ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ରେ ଶେଷ ହେବକୁ ଯାଇଛି ଆର୍ମି ଟ୍ରେନିଙ୍ଗ। ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏଥିରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆର୍ମି ଟ୍ରେନିଙ୍ଗ ଆସନ୍ତା ୧୬ ତାରିଖରେ ଶେଷ ହେବା କୁ ଥିବା ବେଳେ ଏହି ଟ୍ରେନିଙ୍ଗ ରେ ଓଡ଼ିଶାରୁ ଦସ ହାଜର ପିଲା ଭାଗ ନେଇ ଥିବା ଦେଖିବାକୁ ମିଳିଛି l ସେଥି ମଧ୍ୟରୁ ଦୁଇ ହାଜର ପିଲା ସିଲେକ୍ସନ୍ ହେବାର ନିର୍ଦେଶ ଥିବା ବେଳେ ଏହି ଦସ୍ ହାଜର ପିଲା ଙ୍କ ମଧ୍ୟରୁ କିଛି ପିଲା ଫିଟନେସ ରେ କଟୁ ଥିବା ବେଳେ କିଛି ପିଲା ହାଇଟି, ଚେଷ୍ଟ, ଦୌଡିବା ଭଳୀ ବିଭିନ୍ନ କାରଣରୁ କଟି ଯାଉଥିବା ଦେଖିବାକୁ ମିଳିଛି l ଯାହା ବିପିଲା ଭାଗ ନେଇଛନ୍ତି ସେଥି ମଧ୍ୟରୁ ମିନିମମ ପଚାଶ ଶତକଡା ପିଲା ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ରଖା ଯାଇଛି ଯେଉଁମାନେ ସବୁ ପ୍ରକାର ଟ୍ରେନିଙ୍ଗ କୁ ସାମ୍ନା କରି ଆସୁଛନ୍ତି ସେମାନେ ଶେଷ ପର୍ଯ୍ୟାୟରେ ମେଡିକାଲ୍ ଟେଷ୍ଟ ପାଇଁ ସିଲେକ୍ ସନ୍ ହେଉଛନ୍ତି l ଏହି ଟ୍ରେନିଙ୍ଗ କେବଳ ଅଗ୍ନି ବିର ପାଇଁ ହୋଇଥିବା ବେଳେ ଏଥିରେ ତିନି ଆର୍ମି ଟ୍ରେନିଙ୍ଗ ଅଫିସର ନିଯୁକ୍ତି ହୋଇଥିବା ଦେଖା ଯାଉଛି l ଏକ ସମ୍ବଲ୍ ପୁରୁ ଦ୍ୱିତୀୟ ଗୋପାଳ ପୁର ତୃତୀୟ କଟକ ଆର୍ମି ଅଫିସର ସାମିଲ ହୋଇଛନ୍ତି l ଏହି ଆର୍ମି ଟ୍ରେନିଙ୍ଗ ପାରାଦୀପ ପୋର୍ଟ ଆଠାରଟି ତତଫରୁ ଗୋପବନ୍ଧୁ ଷ୍ଟାଡିୟମ୍ ରେ କରାଯାଉ ଥିବା ବେଳେ କଟକ ପାରାଦୀପ ଆର୍ମି ଅଫିସର ଏହି କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଊ ଥିବା ଦେଖାଇବାକୁ ମିଳିଛି l ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା ଏଥିରେ କଟକ ଆର୍ମି ଅଫିସର ଏହି ଟ୍ରେନିଙ୍ଗ କୁ ନେଇ ସମସ୍ତ ସାମ୍ବାଦିକ ଙ୍କୁ ସଂପୂର୍ଣ ଭାବେ କିଭଳି ପିଲା ଟ୍ରେନିଙ୍ଗ ନେଉଛନ୍ତି ଏହି ଟ୍ରେନିଙ୍ଗ ରେ ସଂପୂର୍ଣ ତଥ୍ଯ କଟକ ଆର୍ମି ଅବଗତ କରାଇ ଥିଲେ l
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ରେ ଶେଷ ହେବକୁ ଯାଇଛି ଆର୍ମି ଟ୍ରେନିଙ୍ଗ। ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏଥିରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆର୍ମି ଟ୍ରେନିଙ୍ଗ ଆସନ୍ତା ୧୬ ତାରିଖରେ ଶେଷ ହେବା କୁ ଥିବା ବେଳେ ଏହି ଟ୍ରେନିଙ୍ଗ ରେ ଓଡ଼ିଶାରୁ ଦସ ହାଜର ପିଲା ଭାଗ ନେଇ ଥିବା ଦେଖିବାକୁ ମିଳିଛି l ସେଥି ମଧ୍ୟରୁ ଦୁଇ ହାଜର ପିଲା ସିଲେକ୍ସନ୍ ହେବାର ନିର୍ଦେଶ ଥିବା ବେଳେ ଏହି ଦସ୍ ହାଜର ପିଲା ଙ୍କ ମଧ୍ୟରୁ କିଛି ପିଲା ଫିଟନେସ ରେ କଟୁ ଥିବା
ବେଳେ କିଛି ପିଲା ହାଇଟି, ଚେଷ୍ଟ, ଦୌଡିବା ଭଳୀ ବିଭିନ୍ନ କାରଣରୁ କଟି ଯାଉଥିବା ଦେଖିବାକୁ ମିଳିଛି l ଯାହା ବିପିଲା ଭାଗ ନେଇଛନ୍ତି ସେଥି ମଧ୍ୟରୁ ମିନିମମ ପଚାଶ ଶତକଡା ପିଲା ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ରଖା ଯାଇଛି ଯେଉଁମାନେ ସବୁ ପ୍ରକାର ଟ୍ରେନିଙ୍ଗ କୁ ସାମ୍ନା କରି ଆସୁଛନ୍ତି ସେମାନେ ଶେଷ ପର୍ଯ୍ୟାୟରେ ମେଡିକାଲ୍ ଟେଷ୍ଟ ପାଇଁ ସିଲେକ୍ ସନ୍ ହେଉଛନ୍ତି l ଏହି ଟ୍ରେନିଙ୍ଗ କେବଳ ଅଗ୍ନି ବିର ପାଇଁ ହୋଇଥିବା ବେଳେ ଏଥିରେ ତିନି ଆର୍ମି ଟ୍ରେନିଙ୍ଗ ଅଫିସର ନିଯୁକ୍ତି ହୋଇଥିବା ଦେଖା ଯାଉଛି l ଏକ ସମ୍ବଲ୍ ପୁରୁ ଦ୍ୱିତୀୟ ଗୋପାଳ
