logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗତ ରବିବାର (28-06-2026) ଦିନ ବେଲପାହାଡ଼ର ସଚେତନ ନାଗରିକ ଏବଂ ଯୁବକମାନଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ବେଲପାହାଡ଼ ଷ୍ଟେସନ ଦେଇ ଯାଉଥିବା ୫ ଗୋଟି ଟ୍ରେନର ଯାତ୍ରୀମାନଙ୍କୁ ନିଃଶୁଳ୍କ ଥଣ୍ଡା ପାନୀୟ ଏବଂ ସର୍ବତ ବିତରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ସଂଗଠନ ବିଗତ ତିନିମାସ ଧରି ପ୍ରତ୍ୟେକ ରବିବାର ସହିତ ସପ୍ତାହରେ ୩ ଦିନ ଏମିତି ଯାତ୍ରୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହି କ୍ରମରେ ଗତ ରବିବାର ପାଖାପାଖି ୫ ଗୋଟି ଟ୍ରେନର ୩୦୦ ରୁ ୪୦୦ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ଏହି ଅବସରରେ ହିତେଶ ଠକ୍କର, ନରେଶ ମେହେର, ଆଲୋକ ଅଗ୍ରୱାଲ, ରାଜୁ ରାଉତ, ବିନୟ ଅଗ୍ରୱାଲ, ଆମର ଠକ୍କର, ରବି ଅଗ୍ରୱାଲ, ନମନ ମେହେର, ରୋହିତ ଚୋଖାନି, ଫିରତ ସାହୁ, ଉମେଶ ରାଠୋର, ପଙ୍କଜ ମିତ୍ତଲ, ଦିଲୀପ ଗୋସ୍ୱାମୀ, ସିବ ସାହୁ, ମୁକେଶ ଅଗ୍ରୱାଲ ସମେତ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।

13 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
13 hrs ago

ଗତ ରବିବାର (28-06-2026) ଦିନ ବେଲପାହାଡ଼ର ସଚେତନ ନାଗରିକ ଏବଂ ଯୁବକମାନଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ବେଲପାହାଡ଼ ଷ୍ଟେସନ ଦେଇ ଯାଉଥିବା ୫ ଗୋଟି ଟ୍ରେନର ଯାତ୍ରୀମାନଙ୍କୁ ନିଃଶୁଳ୍କ ଥଣ୍ଡା ପାନୀୟ ଏବଂ ସର୍ବତ ବିତରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ସଂଗଠନ ବିଗତ ତିନିମାସ ଧରି ପ୍ରତ୍ୟେକ ରବିବାର ସହିତ ସପ୍ତାହରେ ୩ ଦିନ ଏମିତି ଯାତ୍ରୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହି କ୍ରମରେ ଗତ ରବିବାର ପାଖାପାଖି ୫ ଗୋଟି ଟ୍ରେନର ୩୦୦ ରୁ ୪୦୦ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ଏହି ଅବସରରେ ହିତେଶ ଠକ୍କର, ନରେଶ ମେହେର, ଆଲୋକ ଅଗ୍ରୱାଲ, ରାଜୁ ରାଉତ, ବିନୟ ଅଗ୍ରୱାଲ, ଆମର ଠକ୍କର, ରବି ଅଗ୍ରୱାଲ, ନମନ ମେହେର, ରୋହିତ ଚୋଖାନି, ଫିରତ ସାହୁ, ଉମେଶ ରାଠୋର, ପଙ୍କଜ ମିତ୍ତଲ, ଦିଲୀପ ଗୋସ୍ୱାମୀ, ସିବ ସାହୁ, ମୁକେଶ ଅଗ୍ରୱାଲ ସମେତ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।

More news from Jharsuguda and nearby areas
  • ଗତ ରବିବାର (28-06-2026) ଦିନ ବେଲପାହାଡ଼ର ସଚେତନ ନାଗରିକ ଏବଂ ଯୁବକମାନଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ବେଲପାହାଡ଼ ଷ୍ଟେସନ ଦେଇ ଯାଉଥିବା ୫ ଗୋଟି ଟ୍ରେନର ଯାତ୍ରୀମାନଙ୍କୁ ନିଃଶୁଳ୍କ ଥଣ୍ଡା ପାନୀୟ ଏବଂ ସର୍ବତ ବିତରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ସଂଗଠନ ବିଗତ ତିନିମାସ ଧରି ପ୍ରତ୍ୟେକ ରବିବାର ସହିତ ସପ୍ତାହରେ ୩ ଦିନ ଏମିତି ଯାତ୍ରୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହି କ୍ରମରେ ଗତ ରବିବାର ପାଖାପାଖି ୫ ଗୋଟି ଟ୍ରେନର ୩୦୦ ରୁ ୪୦୦ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ଏହି ଅବସରରେ ହିତେଶ ଠକ୍କର, ନରେଶ ମେହେର, ଆଲୋକ ଅଗ୍ରୱାଲ, ରାଜୁ ରାଉତ, ବିନୟ ଅଗ୍ରୱାଲ, ଆମର ଠକ୍କର, ରବି ଅଗ୍ରୱାଲ, ନମନ ମେହେର, ରୋହିତ ଚୋଖାନି, ଫିରତ ସାହୁ, ଉମେଶ ରାଠୋର, ପଙ୍କଜ ମିତ୍ତଲ, ଦିଲୀପ ଗୋସ୍ୱାମୀ, ସିବ ସାହୁ, ମୁକେଶ ଅଗ୍ରୱାଲ ସମେତ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।
