logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଠାକୁରମୁଣ୍ଡା ବନ୍ଧ କାର୍ଯ୍ୟ ତଦାରଖ କଲେ କରଞ୍ଜିଆ ବିଧାୟକ ଠାକୁରମୁଣ୍ଡା ବନ୍ଧର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବାବେଳେ ଏହାର ତଦାରଖ ନିମନ୍ତେ ଆଜି କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ବନ୍ଧ ପରିଦର୍ଶନରେ ଯାଇ ସେଠାରେ କିଭଳି ଭାବରେ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଯଥା ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ କରିବା ସହ ଉତ୍କୃଷ୍ଟ ମାନର କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ତଥା ଆଗାମୀ ଦିନରେ ଠାକୁରମୁଣ୍ଡା ବନ୍ଧରେ ବୋଟିଂ ଓ ପାର୍କ ସୁବିଧା ଉପଲବ୍ଧ କରାଯାଇ ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଖୋଲା ରହିବ ବୋଲି ବିଧାୟକ ଶ୍ରୀ ହାଇବୁରୁ ସୂଚନା ଦେଇଛନ୍ତି।

8 hrs ago
user_Partha Prasanna Mishra
Partha Prasanna Mishra
Journalist Karanjia, Mayurbhanj•
8 hrs ago
6a4408a9-0ea2-478f-9fca-689fbeeeac62

ଠାକୁରମୁଣ୍ଡା ବନ୍ଧ କାର୍ଯ୍ୟ ତଦାରଖ କଲେ କରଞ୍ଜିଆ ବିଧାୟକ ଠାକୁରମୁଣ୍ଡା ବନ୍ଧର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବାବେଳେ ଏହାର ତଦାରଖ ନିମନ୍ତେ ଆଜି କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ବନ୍ଧ ପରିଦର୍ଶନରେ ଯାଇ ସେଠାରେ କିଭଳି ଭାବରେ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଯଥା ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ କରିବା ସହ ଉତ୍କୃଷ୍ଟ ମାନର କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ତଥା ଆଗାମୀ ଦିନରେ ଠାକୁରମୁଣ୍ଡା ବନ୍ଧରେ ବୋଟିଂ ଓ ପାର୍କ ସୁବିଧା ଉପଲବ୍ଧ କରାଯାଇ ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଖୋଲା ରହିବ ବୋଲି ବିଧାୟକ ଶ୍ରୀ ହାଇବୁରୁ ସୂଚନା ଦେଇଛନ୍ତି।

More news from ଓଡ଼ିଶା and nearby areas
  • ଅତି ସୁନ୍ଦର ପରିବେଶରେ ଅସୁରାଳୀ ଗୌଶାଳାରେ ଗୌମାତାଙ୍କ ସେବା କରାଯାଉଛି
    1
    ଅତି ସୁନ୍ଦର ପରିବେଶରେ ଅସୁରାଳୀ ଗୌଶାଳାରେ ଗୌମାତାଙ୍କ ସେବା କରାଯାଉଛି
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    9 hrs ago
  • ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    1
    ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    1 hr ago
  • AGNEYA 2026 3rd day with Amiti mishra
    2
    AGNEYA 2026
3rd day with Amiti mishra
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
  • GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE
    1
    GET. TOGETHER, 2026
Bach2004-06
D. I. E. T, ଖୋର୍ଦ୍ଧା
VENUE ମା  BARUNE TEMPLE
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Pharmacist Cuttack (M.Corp.) P.S, Odisha•
    6 hrs ago
  • କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    1
    କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    9 hrs ago
  • News//Today//Breaking News//Headlines//Current Affairs
    2
    News//Today//Breaking News//Headlines//Current Affairs
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • AGNEYA 2026, 3rd day
    2
    AGNEYA 2026,
3rd day
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    1
    ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.