logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା l ଆସିକା;(୧୫/୪/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଗଞ୍ଜାମ ଜିଲ୍ଲାର ଧରାକୋଟ ରେ ରହିଛି ବ୍ଲକ ,ତହସିଲ , ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଥାନା,ପଶୁ ଚିକିତ୍ସାଳୟ , ଭାରତୀୟ ଷ୍ଟେଟ ବ୍ୟାଙ୍କ , ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମିଶନ ଶକ୍ତି କାର୍ଯ୍ୟଳୟ , ଆଇ ସି ଡି ଏସ କାର୍ଯ୍ୟଳୟ,ଡିଗ୍ରୀ କଲେଜ, ଏ ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିବ୍ୟାଙ୍ଗ କେନ୍ଦ୍ର , କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ,ଦମକଳ କେନ୍ଦ୍ର, ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ,କୃଷି ବିଭାଗ କାର୍ଯ୍ୟଳୟ , ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ,ଜଙ୍ଗଲ ବିଭାଗ କାର୍ଯ୍ୟଳୟ ,ଡାକ ବିଭାଗ କାର୍ଯ୍ୟଳୟ । ଏଣୁ ପ୍ରତିଦିନ ଏଠାକୁ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ ସାଧନ ପାଇଁ ଆସନ୍ତି । ମୁଖ୍ୟତଃ ଡାକ ସେବା ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ,ଗ୍ୟାସ କାର୍ଯ୍ୟଳୟ ,ଖାଇବା ହୋଟେଲ ଜଳଖିଆ ଦୋକାନ ,କିରାଣୀ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ମୁଖ୍ୟ ବଜାର ରାସ୍ତା ଉପରେ ରହିଥିବାରୁ ଗ୍ରାହକ ମାନେ ଏହି ସବୁ ଦୋକାନକୁ ଆସି ମନଇଚ୍ଛା ମୁଖ୍ୟ ବଜାର ରାସ୍ତା ଉପରେ ନିଜର ଗାଡି,ମଟର ସାଇକେଲ ରଖିଦେଉଥିବା ଯୋଗୁଁ ପରିବହନ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ଦେଖାଦେଉଛି । ବ୍ରହ୍ମପୁର ଠାରୁ ସୋରଡା,ବଡଗଡ,ଓଳମ୍ବା, ଦାରିଂବାଡି ,ବାଲିଗୁଡ଼ା ଯାଉଥିବା ବସ ଗୁଡ଼ିକ ରାସ୍ତା ଉପରେ ଜବର ଦଖଲ କରି ଗାଡି ମଟର ରଖାଯାଉଥିବାରୁ ବିଳମ୍ବରେ ପହଞ୍ଚୁଛନ୍ତି । ଦୁଇ ପଟେ ଦୋକାନୀ ମାନେ ମଧ୍ୟ ଆଗକୁ ଚାଲି ଆସିଥିବାରୁ ରାସ୍ତା ଦିନକୁଦିନ ସଙ୍କୁଚିତ ହେଉଛି । ଏଣୁ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ବଢୁଛି । ଏଣୁ ପ୍ରଶାସନ ତରଫରୁ ତହସିଲ କାର୍ଯ୍ୟଳୟ,ପୂର୍ତ୍ତ ବିଭାଗ ଅଧିକାରୀ ଓ ପୋଲିସ ମିଳିତ ଭାବରେ ପୂରୁଣା ପଞ୍ଚାୟତ ଛକ ଠାରୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ ଛକ ପର୍ଯ୍ୟନ୍ତ ମୁଖ୍ୟ ବଜାରର ଏହି ଜବରଦଖଲ ହଟାଇ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବୀ ହେଉଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ

9 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
9 hrs ago
3243ad10-4949-4217-9659-84e43f040547