    1
    ଗତ ରବିବାର (28-06-2026) ଦିନ ବେଲପାହାଡ଼ର ସଚେତନ ନାଗରିକ ଏବଂ ଯୁବକମାନଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ବେଲପାହାଡ଼ ଷ୍ଟେସନ ଦେଇ ଯାଉଥିବା ୫ ଗୋଟି ଟ୍ରେନର ଯାତ୍ରୀମାନଙ୍କୁ ନିଃଶୁଳ୍କ ଥଣ୍ଡା ପାନୀୟ ଏବଂ ସର୍ବତ ବିତରଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ସଂଗଠନ ବିଗତ ତିନିମାସ ଧରି ପ୍ରତ୍ୟେକ ରବିବାର ସହିତ ସପ୍ତାହରେ ୩ ଦିନ ଏମିତି ଯାତ୍ରୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହି କ୍ରମରେ ଗତ ରବିବାର ପାଖାପାଖି ୫ ଗୋଟି ଟ୍ରେନର ୩୦୦ ରୁ ୪୦୦ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା।

ଏହି ଅବସରରେ ହିତେଶ ଠକ୍କର, ନରେଶ ମେହେର, ଆଲୋକ ଅଗ୍ରୱାଲ, ରାଜୁ ରାଉତ, ବିନୟ ଅଗ୍ରୱାଲ, ଆମର ଠକ୍କର, ରବି ଅଗ୍ରୱାଲ, ନମନ ମେହେର, ରୋହିତ ଚୋଖାନି, ଫିରତ ସାହୁ, ଉମେଶ ରାଠୋର, ପଙ୍କଜ ମିତ୍ତଲ, ଦିଲୀପ ଗୋସ୍ୱାମୀ, ସିବ ସାହୁ, ମୁକେଶ ଅଗ୍ରୱାଲ ସମେତ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    13 hrs ago
  • ଝାରସୁଗୁଡ଼ା ଜିଲ୍ଲାର କୋଳାବିରା ଠାରେ ୨୯ ଜୁନ୍ ୨୦୨୬ ରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଜନସାଧାରଣ ନିଜର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ଏବଂ ସମୟଭିତ୍ତିକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, କୋଳାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ଲାକ୍ରା, ତହସିଲଦାର ଶ୍ରୀ ମନୋଜ କୁଜୁର, ଝାରସୁଗୁଡ଼ା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ସିଂଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାକ୍ରା ଏବଂ ସହକାରୀ ଜ଼ିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିବିରରେ ମୋଟ ୪୫ଟି ଅଭିଯୋଗ ପତ୍ର ପଞ୍ଜୀକରଣ କରାଯାଇଥିଲା, ଯେଉଁଥିରୁ ୨୮ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିକ ଅଭିଯୋଗ ଥିଲା। ଏହା ବ୍ୟତୀତ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରମୁଖ ଆଲୋଚନା ବିଷୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା, ଜମିଜମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ରାସ୍ତା ନିର୍ମାଣ, ବିଭିନ୍ନ ଭତ୍ତା, ପେନସନ, ରାସନ କାର୍ଡ, ଆଶୀର୍ବାଦ ଯୋଜନା ଏବଂ ଜମିବାଡ଼ି ସମସ୍ୟା ଆଦି ପ୍ରମୁଖ ଥିଲା।
    4