ପୁର ତୃତୀୟ କଟକ ଆର୍ମି ଅଫିସର ସାମିଲ ହୋଇଛନ୍ତି l ଏହି ଆର୍ମି ଟ୍ରେନିଙ୍ଗ ପାରାଦୀପ ପୋର୍ଟ ଆଠାରଟି ତତଫରୁ ଗୋପବନ୍ଧୁ ଷ୍ଟାଡିୟମ୍ ରେ କରାଯାଉ ଥିବା ବେଳେ କଟକ ପାରାଦୀପ ଆର୍ମି ଅଫିସର ଏହି କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଊ ଥିବା ଦେଖାଇବାକୁ ମିଳିଛି l ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା ଏଥିରେ କଟକ ଆର୍ମି ଅଫିସର ଏହି ଟ୍ରେନିଙ୍ଗ କୁ ନେଇ ସମସ୍ତ ସାମ୍ବାଦିକ ଙ୍କୁ ସଂପୂର୍ଣ ଭାବେ କିଭଳି ପିଲା ଟ୍ରେନିଙ୍ଗ ନେଉଛନ୍ତି ଏହି ଟ୍ରେନିଙ୍ଗ ରେ ସଂପୂର୍ଣ ତଥ୍ଯ କଟକ ଆର୍ମି ଅବଗତ କରାଇ ଥିଲେ l
- ବେଡାପଡା ଗାଁରେ ସୋଲାର ତାର ବିଦ୍ୟୁତ ତାର ସାଂଯୋଗ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଲଥିଲା. ଆଜି ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗାଁରେ ଗତକାଲି ସୋଲାର ତାର ସହ ବିଦ୍ୟୁତ ସାଂଯୋଗ ଫଳରେ ଗାଁର ଉପମା ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା. ଆଜି ରାସୋଳ ପୋଲିସ ଏହି ଘଟଣାରେ ଗୌରାଙ୍ଗ ଗଡ଼ନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.1
- ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,1
- ଆଦର୍ଶ ବିଦ୍ୟାଳୟ କୋଚିଂ ନୂଆଗାଁ ଗଣେଶ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ ABC, Nuagaon1
- ଢେଙ୍କାନାଳ ଇଫୁନା ଓ ଇଫୁନା ପକ୍ଷରୁ ବିଶ୍ଵ ଗଣତନ୍ତ୍ର ଦୀବସ ୨୦୨୬ ପାଳିତ ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ।ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" "ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ" "ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ" ଢେଙ୍କାନାଳ : ତା.୧୬.୦୯.୨୦୨୬ରିଖ : ( ) :ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଓ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ । ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ,ଡ.ପ୍ରମୋଦ କୁମାର ନାୟକ,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସଭାପତିତ୍ୱ କରିଥିବା ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଓ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ସ୍ୱୀୟ ବକ୍ତବ୍ୟରେ ବିଶ୍ୱ ଗଣତନ୍ତ୍ର ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ।ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦୦୭ ମସିହାରେ ଏହି ଦିବସର ଶୁଭାରମ୍ଭ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଗଣତାନ୍ତ୍ରିକ ପ୍ରକ୍ରିୟା,ମୂଲ୍ୟବୋଧ ଏବଂ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ତଥା ମଜଭୁତ କରିବା।ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ।ଏଥିରେ ଜନମତ ଓ ସ୍ୱାଧୀନତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ।ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଏହି ଦିବସର ଗୁରୁତ୍ୱ ଅନେକ ଅଧିକ।