logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। ମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡ ପଲିଟିକାଲ ଖଟି

23 hrs ago
user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
ରିତେଶ ମୁଣ୍ଡ କୋକସରା ମେଡ଼ିଆ
Press advisory Kokasara, Kalahandi•
23 hrs ago

ମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ

l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। ମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି

ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ

ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡ ପଲିଟିକାଲ ଖଟି

More news from ଓଡ଼ିଶା and nearby areas
  • ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ରେ DFO ଙ୍କ ର ପ୍ରତିକ୍ରିୟା
    1
    ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ରେ DFO ଙ୍କ ର ପ୍ରତିକ୍ରିୟା
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    5 hrs ago
  • ହଜ୍ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
    1
    ହଜ୍ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    21 hrs ago
  • ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡ:-10.02.2026-ଆଜି ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭ ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ | ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ । ଆହୁରି ମଧ୍ୟ ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି । ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି ।
    4
    ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ
ରାୟଗଡ:-10.02.2026-ଆଜି ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ  ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ  ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି ,  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି  , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ,  ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ  ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । 
ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ  ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ  ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭  ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ | 
ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ   ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି  । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ  । ଆହୁରି ମଧ୍ୟ  ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି ।
ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ  କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ  । 
ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି ।
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    22 hrs ago
  • ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    1
    ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    55 min ago
  • Post by Jeypore Local News
    1
    Post by Jeypore Local News
    user_Jeypore Local News
    Jeypore Local News
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • Post by Satyanarayan Bidika
    1
    Post by Satyanarayan Bidika
    user_Satyanarayan Bidika
    Satyanarayan Bidika
    Agistment service Rayagada, Odisha•
    3 hrs ago
  • ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ସିନାପାଲି ରେଞ୍ଜର କାଣା କହୁଛନ
    1
    ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ସିନାପାଲି ରେଞ୍ଜର କାଣା କହୁଛନ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    8 hrs ago
  • କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    1
    କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    19 hrs ago
  • ୧୨ ତାରିଖ ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ଦେଇଛି । ଏଥିପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରଖିବାକୁ ଏହି ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।
    1
    ୧୨ ତାରିଖ ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ଦେଇଛି । ଏଥିପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରଖିବାକୁ ଏହି ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.