logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।

3 hrs ago
user_Chittaranjan Behera
Chittaranjan Behera
Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
3 hrs ago

ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।

More news from ଓଡ଼ିଶା and nearby areas
  • ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।
    1
    ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
    1
    ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 🟥ଛାନଭିନ ଆରମ୍ଭ କରିଛି ପୋଲିସ । 🟥ଯୁବକ ଗୁରୁତର । 🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।
    1
    #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 
🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 
🟥ଛାନଭିନ ଆରମ୍ଭ କରିଛି ପୋଲିସ । 
🟥ଯୁବକ ଗୁରୁତର । 
🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 
🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 
🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 
🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    6 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 17.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 17.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    1
    ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ
ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    1
    ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।
    1
    ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ  ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.