ଏହି ଅବସରରେ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ସଚେତନତା ସଭା ଓ ଆଲୋଚନାଚକ୍ର ଆୟୋଜନ କରାଯାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଥିଲେ ଯେ ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ।ବର୍ତ୍ତମାନ ସମୟରେ ଗଣତନ୍ତ୍ର ସମ୍ମୁଖରେ ଅନେକ ଆହ୍ୱାନ ରହିଛି,ଯେପରିକି ଦୁର୍ନୀତି,ଅଶିକ୍ଷା ଏବଂ ସାମାଜିକ ଅସମାନତା।ସମସ୍ତ ବକ୍ତାମାନଙ୍କ ଚିନ୍ତାଧାରା ଅନୁଯାୟୀ,ଯୁବପିଢ଼ି ଶିକ୍ଷିତ ଓ ସଚେତନ ହେଲେ ହିଁ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ।ଏହି ଦିବସରେ ଆମେ ସମସ୍ତେ ମିଳିମିଶି ଆମର ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ପ୍ରକାଶ କରିଥିଲେ।ଏହି ସଭାରେ ସାର୍ଥକ ପଟ୍ଟନାୟକ, ଇଂ.ଅବିନାଶ ଦାସ,ଇଂ.ଯୁଧିଷ୍ଟିର ସାହୁ,ଲକ୍ଷ୍ମୀଧର ଶତପଥୀ, ବିପିନ ବିହାରୀ ବେହେରା,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ,ରବିନାରାୟଣ ପଟ୍ଟନାୟକ,ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ବାରିକ,ଦିଲ୍ଲୀପ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ ଓ ଅକାନନ୍ଦ ଭୋଳ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ। ସମାଜସେବୀ ସରୋଜ କୁମାର ଶତପଥି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।1
- ବନମାଳୀ ପ୍ରସାଦ ଗ୍ରାମରୁ ଏକ ଘରୁ ନାଗ ସାପ ସ୍ନେକେ ହେଲ୍ପଲାଇନ ଦ୍ୱାରା ଉଦ୍ଧାର1
- Hyderabad Dholpet Ganesh in Dhenkanal Bajrang Club’s Grand Ganesh Puja ganesh puja dhenkanal dhenkanalnewsodisha1
- ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।3
- କୋରାପୁଟ ଜିଲ୍ଲା ରୁ ଆସିଛି ବାସ୍ତବ ଦୃଶ୍ୟ,ରାସ୍ତା ନାହିଁ, ଉଛୁଳା ନଈ ପାରି ଶବ ସତ୍କାର। କୋରାପୁଟ : ରାସ୍ତା ନାହିଁ... ତେଣୁ ଉଛୁଳା ନଈ ପାର ହୋଇ ଶବ ସତ୍କାର ପାଇଁ ଯାଉଛନ୍ତି ସମ୍ପର୍କୀୟ। ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଗ୍ରାମବାସୀ। ଏଭଳି ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁରୁ। ଗାଁର ପାତେ ଖରାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଶ୍ମଶାନ ଯିବାକୁ ବାହାରିଥିଲେ ସମ୍ପର୍କୀୟ ଓ ଗ୍ରାମବାସୀ। ହେଲେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଶବକୁ ନେବା ପାଇଁ ବାସୁକି ନଦୀ ପାର ହେବାକୁ ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ବାସୁକି ନଦୀରେ ଏବେ ପ୍ରଖର ସ୍ରୋତ ରହିଛି। ଏଭଳି ସ୍ଥିତିରେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ନଦୀ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ ଗ୍ରାମବାସୀ। ରାସ୍ତା ନଥିବାରୁ ନଦୀ ପାର ହୋଇ ଶବ ସତ୍କାର। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗତ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ବୋଲି ଜଣାପଡ଼ିଛି। ପ୍ରତିବର୍ଷ ବର୍ଷା ଦିନେ ଗ୍ରାମବାସୀଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ ବର୍ଷା ଦିନେ ସମାନ ସମସ୍ୟା ଗାଁକୁ ଭଲ ରାସ୍ତା ଏବଂ ବାସୁକି ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି ଗ୍ରାମବାସୀ। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଦେବଷଣ୍ଢଗୁଡା ଗ୍ରାମବାସୀ।1