logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହାତୀ ଉପଦ୍ରବରେ ଚାଷୀଙ୍କ ଧାନ ଫସଲ ନଷ୍ଟ; ସ୍ଥିତି ଅନୁଧ୍ୟାନ କଲା କେଡ଼ି ଟ୍ରଷ୍ଟ ଓ ବନ ବିଭାଗ କେନ୍ଦୁଝର,​୧୫।୯ (ଦୁର୍ଯ୍ୟୋଧନ ପାତ୍ର): କେନ୍ଦୁଝର ସଦର ବ୍ଲକ କେରୀ ଗ୍ରାମର ଚାଷୀ ଶ୍ରୀ ସୁବାସ ଚନ୍ଦ୍ର ପାତ୍ରଙ୍କ ବିଲରେ ହାତୀ ପଲ ପଶି ୨୫ ରୁ ୩୦ ଡିସିମିଲ ଧାନ ଫସଲ ନଷ୍ଟ କରିଛନ୍ତି।​ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ଆଜି କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବିକାଶ ଅଧିକାରୀ ଭାଗିରଥି ମହାନ୍ତି, ବନ ରକ୍ଷୀ ସୁଚିତ୍ରାସିନି ସାହୁ ଏବଂ 'ମାଇଁ ଭାରତ'ର ଭଲ୍ୟୁଣ୍ଟର ସମୀର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଚାଷୀଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ 'ଅନୁକମ୍ପା ପୋର୍ଟାଲ' ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ପରିଦର୍ଶନ ସମୟରେ ସୁବାସ ପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ରୋହିଣୀ ପାତ୍ର ଉପସ୍ଥିତ ରହି ଥିଲେ। ସଦର ବ୍ଲକର କେରୀ, ମଇଦାନକେଲ,ହରିହରପୁର, ବାସୁଦେବପୁର,ତାଳପଦା,ଯଡ଼ିଖୁଣ୍ଟା, ବଡ଼ ମନୋହରପୁର,ନୂଣୁଝରଣ, ଧଦୁରୂପାଳ,ବାଘୁଆସାଇ ଓ ଭାଲୁଘର ପାଖ ଜଙ୍ଗଲରେ ୯ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି।ରାତି ହେଲେ ହାତୀପଲ ଗାଁକୁ ଆସି ଧାନ କ୍ଷେତ,ମକା ବାଡ଼ି ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ନେଇ ସ୍ଥାନୀୟ ଗ୍ରାମବାସୀ କମଳା ମହାନ୍ତ, ବର୍ଷାରାଣୀ ମହାନ୍ତ,ରଞ୍ଜୁଲତା ମହାନ୍ତ, ମନୋଜ ମହାନ୍ତ, ଗୋବର୍ଦ୍ଧନ ମହାନ୍ତ,ମିନତୀ ମୁଣ୍ଡା, ମାନିକି ମୁଣ୍ଡା ଓ କରୁଣା କର ପାତ୍ର ପ୍ରମୁଖ ଚିନ୍ତା ପ୍ରକାଶ କରିଛନ୍ତି। ​ଅନ୍ଧାର ରାତିରେ ହାତୀ ନ ଖେଦିବା ସହ ହାତୀପଲଙ୍କଠାରୁ ଅତିକମରେ ୨୦୦ ମିଟର ଦୂରତା ବଜାୟ ରଖିବାକୁ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ 'ଗଛ ମଣିଷ' ଭକ୍ତ ବତ୍ସଳ ମହାନ୍ତି ଏବଂ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି।

15 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
15 hrs ago
0fae2f40-36eb-43d6-9416-c34ab0dfa526