ଗଞ୍ଜାମ ଜିଲ୍ଲା ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା l ଆସିକା;(୧୫/୪/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଗଞ୍ଜାମ ଜିଲ୍ଲାର ଧରାକୋଟ ରେ ରହିଛି ବ୍ଲକ ,ତହସିଲ , ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଥାନା,ପଶୁ ଚିକିତ୍ସାଳୟ , ଭାରତୀୟ ଷ୍ଟେଟ ବ୍ୟାଙ୍କ , ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମିଶନ ଶକ୍ତି କାର୍ଯ୍ୟଳୟ , ଆଇ ସି ଡି ଏସ କାର୍ଯ୍ୟଳୟ,ଡିଗ୍ରୀ କଲେଜ, ଏ ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିବ୍ୟାଙ୍ଗ କେନ୍ଦ୍ର , କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ,ଦମକଳ କେନ୍ଦ୍ର, ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ,କୃଷି ବିଭାଗ କାର୍ଯ୍ୟଳୟ , ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ,ଜଙ୍ଗଲ ବିଭାଗ କାର୍ଯ୍ୟଳୟ ,ଡାକ ବିଭାଗ କାର୍ଯ୍ୟଳୟ । ଏଣୁ ପ୍ରତିଦିନ ଏଠାକୁ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ ସାଧନ ପାଇଁ ଆସନ୍ତି । ମୁଖ୍ୟତଃ ଡାକ ସେବା ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ,ଗ୍ୟାସ କାର୍ଯ୍ୟଳୟ ,ଖାଇବା ହୋଟେଲ ଜଳଖିଆ ଦୋକାନ ,କିରାଣୀ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ମୁଖ୍ୟ ବଜାର

253cc7f8-be87-4d13-8a6a-0f3f6fc2e598

ରାସ୍ତା ଉପରେ ରହିଥିବାରୁ ଗ୍ରାହକ ମାନେ ଏହି ସବୁ ଦୋକାନକୁ ଆସି ମନଇଚ୍ଛା ମୁଖ୍ୟ ବଜାର ରାସ୍ତା ଉପରେ ନିଜର ଗାଡି,ମଟର ସାଇକେଲ ରଖିଦେଉଥିବା ଯୋଗୁଁ ପରିବହନ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ଦେଖାଦେଉଛି । ବ୍ରହ୍ମପୁର ଠାରୁ ସୋରଡା,ବଡଗଡ,ଓଳମ୍ବା, ଦାରିଂବାଡି ,ବାଲିଗୁଡ଼ା ଯାଉଥିବା ବସ ଗୁଡ଼ିକ ରାସ୍ତା ଉପରେ ଜବର ଦଖଲ କରି ଗାଡି ମଟର ରଖାଯାଉଥିବାରୁ ବିଳମ୍ବରେ ପହଞ୍ଚୁଛନ୍ତି । ଦୁଇ ପଟେ ଦୋକାନୀ ମାନେ ମଧ୍ୟ ଆଗକୁ ଚାଲି ଆସିଥିବାରୁ ରାସ୍ତା ଦିନକୁଦିନ ସଙ୍କୁଚିତ ହେଉଛି । ଏଣୁ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ବଢୁଛି । ଏଣୁ ପ୍ରଶାସନ ତରଫରୁ ତହସିଲ କାର୍ଯ୍ୟଳୟ,ପୂର୍ତ୍ତ ବିଭାଗ ଅଧିକାରୀ ଓ ପୋଲିସ ମିଳିତ ଭାବରେ ପୂରୁଣା ପଞ୍ଚାୟତ ଛକ ଠାରୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ ଛକ ପର୍ଯ୍ୟନ୍ତ ମୁଖ୍ୟ ବଜାରର ଏହି ଜବରଦଖଲ ହଟାଇ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବୀ ହେଉଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।
    1
    କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    19 hrs ago
  • କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    23 hrs ago
  • ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି। ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି। ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    1
    ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି।
ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା 
Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି।
ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • Post by BIDYADHAR SAHANI
    2
    Post by BIDYADHAR SAHANI
    user_BIDYADHAR SAHANI
    BIDYADHAR SAHANI
    ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    15 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    15 hrs ago
  • 🌹🇹🇯🤭🙂🙄🙄💋💋🏳️
    1
    🌹🇹🇯🤭🙂🙄🙄💋💋🏳️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬
    1
    ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.