logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଫଟୋ କୁ ନେଇ ବିବାଦ, ସାମ୍ବାଦିକ ହାତରେ ବନ୍ଧୁକ। ବାଙ୍କୀ ର ଟିଭି ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ. ସାମ୍ବାଦିକ ହୋଇ ବନ୍ଧୁକ ଧରି ଫଟୋ କୁ ନେଇ ଚାରିଆଡେ ଚର୍ଚ୍ଚା।

1 day ago
user_ODISHA G9TV
ODISHA G9TV
ବାଙ୍କୀ, କଟକ, ଓଡ଼ିଶା•
1 day ago
6036e82f-a30e-42c3-a98d-93f5339a6211

ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଫଟୋ କୁ ନେଇ ବିବାଦ, ସାମ୍ବାଦିକ ହାତରେ ବନ୍ଧୁକ। ବାଙ୍କୀ ର ଟିଭି ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ. ସାମ୍ବାଦିକ ହୋଇ ବନ୍ଧୁକ ଧରି ଫଟୋ କୁ ନେଇ ଚାରିଆଡେ ଚର୍ଚ୍ଚା।

More news from ଓଡ଼ିଶା and nearby areas
  • କେନ୍ଦ୍ରରେ 12 ବର୍ଷ ହେବ ଗୋଟିଏ ଅସୁଲ ସରକାର ଓଡ଼ିଶାରେ ଚାଲୁଛି , UPI ରୁ ଟ୍ରାଜାକସନ କଲେ ପଇସା ନେବା ଗରିବ ମଜୁରିଆମାନଙ୍କ ତଣ୍ଟି ଚିପିଲା ଭଳିଆ :କଂଗ୍ରେସ
    1
    କେନ୍ଦ୍ରରେ 12 ବର୍ଷ ହେବ ଗୋଟିଏ ଅସୁଲ ସରକାର ଓଡ଼ିଶାରେ ଚାଲୁଛି , UPI ରୁ ଟ୍ରାଜାକସନ କଲେ  ପଇସା ନେବା ଗରିବ ମଜୁରିଆମାନଙ୍କ ତଣ୍ଟି ଚିପିଲା ଭଳିଆ :କଂଗ୍ରେସ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha
    1
    ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । 
୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    7 hrs ago
  • ଷଷ୍ଠ ରେ ପାଠ ପଢ଼ୁଥିବା ବେଳେ ଯାତ୍ରାକୁ ଆସିଥିଲି, ଦରମା ନଥିଲା । Tulasi । Mandakini । ଆମେ ୪ ଭଉଣୀ । ବାପା ବି ଜଣେ କଳାକାର । ଘରର ବୋଝ ସମ୍ଭାଳିବା ପାଇଁ ମୋତେ ପାଠରେ ଡୋରି ବାନ୍ଧିବାକୁ ପଡ଼ିଲା । ଷଷ୍ଠ ରେ ପଢୁଥିବା ବେଳେ ଲୁଚିକରି ଯାତ୍ରା କୁ ପଳାଇ ଆସିଥିଲି । ମାଗଣାରେ କାମ କଲି । ପ୍ରଥମେ ଡାନ୍ସ କରୁଥିଲି । ତାପରେ ଅଭିନୟର ସୁଯୋଗ ପାଇଲି ।
    1
    ଷଷ୍ଠ ରେ ପାଠ ପଢ଼ୁଥିବା ବେଳେ ଯାତ୍ରାକୁ ଆସିଥିଲି, ଦରମା ନଥିଲା । Tulasi । Mandakini । 
ଆମେ ୪ ଭଉଣୀ । ବାପା ବି ଜଣେ କଳାକାର । ଘରର ବୋଝ ସମ୍ଭାଳିବା ପାଇଁ ମୋତେ ପାଠରେ ଡୋରି ବାନ୍ଧିବାକୁ ପଡ଼ିଲା । ଷଷ୍ଠ ରେ ପଢୁଥିବା ବେଳେ ଲୁଚିକରି ଯାତ୍ରା କୁ ପଳାଇ ଆସିଥିଲି । ମାଗଣାରେ କାମ କଲି । ପ୍ରଥମେ ଡାନ୍ସ କରୁଥିଲି । ତାପରେ ଅଭିନୟର ସୁଯୋଗ ପାଇଲି ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • ଆଦର୍ଶ ବିଦ୍ୟାଳୟ କୋଚିଂ, ନୂଆଗାଁ ରେ ଗଣେଶ ପୂଜା ହୋମ କାର୍ଯ୍ୟକ୍ରମ ଅବସରରେ ABC Coaching Nuagaon
    1
    ଆଦର୍ଶ ବିଦ୍ୟାଳୟ କୋଚିଂ, ନୂଆଗାଁ ରେ ଗଣେଶ ପୂଜା ହୋମ କାର୍ଯ୍ୟକ୍ରମ ଅବସରରେ 
ABC Coaching Nuagaon
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    9 hrs ago
  • पूर्व कॉरपोरेटर रमजान के साथ कई नेता कांग्रेस में शामिल
    1
    पूर्व कॉरपोरेटर रमजान के साथ कई नेता कांग्रेस में शामिल
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • କଣ୍ଟାବଣିଆ ଥାନା ବଜାର ମଧ୍ୟ ଭାଗରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ. ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କଣ୍ଟାବଣିଆ ଥାନା ବଜାର ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି. ଏହାହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ତାଙ୍କର ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି. ପୋଲିସ ଛାନଭିନ ଚଳାଇଛନ୍ତି.
    1
    କଣ୍ଟାବଣିଆ ଥାନା ବଜାର ମଧ୍ୟ ଭାଗରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ.
ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କଣ୍ଟାବଣିଆ ଥାନା ବଜାର ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି. ଏହାହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ତାଙ୍କର ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି. ପୋଲିସ ଛାନଭିନ ଚଳାଇଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
    3
    ଗଣେଶ ବିସର୍ଜନ ସମୟରେ ସଫେଇରେ  ବୁଡ଼ିଲେ  ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ ।
ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ 
ଏରସମା ଥାନା କୃଷ୍ଣଚନ୍ଦ୍ରପୁର  ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
    user_Sudhansu Ranjan satapathy
    Sudhansu Ranjan satapathy
    Badamba, Cuttack•
    20 hrs ago
  • ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    1
    ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା 
ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.