Shuru
Apke Nagar Ki App…
ଓମ୍ ସାଇ ରାମ୍
More news from ଓଡ଼ିଶା and nearby areas
- ଜୟପୁର : ଉମୁରୀ ନିକଟରେ ଦୁର୍ଘଟଣାର CCTVରେ କୋଇଦ ଛାତି ଥରା ଦୃଶ୍ୟ, ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ1
- Post by ରିତେଶ ମୁଣ୍ଡ କୋକସରା ମେଡ଼ିଆ1
- ଜଗା ପାଖରେ ସୁନାର ଭଣ୍ଡାର। ଖୋଲା ହାତରେ ଦାନ କରୁଛନ୍ତି ଭକ୍ତ1
- ବିଷମ କଟକ ବନ୍ ପାଲ ଅଞ୍ଚଳର ଋତୁକାଳୀନ ସମସ୍ତ କର୍ମ ଚାରି ଓ ତୋଳାଳୀ ମୁନିଶି, ଚେକର, ପୋଡ଼ି ସାଥୀ ମାନଙ୍କ ୨ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor: ରାୟଗଡ଼ ଜିଲ୍ଲା ବିଷମ କଟକ ବନ ପାଲ ଅଞ୍ଚଳ ର ସମସ୍ତ କର୍ମ ଚାରି ମୁନିଗୁଡା ବନବିଭାଗ କାର୍ଯ୍ୟ ଲୟ ପରିସର ଆଜି ଦୁଇ ଦିନିଆ ଶାନ୍ତି ପୂର୍ଣ୍ଣ ଧର୍ମ ଘଟ ଅନୁଷ୍ଟିତ ହୋଇଥିଲା। ବିଷମ କଟକ ରାଉତ୍ ମିନିଆକା ବନ୍ଧୁ ଗୁଡା ମୁନୁସି, ମଝିଗୁଡ଼ା ପଡ଼ି ସାଥୀ ପୂର୍ଣ୍ଣ ହିକାକା ଯୁଷ୍ଟ୍ରିର ମହାଣ୍ଡିଆ ଚର୍କର, ମୁନୁଶି ହେମନ୍ତ କାଲିଆ, ଚେକର୍ ଅର୍ଜ୍ଜୁନ ହୁଇକା, ଶୀକାର ପାଇଁ ସେକ୍ସାନ୍ ଚେକାର ଛବି ରତାନଲୁ, ମୁନୁସୀ ହରୀନଥ ୱଡକା, ଚେକାର ପୁଲୁସିଂ କଦ୍ରକା, ପଡ଼ି ସାଥୀ ଦୁମ୍ବରୀ କାଦ୍ରକା ମୁନିଗୁଡା ସେକ୍ସାନ ଚେକାର ସିମାଦ୍ରି ପାତ୍ର,ଚେକାର୍ ମୁରଲୀ ପାତ୍ର,ଚେକର ସଦାନନ୍ଦ ଭୋଗି, ମୁନୁଷି ପ୍ରକାଶ ଚନ୍ଦ୍ର ପାତ୍ର , ପୋଡ଼ି ସାଥୀ ପରମେଶ୍ବର ହିଆଲ୍, ପଡ଼ିଶାଥି ବିଶିକେଶନ କହଁର ଆମ୍ବଡ଼ାଳ ସେକ୍ସାନ ମୁନସୀ ବୁଡି ବଚ୍ଛା। ସମସ୍ତ କର୍ମ ଚାରି ଉପ ସ୍ଥିତ ରହିଥିଲେ। ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।1
- ମାଲକାନଗିରି ଜିଲ୍ଲା ଏମ୍ ଭି ୧୬ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ। ଜଣେ ବନ୍ଧୁ ହିଁ ସାଜିଲା ବନ୍ଧୁର କାଳ। ପ୍ରେମ ନିବେଦନରେ ବିଫଳ ହେବା ପରେ ନିଜ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରି ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଗତ କିଛି ଦିନ ତଳେ ଘଟିଥିବା ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।1
- ବେଆଇନ ମାଟି ଗାଡି ଉପରେ ତହସିଲଦାରଙ୍କ ଆକ୍ସନ #Puri #kakatpur #DeshDuniyaKhabar241
- ଜୟପୁର ସହରର NKT ରୋଡ୍ରେ KCC Bank ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଦୋକାନ ଜଳିବାରେ ଲାଗିଛି।1
- ମାଲକାନଗିରି ଜିଲ୍ଲାର ଏମଭି-୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଅତ୍ୟାଧୁନିକ ସୁବିଧାସମ୍ପନ୍ନ ନୂତନ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏମଭି ୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ନୂତନ ଆମ୍ବୁଲାନ୍ସ ପହଞ୍ଚିବା ସହିତ ଦୂରଗାମୀ ଅଞ୍ଚଳର ଆପତ୍କାଳୀନ ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ଯୋଡିହେବ ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦୀର୍ଘଦିନ ଧରି ଏହି କେନ୍ଦ୍ରରେ ଚାଲୁଥିବା ଆମ୍ବୁଲାନ୍ସଟି ଦୀର୍ଘଦିନ ଧରି ପୁରୁଣା ଓ ଅଚଳ ଅବସ୍ଥାରେ ପଡି ରହିଥିବାରୁ ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଥିଲା। ତେବେ ଆଜି ନୂତନ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳଯାଇଥିବା କୁହାଯାଉଛି । ଆଜି ପୂଜାର୍ଚ୍ଚନା ପରେ ଏହାକୁ ରୋଗୀ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି । ଏହି ନୂତନ ୧୦୮ ଆମ୍ବୁଲାନ୍ସରେ ଇମରଜେନ୍ସି ମେଡିକାଲ ଟେକ୍ନିସିଆନ (ଇଏମଟି) ଭାବେ ଇନ୍ଦ୍ରଜିତ ସରକାର, ଅମରେଶ ମଣ୍ଡଳ, ପାଇଲଟ୍ ଭାବେ କାନାଇ ବାଙ୍ଗାଲ ଓ ରାହୁଲ ବଚାଦ, ଏବଂ ହେଲ୍ପର ଭାବେ ଅଶ୍ୱିନୀ ବାଙ୍ଗାଲ ଓ ତୁସାର ସରଦାର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି ।3