ହାତୀ ଉପଦ୍ରବରେ ଚାଷୀଙ୍କ ଧାନ ଫସଲ ନଷ୍ଟ; ସ୍ଥିତି ଅନୁଧ୍ୟାନ କଲା କେଡ଼ି ଟ୍ରଷ୍ଟ ଓ ବନ ବିଭାଗ କେନ୍ଦୁଝର,​୧୫।୯ (ଦୁର୍ଯ୍ୟୋଧନ ପାତ୍ର): କେନ୍ଦୁଝର ସଦର ବ୍ଲକ କେରୀ ଗ୍ରାମର ଚାଷୀ ଶ୍ରୀ ସୁବାସ ଚନ୍ଦ୍ର ପାତ୍ରଙ୍କ ବିଲରେ ହାତୀ ପଲ ପଶି ୨୫ ରୁ ୩୦ ଡିସିମିଲ ଧାନ ଫସଲ ନଷ୍ଟ କରିଛନ୍ତି।​ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ

330c7447-7d10-40ef-ad4e-f7e0e5237480

ଆଜି କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବିକାଶ ଅଧିକାରୀ ଭାଗିରଥି ମହାନ୍ତି, ବନ ରକ୍ଷୀ ସୁଚିତ୍ରାସିନି ସାହୁ ଏବଂ 'ମାଇଁ ଭାରତ'ର ଭଲ୍ୟୁଣ୍ଟର ସମୀର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଚାଷୀଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ 'ଅନୁକମ୍ପା ପୋର୍ଟାଲ' ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ପରିଦର୍ଶନ ସମୟରେ ସୁବାସ ପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ରୋହିଣୀ ପାତ୍ର ଉପସ୍ଥିତ

ceccd206-1f69-481c-b02e-0c6b2546ab39

ରହି ଥିଲେ। ସଦର ବ୍ଲକର କେରୀ, ମଇଦାନକେଲ,ହରିହରପୁର, ବାସୁଦେବପୁର,ତାଳପଦା,ଯଡ଼ିଖୁଣ୍ଟା, ବଡ଼ ମନୋହରପୁର,ନୂଣୁଝରଣ, ଧଦୁରୂପାଳ,ବାଘୁଆସାଇ ଓ ଭାଲୁଘର ପାଖ ଜଙ୍ଗଲରେ ୯ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି।ରାତି ହେଲେ ହାତୀପଲ ଗାଁକୁ ଆସି ଧାନ କ୍ଷେତ,ମକା ବାଡ଼ି ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ନେଇ ସ୍ଥାନୀୟ ଗ୍ରାମବାସୀ କମଳା ମହାନ୍ତ, ବର୍ଷାରାଣୀ ମହାନ୍ତ,ରଞ୍ଜୁଲତା ମହାନ୍ତ, ମନୋଜ ମହାନ୍ତ,

0251f647-422b-488c-90d8-d67b8b19ead1

ଗୋବର୍ଦ୍ଧନ ମହାନ୍ତ,ମିନତୀ ମୁଣ୍ଡା, ମାନିକି ମୁଣ୍ଡା ଓ କରୁଣା କର ପାତ୍ର ପ୍ରମୁଖ ଚିନ୍ତା ପ୍ରକାଶ କରିଛନ୍ତି। ​ଅନ୍ଧାର ରାତିରେ ହାତୀ ନ ଖେଦିବା ସହ ହାତୀପଲଙ୍କଠାରୁ ଅତିକମରେ ୨୦୦ ମିଟର ଦୂରତା ବଜାୟ ରଖିବାକୁ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ 'ଗଛ ମଣିଷ' ଭକ୍ତ ବତ୍ସଳ ମହାନ୍ତି ଏବଂ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି।

More news from ଓଡ଼ିଶା and nearby areas
  • ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
    1
    ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ 
ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    2 hrs ago
  • 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹
    1
    🌹🌹🌹ସହଜ ଶିକ୍ଷା 🌹🌹🌹
ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    2 hrs ago
  • କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
    1
    କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    3 hrs ago
  • #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    1
    #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌
ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    1
    ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ।
ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    15 hrs ago
  • ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    17 hrs ago
  • ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    1
    ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ  ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ।  ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। 
#JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    23 hrs ago
  • #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    1
    #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ
ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.