logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋରୁ ବେପାର ଛାଡ଼ି ମଣିଷ ବ୍ୟାପାର ଚାଲିଛି, କପ୍ତିପଦା, ମାଙ୍କଡ଼ପଡ଼ା ଅଂଚଳ ଦୃଶ୍ୟ ଚାଲିଛି

12 hrs ago
user_Haybusha Hr
Haybusha Hr
କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
12 hrs ago
52e85604-26b3-4b73-ae2d-f9c39ca9da18
db14ef03-7a59-4067-b79f-075b80447130
830c1119-d236-4f9c-a925-37096509d220

ଗୋରୁ ବେପାର ଛାଡ଼ି ମଣିଷ ବ୍ୟାପାର ଚାଲିଛି, କପ୍ତିପଦା, ମାଙ୍କଡ଼ପଡ଼ା ଅଂଚଳ ଦୃଶ୍ୟ ଚାଲିଛି

More news from ଓଡ଼ିଶା and nearby areas
  • Post by Damayanti behera
    2
    Post by Damayanti behera
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।
    1
    ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ 
ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । 
ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ବାଲେଶ୍ବର ଜିଲ୍ଲା ର ଗର୍ବ ଓ ଗୌରବ ଆଣିଛନ୍ତି ଆଦ୍ୟଶା ପାଣିଗ୍ରାହି। ସେ ହେଉଛନ୍ତି ବେଲେଶ୍ୱର ମଡର୍ଣ୍ଣ ପବ୍ଲିକ ସ୍କୁଲର ପୂର୍ବତ୍ତନ ଛାତ୍ରୀ। ସେ ଏକା ସାଙ୍ଗରେ ୫ ଗୋଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏକା ସାଙ୍ଗରେ IIT MADRAS, NEET, IISER, NISER, ଓ NIT ରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି।
    1
    ବାଲେଶ୍ବର ଜିଲ୍ଲା ର ଗର୍ବ ଓ ଗୌରବ ଆଣିଛନ୍ତି ଆଦ୍ୟଶା ପାଣିଗ୍ରାହି। ସେ ହେଉଛନ୍ତି ବେଲେଶ୍ୱର ମଡର୍ଣ୍ଣ ପବ୍ଲିକ ସ୍କୁଲର ପୂର୍ବତ୍ତନ ଛାତ୍ରୀ। ସେ ଏକା ସାଙ୍ଗରେ ୫ ଗୋଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏକା ସାଙ୍ଗରେ IIT MADRAS, NEET, IISER, NISER, ଓ NIT ରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ସବୁ ନିୟମକୁ ଫୁ କରିଦେଇଛନ୍ତି ସରକାର ଏଭଳି ଅଭିଯୋଗ ଆଣିଲା ଭଦ୍ରକ କଂଗ୍ରେସ
    1
    ସବୁ ନିୟମକୁ ଫୁ କରିଦେଇଛନ୍ତି ସରକାର 
ଏଭଳି ଅଭିଯୋଗ ଆଣିଲା ଭଦ୍ରକ କଂଗ୍ରେସ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଅନ୍ତର୍ଜାତୀୟ ଟେକ୍ନୋଲୋଜିର ମେସିନ ଆସି ପହଞ୍ଚିଛି ଧାମନଗର ବନ୍ୟା ପ୍ରଭାବିତ ଅଞ୍ଚଳରେ l ଲୋକଙ୍କୁ ମିଳୁଛି ଆଶୁ ଉପଶମ, ନିଜେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା, ବନ୍ୟା ସମୟରେ ପାଣି ର ଅଭାବ କୁ ଦୂର କରୁଛି ଏହି ମେସିନ, ବନ୍ୟା ପାଣିରୁ ସୁଦ୍ଧ ପାଣି ବାହାର କରି ଦେଉଛି ଏହି ମେସିନ, ନିଜେ ମନ୍ତ୍ରୀ ପାଣି ପିଇବା ସହ ଲୋକମନେ ମଧ୍ୟ ଏହି ପାଣି ପିଉଛନ୍ତି
    1
    ଅନ୍ତର୍ଜାତୀୟ ଟେକ୍ନୋଲୋଜିର ମେସିନ ଆସି ପହଞ୍ଚିଛି ଧାମନଗର ବନ୍ୟା ପ୍ରଭାବିତ ଅଞ୍ଚଳରେ l ଲୋକଙ୍କୁ ମିଳୁଛି ଆଶୁ ଉପଶମ, ନିଜେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା, ବନ୍ୟା ସମୟରେ ପାଣି ର ଅଭାବ କୁ ଦୂର କରୁଛି ଏହି ମେସିନ, ବନ୍ୟା ପାଣିରୁ ସୁଦ୍ଧ ପାଣି ବାହାର କରି ଦେଉଛି ଏହି ମେସିନ, ନିଜେ ମନ୍ତ୍ରୀ ପାଣି ପିଇବା ସହ ଲୋକମନେ ମଧ୍ୟ ଏହି ପାଣି ପିଉଛନ୍ତି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
  • ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ର ତାଣ୍ଡବ ଦେଖିବାକୁ ମିଳିଛି l ବନ୍ୟା ପାଣି ମାଡିଆସିବା ପରେ ହେକ୍ଟର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି l କ୍ଷତିପୂରଣ କେବେ ମିଳିବ?...................
    1
    ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ର ତାଣ୍ଡବ ଦେଖିବାକୁ ମିଳିଛି l ବନ୍ୟା ପାଣି ମାଡିଆସିବା ପରେ ହେକ୍ଟର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି l କ୍ଷତିପୂରଣ କେବେ ମିଳିବ?...................
    user_Lokanath behera
    Lokanath behera
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.