logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.

2 days ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 days ago

ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.

  • user_User6715
    User6715
    Gurandi, Gajapati
    👏
    1 day ago
  • user_User6715
    User6715
    Gurandi, Gajapati
    👏
    1 day ago
More news from ଓଡ଼ିଶା and nearby areas
  • ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
    1
    ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor Dhenkanal Sadar, Odisha•
    12 hrs ago
  • ଥରୁଟିଏ ଶୁଣନ୍ତୁ ସିଜିମାଳୀ ର ପୁରାଣ #spnewstvliveodia #shorts #latestnews #sijimali
    1
    ଥରୁଟିଏ ଶୁଣନ୍ତୁ ସିଜିମାଳୀ ର ପୁରାଣ #spnewstvliveodia #shorts #latestnews #sijimali
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    4 hrs ago
  • ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    3
    ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର*
ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି।
ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    user_Tapasdas 6372788705
    Tapasdas 6372788705
    Photographer Kankalunda•
    12 hrs ago
  • ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    1
    ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ ।  
ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ।
ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ  ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର  ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର  କରି ବସବାସ କରୁଥିଲେ   । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ  ୦୮/୦୯/୨୦୨୫ ରେ  O.P.L.E  କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି  ନଂ ୨୩୯୧୭/୨୫ ରେ  ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬  ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ  ଜାଗା ଖାଲି କରିବା ପାଇଁ  ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    user_Biswajit Nayak
    Biswajit Nayak
    Court reporter ରଣପୁର, ନୟାଗଡ଼, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ସମ୍ମିଳନୀ କକ୍ଷରେ ପଞ୍ଚଦଶ ବୈଠକ ଅନୁଷ୍ଠିତ. ଅଧକ୍ଷ କେଶବ ପ୍ରଧାନ ଙ୍କ ତତ୍ୱାବଧାନ କ୍ରମେ ବିଭିନ୍ନ ୱାର୍ଡରେ ଉର୍ନୟନ ଯୋଜନା କିପରି କାର୍ଯ୍ୟକାରୀ ହୋଇପାରିବ ସେ ନେଇ ବୈଠକ ରେ ନିଷ୍ପତି ଗୃହୀତ ହୋଇଛି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ସମ୍ମିଳନୀ କକ୍ଷରେ ପଞ୍ଚଦଶ ବୈଠକ ଅନୁଷ୍ଠିତ. ଅଧକ୍ଷ କେଶବ ପ୍ରଧାନ ଙ୍କ ତତ୍ୱାବଧାନ କ୍ରମେ ବିଭିନ୍ନ ୱାର୍ଡରେ ଉର୍ନୟନ ଯୋଜନା କିପରି କାର୍ଯ୍ୟକାରୀ ହୋଇପାରିବ ସେ ନେଇ ବୈଠକ ରେ ନିଷ୍ପତି ଗୃହୀତ ହୋଇଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.