳା ମହାବିଦ୍ୟାଳୟକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଏହା ଅବସ୍ଥିତ। ରାତ୍ର ବେଳା ଏହି କୂଅ ପାର୍ଶ୍ୱ‌ ଦେଇ ଶହଶହ ଯାତ୍ରୀ ରେଳ ଷ୍ଟେସନକୁ ଯାଆସ କରିଥାନ୍ତି। ତାଳପଡା, ସାଇଲୋ,ପଣ୍ଡୁଆ,ଗରେଇ,ନୂଆଢୀ ଓ ମଲିପୁର ପଞ୍ଚାୟତର ଜନସାଧାରଣ ରାହାମା ବଜାରକୁ ଆସି ଏହି ରାସ୍ତା ଦେଇ ଘରକୁ ଫେରିଥାନ୍ତି। କେତେବେଳେ କିଏ ଏହି ମୁକୁଳା କୂଅରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁ ମୁଖରେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହି କୂଅରତ ଜଳକୁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ଶିଘ୍ର ଏହି ମୁକୁଳା କୂଅର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    5 hrs ago
  • NEET ପେପର ଲିକ୍ ପ୍ରଶ୍ନ ଶୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଛତ୍ରଭଙ୍ଗ ଦେଇଛନ୍ତି। ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ସେ ତରତର ହୋଇ ପଳାଇଲେ।
    1
    NEET ପେପର ଲିକ୍ ପ୍ରଶ୍ନ ଶୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଛତ୍ରଭଙ୍ଗ ଦେଇଛନ୍ତି। ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ସେ ତରତର ହୋଇ ପଳାଇଲେ।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    8 hrs ago
  • ବାଲିକୁଦା ଥାନା ଅଞ୍ଚଳରେ ନୂଆ ଥାନା ଅଧିକାରୀ କାବୁଲି ବାରିକ ଯୋଗ ଦେବା ପରେ ନିଶା ବେପାରୀଙ୍କ ମଧ୍ୟରେ ଛାନିଆଁ ସୃଷ୍ଟି ହୋଇଛି। ସେ ଦାୟିତ୍ୱ ନେବା ପରେ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ପୋଲିସ ମାଡ଼ି ବସିଛି। ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିଛି।
    1
    ବାଲିକୁଦା ଥାନା ଅଞ୍ଚଳରେ ନୂଆ ଥାନା ଅଧିକାରୀ କାବୁଲି ବାରିକ ଯୋଗ ଦେବା ପରେ ନିଶା ବେପାରୀଙ୍କ ମଧ୍ୟରେ ଛାନିଆଁ ସୃଷ୍ଟି ହୋଇଛି। ସେ ଦାୟିତ୍ୱ ନେବା ପରେ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ପୋଲିସ ମାଡ଼ି ବସିଛି। ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିଛି।
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    16 hrs ago
  • ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୌରପରିଷଦ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଂଘର ସଦସ୍ୟମାନେ ପରସ୍ପର ସହ ଭାବ ବିନିମୟ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି।
    1
    ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୌରପରିଷଦ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଂଘର ସଦସ୍ୟମାନେ ପରସ୍ପର ସହ ଭାବ ବିନିମୟ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି।
    user_Jitubehera     Mo Adhikar news
    Jitubehera Mo Adhikar news
    ଯାଜପୁର, ଯାଜପୁର, ଓଡ଼ିଶା•
    16 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • ଓଡ଼ିଶାର ନୟାଗଡ଼ରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି।
    1
    ଓଡ଼ିଶାର ନୟାଗଡ଼ରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.