logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

1 hr ago
user_Sudhansu Ranjan satapathy
Sudhansu Ranjan satapathy
Badamba, Cuttack•
1 hr ago

ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

More news from Odisha and nearby areas
  • GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍‌ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍‌ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍‌ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।
    1
    GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି
ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!!
ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି।
ଏହି ମଡେଲ୍‌ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା।
ସାଧାରଣତଃ ଯେଉଁ ମଡେଲ୍‌ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍‌ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ।
୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ।
GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି।
ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • ବେଡାପଡା ଗ୍ରାମରେ କରେଣ୍ଟ ତାରବାଡ ଲାଗି ମହିଳାଙ୍କ ମୃତ୍ୟୁ ଅଭିଯୋଗ
    1
    ବେଡାପଡା ଗ୍ରାମରେ କରେଣ୍ଟ ତାରବାଡ ଲାଗି ମହିଳାଙ୍କ ମୃତ୍ୟୁ ଅଭିଯୋଗ
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    11 hrs ago
  • ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    1
    ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    user_Prime time press
    Prime time press
    Agistment service Nayagarh, Odisha•
    23 hrs ago
  • पत्रकार: आप दलित हैं, हाथ में ॐ और कलावा क्यों? पीड़ित परिवार: हम हिंदू हैं, मुस्लिम थोड़ी ना। हिंदुओं में कलावा पहनते हैं। पत्रकार: आपके भाई की हत्या हुई, चंद्रशेखर रावण क्यों नहीं आया? पीड़ित परिवार: क्योंकि आरोपी मुस्लिम है। और सबसे बड़ी बात—पीड़ित परिवार ने कहा, “अब भरोसा सिर्फ़ योगी आदित्यनाथ जी पर है।” यही है ज़मीनी हकीकत। कुछ लोग दलितों को सिर्फ़ राजनीति के लिए याद करते हैं, लेकिन न्याय के समय परिवार खुद तय करता है कि भरोसा किस पर है।
    1
    पत्रकार: आप दलित हैं, हाथ में ॐ और कलावा क्यों?

पीड़ित परिवार: हम हिंदू हैं, मुस्लिम थोड़ी ना। हिंदुओं में कलावा पहनते हैं।

पत्रकार: आपके भाई की हत्या हुई, चंद्रशेखर रावण क्यों नहीं आया?

पीड़ित परिवार: क्योंकि आरोपी मुस्लिम है।

और सबसे बड़ी बात—पीड़ित परिवार ने कहा, “अब भरोसा सिर्फ़ योगी आदित्यनाथ जी पर है।”

