ମୁକୁଳା ପଡ଼ିଛି ରାହାମା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କୂଅ, ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏକ କୂଅ । ଯାହାକି ଏବେ ମୁକୁଳା ଅବସ୍ଥାରେ ଅଛି। କଟକ ପାରାଦୀପ ରାସ୍ତାରୁ ସାରଳା ମହାବିଦ୍ୟାଳୟକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଏହା ଅବସ୍ଥିତ। ରାତ୍ର ବେଳା ଏହି କୂଅ ପାର୍ଶ୍ୱ ଦେଇ ଶହଶହ ଯାତ୍ରୀ ରେଳ ଷ୍ଟେସନକୁ ଯାଆସ କରିଥାନ୍ତି। ତାଳପଡା, ସାଇଲୋ,ପଣ୍ଡୁଆ,ଗରେଇ,ନୂଆଢୀ ଓ ମଲିପୁର ପଞ୍ଚାୟତର ଜନସାଧାରଣ ରାହାମା ବଜାରକୁ ଆସି ଏହି ରାସ୍ତା ଦେଇ ଘରକୁ ଫେରିଥାନ୍ତି। କେତେବେଳେ କିଏ ଏହି ମୁକୁଳା କୂଅରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁ ମୁଖରେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହି କୂଅରତ ଜଳକୁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ଶିଘ୍ର ଏହି ମୁକୁଳା କୂଅର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି।

- ମୁକୁଳା ପଡ଼ିଛି ରାହାମା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କୂଅ, ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏକ କୂଅ । ଯାହାକି ଏବେ ମୁକୁଳା ଅବସ୍ଥାରେ ଅଛି। କଟକ ପାରାଦୀପ ରାସ୍ତାରୁ ସାରଳା ମହାବିଦ୍ୟାଳୟକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଏହା ଅବସ୍ଥିତ। ରାତ୍ର ବେଳା ଏହି କୂଅ ପାର୍ଶ୍ୱ ଦେଇ ଶହଶହ ଯାତ୍ରୀ ରେଳ ଷ୍ଟେସନକୁ ଯାଆସ କରିଥାନ୍ତି। ତାଳପଡା, ସାଇଲୋ,ପଣ୍ଡୁଆ,ଗରେଇ,ନୂଆଢୀ ଓ ମଲିପୁର ପଞ୍ଚାୟତର ଜନସାଧାରଣ ରାହାମା ବଜାରକୁ ଆସି ଏହି ରାସ୍ତା ଦେଇ ଘରକୁ ଫେରିଥାନ୍ତି। କେତେବେଳେ କିଏ ଏହି ମୁକୁଳା କୂଅରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁ ମୁଖରେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହି କୂଅରତ ଜଳକୁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ଶିଘ୍ର ଏହି ମୁକୁଳା କୂଅର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି।1
- ବାଲିକୁଦା ଥାନା ଅଞ୍ଚଳରେ ନୂଆ ଥାନା ଅଧିକାରୀ କାବୁଲି ବାରିକ ଯୋଗ ଦେବା ପରେ ନିଶା ବେପାରୀଙ୍କ ମଧ୍ୟରେ ଛାନିଆଁ ସୃଷ୍ଟି ହୋଇଛି। ସେ ଦାୟିତ୍ୱ ନେବା ପରେ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ପୋଲିସ ମାଡ଼ି ବସିଛି। ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିଛି।1
- NEET ପେପର ଲିକ୍ ପ୍ରଶ୍ନ ଶୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଛତ୍ରଭଙ୍ଗ ଦେଇଛନ୍ତି। ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ସେ ତରତର ହୋଇ ପଳାଇଲେ।1
- Post by ନିଷ୍ଠୁର ଦୁନିଆ Live1
- Available for Sale Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053 Area (dimensions) : 4 Dismil 1742 sqft Expected Price : 500000 Property Type : Residential Plot 12 Ft road Single Owner1
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ଚନ୍ଦ୍ରଶେଖର ଏବଂ ରାହୁଲ ଗାନ୍ଧୀଙ୍କ ଏକ ଭାଇରାଲ ସେଲ୍ଫିକୁ ନେଇ ସାରା ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଶାଳ ଜନସମାବେଶ ମଧ୍ୟରେ ନିଆଯାଇଥିବା ଏହି ଫଟୋ ଅନେକ କଳ୍ପନାଜଳ୍ପନାର ସୃଷ୍ଟି କରିଛି।1
- ଓଡ଼ିଶା ସରକାର ଯାଜପୁର ରୋଡ଼ ଖେଳ ଷ୍ଟାଡିୟମ୍ ଉନ୍ନତିକରଣ ପାଇଁ ୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପାଣ୍ଠି ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବାରେ ସହାୟକ ହେବ।1
- ଓଡ଼ିଶାର ନୟାଗଡ଼ରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି।1