यही है ज़मीनी हकीकत।

कुछ लोग दलितों को सिर्फ़ राजनीति के लिए याद करते हैं,
लेकिन न्याय के समय परिवार खुद तय करता है कि भरोसा किस पर है।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ରାଜ୍ୟ ଓଡ଼ିଶା ହଂସପାଳ ଠାରୁ ବନମାଳି ପୁର ଦେଇ ଅଭୟମୁଖୀ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଘାଟ ଛକ ପାଖରେ ହୋଇଥିବା ଖାଲ କାମ କରାଗଲା ଶୁରୁ ଆପମହାପ୍ରଭାବ ତା୧୬/୯/୨୦୨୬
    2
    ରାଜ୍ୟ ଓଡ଼ିଶା ହଂସପାଳ ଠାରୁ ବନମାଳି ପୁର ଦେଇ ଅଭୟମୁଖୀ ରାସ୍ତା  ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଘାଟ ଛକ ପାଖରେ ହୋଇଥିବା ଖାଲ କାମ କରାଗଲା ଶୁରୁ ଆପମହାପ୍ରଭାବ ତା୧୬/୯/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ରେ ଶେଷ ହେବକୁ ଯାଇଛି ଆର୍ମି ଟ୍ରେନିଙ୍ଗ। ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏଥିରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆର୍ମି ଟ୍ରେନିଙ୍ଗ ଆସନ୍ତା ୧୬ ତାରିଖରେ ଶେଷ ହେବା କୁ ଥିବା ବେଳେ ଏହି ଟ୍ରେନିଙ୍ଗ ରେ ଓଡ଼ିଶାରୁ ଦସ ହାଜର ପିଲା ଭାଗ ନେଇ ଥିବା ଦେଖିବାକୁ ମିଳିଛି l ସେଥି ମଧ୍ୟରୁ ଦୁଇ ହାଜର ପିଲା ସିଲେକ୍ସନ୍ ହେବାର ନିର୍ଦେଶ ଥିବା ବେଳେ ଏହି ଦସ୍ ହାଜର ପିଲା ଙ୍କ ମଧ୍ୟରୁ କିଛି ପିଲା ଫିଟନେସ ରେ କଟୁ ଥିବା ବେଳେ କିଛି ପିଲା ହାଇଟି, ଚେଷ୍ଟ, ଦୌଡିବା ଭଳୀ ବିଭିନ୍ନ କାରଣରୁ କଟି ଯାଉଥିବା ଦେଖିବାକୁ ମିଳିଛି l ଯାହା ବିପିଲା ଭାଗ ନେଇଛନ୍ତି ସେଥି ମଧ୍ୟରୁ ମିନିମମ ପଚାଶ ଶତକଡା ପିଲା ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ରଖା ଯାଇଛି ଯେଉଁମାନେ ସବୁ ପ୍ରକାର ଟ୍ରେନିଙ୍ଗ କୁ ସାମ୍ନା କରି ଆସୁଛନ୍ତି ସେମାନେ ଶେଷ ପର୍ଯ୍ୟାୟରେ ମେଡିକାଲ୍ ଟେଷ୍ଟ ପାଇଁ ସିଲେକ୍ ସନ୍ ହେଉଛନ୍ତି l ଏହି ଟ୍ରେନିଙ୍ଗ କେବଳ ଅଗ୍ନି ବିର ପାଇଁ ହୋଇଥିବା ବେଳେ ଏଥିରେ ତିନି ଆର୍ମି ଟ୍ରେନିଙ୍ଗ ଅଫିସର ନିଯୁକ୍ତି ହୋଇଥିବା ଦେଖା ଯାଉଛି l ଏକ ସମ୍ବଲ୍ ପୁରୁ ଦ୍ୱିତୀୟ ଗୋପାଳ ପୁର ତୃତୀୟ କଟକ ଆର୍ମି ଅଫିସର ସାମିଲ ହୋଇଛନ୍ତି l ଏହି ଆର୍ମି ଟ୍ରେନିଙ୍ଗ ପାରାଦୀପ ପୋର୍ଟ ଆଠାରଟି ତତଫରୁ ଗୋପବନ୍ଧୁ ଷ୍ଟାଡିୟମ୍ ରେ କରାଯାଉ ଥିବା ବେଳେ କଟକ ପାରାଦୀପ ଆର୍ମି ଅଫିସର ଏହି କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଊ ଥିବା ଦେଖାଇବାକୁ ମିଳିଛି l ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା ଏଥିରେ କଟକ ଆର୍ମି ଅଫିସର ଏହି ଟ୍ରେନିଙ୍ଗ କୁ ନେଇ ସମସ୍ତ ସାମ୍ବାଦିକ ଙ୍କୁ ସଂପୂର୍ଣ ଭାବେ କିଭଳି ପିଲା ଟ୍ରେନିଙ୍ଗ ନେଉଛନ୍ତି ଏହି ଟ୍ରେନିଙ୍ଗ ରେ ସଂପୂର୍ଣ ତଥ୍ଯ କଟକ ଆର୍ମି ଅବଗତ କରାଇ ଥିଲେ l
    3
    ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ରେ ଶେଷ ହେବକୁ ଯାଇଛି ଆର୍ମି ଟ୍ରେନିଙ୍ଗ।
ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏଥିରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆର୍ମି ଟ୍ରେନିଙ୍ଗ ଆସନ୍ତା ୧୬ ତାରିଖରେ ଶେଷ ହେବା କୁ ଥିବା ବେଳେ ଏହି ଟ୍ରେନିଙ୍ଗ ରେ ଓଡ଼ିଶାରୁ ଦସ ହାଜର ପିଲା ଭାଗ ନେଇ ଥିବା ଦେଖିବାକୁ ମିଳିଛି l ସେଥି ମଧ୍ୟରୁ ଦୁଇ ହାଜର ପିଲା ସିଲେକ୍ସନ୍ ହେବାର  ନିର୍ଦେଶ ଥିବା ବେଳେ ଏହି ଦସ୍ ହାଜର ପିଲା ଙ୍କ ମଧ୍ୟରୁ କିଛି ପିଲା ଫିଟନେସ ରେ କଟୁ ଥିବା ବେଳେ କିଛି ପିଲା ହାଇଟି, ଚେଷ୍ଟ, ଦୌଡିବା ଭଳୀ ବିଭିନ୍ନ କାରଣରୁ କଟି ଯାଉଥିବା ଦେଖିବାକୁ ମିଳିଛି l ଯାହା ବିପିଲା ଭାଗ ନେଇଛନ୍ତି ସେଥି ମଧ୍ୟରୁ ମିନିମମ ପଚାଶ ଶତକଡା ପିଲା ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ରଖା ଯାଇଛି ଯେଉଁମାନେ ସବୁ ପ୍ରକାର ଟ୍ରେନିଙ୍ଗ କୁ ସାମ୍ନା କରି ଆସୁଛନ୍ତି ସେମାନେ ଶେଷ ପର୍ଯ୍ୟାୟରେ ମେଡିକାଲ୍ ଟେଷ୍ଟ ପାଇଁ ସିଲେକ୍ ସନ୍ ହେଉଛନ୍ତି l ଏହି ଟ୍ରେନିଙ୍ଗ କେବଳ ଅଗ୍ନି ବିର ପାଇଁ ହୋଇଥିବା ବେଳେ ଏଥିରେ ତିନି ଆର୍ମି ଟ୍ରେନିଙ୍ଗ ଅଫିସର ନିଯୁକ୍ତି ହୋଇଥିବା ଦେଖା ଯାଉଛି l ଏକ ସମ୍ବଲ୍ ପୁରୁ ଦ୍ୱିତୀୟ ଗୋପାଳ ପୁର ତୃତୀୟ କଟକ ଆର୍ମି ଅଫିସର ସାମିଲ ହୋଇଛନ୍ତି l ଏହି ଆର୍ମି ଟ୍ରେନିଙ୍ଗ ପାରାଦୀପ ପୋର୍ଟ ଆଠାରଟି ତତଫରୁ ଗୋପବନ୍ଧୁ ଷ୍ଟାଡିୟମ୍ ରେ କରାଯାଉ ଥିବା ବେଳେ କଟକ ପାରାଦୀପ ଆର୍ମି ଅଫିସର ଏହି କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଊ ଥିବା ଦେଖାଇବାକୁ ମିଳିଛି l ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା ଏଥିରେ କଟକ ଆର୍ମି ଅଫିସର ଏହି ଟ୍ରେନିଙ୍ଗ କୁ ନେଇ ସମସ୍ତ ସାମ୍ବାଦିକ ଙ୍କୁ ସଂପୂର୍ଣ ଭାବେ କିଭଳି ପିଲା ଟ୍ରେନିଙ୍ଗ ନେଉଛନ୍ତି ଏହି ଟ୍ରେନିଙ୍ଗ ରେ ସଂପୂର୍ଣ ତଥ୍ଯ କଟକ ଆର୍ମି ଅବଗତ କରାଇ ଥିଲେ l
    user_Sudhansu Ranjan satapathy
    Sudhansu Ranjan satapathy
    Badamba, Cuttack•
    6 hrs ago
  • ଷଷ୍ଠ ରେ ପାଠ ପଢ଼ୁଥିବା ବେଳେ ଯାତ୍ରାକୁ ଆସିଥିଲି, ଦରମା ନଥିଲା । Tulasi । Mandakini । ଆମେ ୪ ଭଉଣୀ । ବାପା ବି ଜଣେ କଳାକାର । ଘରର ବୋଝ ସମ୍ଭାଳିବା ପାଇଁ ମୋତେ ପାଠରେ ଡୋରି ବାନ୍ଧିବାକୁ ପଡ଼ିଲା । ଷଷ୍ଠ ରେ ପଢୁଥିବା ବେଳେ ଲୁଚିକରି ଯାତ୍ରା କୁ ପଳାଇ ଆସିଥିଲି । ମାଗଣାରେ କାମ କଲି । ପ୍ରଥମେ ଡାନ୍ସ କରୁଥିଲି । ତାପରେ ଅଭିନୟର ସୁଯୋଗ ପାଇଲି ।
    1
    ଷଷ୍ଠ ରେ ପାଠ ପଢ଼ୁଥିବା ବେଳେ ଯାତ୍ରାକୁ ଆସିଥିଲି, ଦରମା ନଥିଲା । Tulasi । Mandakini । 
ଆମେ ୪ ଭଉଣୀ । ବାପା ବି ଜଣେ କଳାକାର । ଘରର ବୋଝ ସମ୍ଭାଳିବା ପାଇଁ ମୋତେ ପାଠରେ ଡୋରି ବାନ୍ଧିବାକୁ ପଡ଼ିଲା । ଷଷ୍ଠ ରେ ପଢୁଥିବା ବେଳେ ଲୁଚିକରି ଯାତ୍ରା କୁ ପଳାଇ ଆସିଥିଲି । ମାଗଣାରେ କାମ କଲି । ପ୍ରଥମେ ଡାନ୍ସ କରୁଥିଲି । ତାପରେ ଅଭିନୟର ସୁଯୋଗ ପାଇଲି ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    1
    ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା 
ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
  • करांची में अज्ञात बंदूकधारियों ने ISI एजेंट और लष्कर ए तोइबा के कमांडर को कार के अंदर ही कब्र में सुला दिया
    1
    करांची में अज्ञात बंदूकधारियों ने ISI एजेंट और लष्कर ए तोइबा के कमांडर को कार के अंदर ही 
कब्र में सुला दिया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.