    ଝାରସୁଗୁଡ଼ା ଜିଲ୍ଲାର କୋଳାବିରା ଠାରେ ୨୯ ଜୁନ୍ ୨୦୨୬ ରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଜନସାଧାରଣ ନିଜର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ଏବଂ ସମୟଭିତ୍ତିକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, କୋଳାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ଲାକ୍ରା, ତହସିଲଦାର ଶ୍ରୀ ମନୋଜ କୁଜୁର, ଝାରସୁଗୁଡ଼ା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ସିଂଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାକ୍ରା ଏବଂ ସହକାରୀ ଜ଼ିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶିବିରରେ ମୋଟ ୪୫ଟି ଅଭିଯୋଗ ପତ୍ର ପଞ୍ଜୀକରଣ କରାଯାଇଥିଲା, ଯେଉଁଥିରୁ ୨୮ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିକ ଅଭିଯୋଗ ଥିଲା। ଏହା ବ୍ୟତୀତ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରମୁଖ ଆଲୋଚନା ବିଷୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା, ଜମିଜମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ରାସ୍ତା ନିର୍ମାଣ, ବିଭିନ୍ନ ଭତ୍ତା, ପେନସନ, ରାସନ କାର୍ଡ, ଆଶୀର୍ବାଦ ଯୋଜନା ଏବଂ ଜମିବାଡ଼ି ସମସ୍ୟା ଆଦି ପ୍ରମୁଖ ଥିଲା।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    23 hrs ago
  • ଗ୍ୱାଲିଅର ରେଳ ଷ୍ଟେସନରେ ଯାତ୍ରା ସମୟରେ ଏକ ଚୋରି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ କାନର ସୁନା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିବାକୁ ଚେଷ୍ଟା କରୁଥିବା ଜଣେ ଚତୁର ଚୋରକୁ ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଘଟଣାସ୍ଥଳରେ ଧରାଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଧରାପଡ଼ିଲେ ନିଜ ପତ୍ନୀ ଓ ଛୋଟ ପିଲାର ଦ୍ୱାହି ଦେଇ ଲୋକଙ୍କ ସହାନୁଭୂତି ହାସଲ କରି ଖସିଯାଉଥିଲା, କିନ୍ତୁ ଏଥର ତାହାର ଚାଲାକି କାମ ଦେଲାନି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି, ସେମାନେ ନିଜର ମୂଲ୍ୟବାନ ସାମଗ୍ରୀ ଓ ଗହଣାର ବିଶେଷ ଯତ୍ନ ନିଅନ୍ତୁ। ଯଦି କୌଣସି ସନ୍ଦିଗ୍ଧ ଗତିବିଧି ଦେଖାଯାଏ, ତୁରନ୍ତ ଜିଆରପି (GRP)/ଆରପିଏଫ (RPF) କିମ୍ବା ରେଳ ଅଧିକାରୀଙ୍କୁ ସୂଚନା ଦିଅନ୍ତୁ। ଭିଡ଼ ଥିବା ରେଳ ଷ୍ଟେସନ ଏବଂ ଟ୍ରେନରେ ଅଧିକ ସତର୍କ ରୁହନ୍ତୁ। ସାବଧାନତା ହିଁ ସୁରକ୍ଷା। ଆପଣଙ୍କ ଜୀବନସାରାର କଠିନ ପରିଶ୍ରମର ରୋଜଗାର କିଛି କ୍ଷଣରେ ଚୋରି ହୋଇପାରେ, ତେଣୁ ଯାତ୍ରା ସମୟରେ ସର୍ବଦା ସତର୍କ ରହିବା ନିତାନ୍ତ ଆବଶ୍ୟକ।
    1
    ଗ୍ୱାଲିଅର ରେଳ ଷ୍ଟେସନରେ ଯାତ୍ରା ସମୟରେ ଏକ ଚୋରି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ କାନର ସୁନା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିବାକୁ ଚେଷ୍ଟା କରୁଥିବା ଜଣେ ଚତୁର ଚୋରକୁ ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଘଟଣାସ୍ଥଳରେ ଧରାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଧରାପଡ଼ିଲେ ନିଜ ପତ୍ନୀ ଓ ଛୋଟ ପିଲାର ଦ୍ୱାହି ଦେଇ ଲୋକଙ୍କ ସହାନୁଭୂତି ହାସଲ କରି ଖସିଯାଉଥିଲା, କିନ୍ତୁ ଏଥର ତାହାର ଚାଲାକି କାମ ଦେଲାନି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି, ସେମାନେ ନିଜର ମୂଲ୍ୟବାନ ସାମଗ୍ରୀ ଓ ଗହଣାର ବିଶେଷ ଯତ୍ନ ନିଅନ୍ତୁ। ଯଦି କୌଣସି ସନ୍ଦିଗ୍ଧ ଗତିବିଧି ଦେଖାଯାଏ, ତୁରନ୍ତ ଜିଆରପି (GRP)/ଆରପିଏଫ (RPF) କିମ୍ବା ରେଳ ଅଧିକାରୀଙ୍କୁ ସୂଚନା ଦିଅନ୍ତୁ। ଭିଡ଼ ଥିବା ରେଳ ଷ୍ଟେସନ ଏବଂ ଟ୍ରେନରେ ଅଧିକ ସତର୍କ ରୁହନ୍ତୁ। ସାବଧାନତା ହିଁ ସୁରକ୍ଷା। ଆପଣଙ୍କ ଜୀବନସାରାର କଠିନ ପରିଶ୍ରମର ରୋଜଗାର କିଛି କ୍ଷଣରେ ଚୋରି ହୋଇପାରେ, ତେଣୁ ଯାତ୍ରା ସମୟରେ ସର୍ବଦା ସତର୍କ ରହିବା ନିତାନ୍ତ ଆବଶ୍ୟକ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ବରଗଡ଼ର ସୁପ୍ରିୟା ମାର୍ଗରେ ଆଜି ସନ୍ଧ୍ୟା ୬:୩୦ ସମୟରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଘୋଷଣା କରାଯାଇଛି ଯେ, କୁନି କୁନି ଭକ୍ତଙ୍କ ଛୋଟିଆ ପ୍ରୟାସ ଫଳରେ ଚଳିତ ବର୍ଷ ବରଗଡ଼ରେ ୧୬ ଚକ ବିଶିଷ୍ଟ 'ନନ୍ଦିଘୋଷ' ରଥ ଗଡିବ। ସ୍ଥାନୀୟ ୱାର୍ଡ ନମ୍ବର ୧ ସୁପ୍ରିୟା ମାର୍ଗ ଠାରେ ପାଳିତ ହୋଇଥିବା ଏହି ପୂର୍ଣ୍ଣିମା ଉତ୍ସବରେ, ଦୀର୍ଘ ୨୫ ବର୍ଷ ଧରି ରଥଯାତ୍ରା କରାଯାଉଥିଲେ ସୁଦ୍ଧା, ଏଥର ପୁରୀରୁ ଆସିବାକୁ ଥିବା ଏହି ବିଶେଷ ୧୬ ଚକିଆ ନନ୍ଦିଘୋଷ ରଥ ବରଗଡ଼ ବଡ଼ଦାଣ୍ଡରେ ଗଡିବ। ଏହି ଘୋଷଣା ସମସ୍ତ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି ଏବଂ ସେମାନେ ପ୍ରଭୁ ଜଗନ୍ନାଥଙ୍କ ମହାସ୍ନାନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିଛନ୍ତି।
    1
    ବରଗଡ଼ର ସୁପ୍ରିୟା ମାର୍ଗରେ ଆଜି ସନ୍ଧ୍ୟା ୬:୩୦ ସମୟରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଘୋଷଣା କରାଯାଇଛି ଯେ, କୁନି କୁନି ଭକ୍ତଙ୍କ ଛୋଟିଆ ପ୍ରୟାସ ଫଳରେ ଚଳିତ ବର୍ଷ ବରଗଡ଼ରେ ୧୬ ଚକ ବିଶିଷ୍ଟ 'ନନ୍ଦିଘୋଷ' ରଥ ଗଡିବ।

ସ୍ଥାନୀୟ ୱାର୍ଡ ନମ୍ବର ୧ ସୁପ୍ରିୟା ମାର୍ଗ ଠାରେ ପାଳିତ ହୋଇଥିବା ଏହି ପୂର୍ଣ୍ଣିମା ଉତ୍ସବରେ, ଦୀର୍ଘ ୨୫ ବର୍ଷ ଧରି ରଥଯାତ୍ରା କରାଯାଉଥିଲେ ସୁଦ୍ଧା, ଏଥର ପୁରୀରୁ ଆସିବାକୁ ଥିବା ଏହି ବିଶେଷ ୧୬ ଚକିଆ ନନ୍ଦିଘୋଷ ରଥ ବରଗଡ଼ ବଡ଼ଦାଣ୍ଡରେ ଗଡିବ। ଏହି ଘୋଷଣା ସମସ୍ତ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି ଏବଂ ସେମାନେ ପ୍ରଭୁ ଜଗନ୍ନାଥଙ୍କ ମହାସ୍ନାନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ଆଜି ଡୁଙ୍ଗୁରିପାଲି ବ୍ଲକରେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଉପସଭାପତି ସାନନ୍ଦ କୁମାର ମେହେର ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିଥିଲେ।
    1
    ଆଜି ଡୁଙ୍ଗୁରିପାଲି ବ୍ଲକରେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଉପସଭାପତି ସାନନ୍ଦ କୁମାର ମେହେର ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିଥିଲେ।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
  • ଜୁନ୍ ମାସ ଶେଷ ହୋଇଥିଲେ ମଧ୍ୟ ବର୍ଷା ନାହିଁ, ଯାହା ସୁବର୍ନପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ନେଇ ପରିବେଶବିତ୍ କିଶୋର ହୋତା ନିଜର ମତ ରଖିଛନ୍ତି।
    1
    ଜୁନ୍ ମାସ ଶେଷ ହୋଇଥିଲେ ମଧ୍ୟ ବର୍ଷା ନାହିଁ, ଯାହା ସୁବର୍ନପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ନେଇ ପରିବେଶବିତ୍ କିଶୋର ହୋତା ନିଜର ମତ ରଖିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • କେ. ବଲାଙ୍ଗ ଥାନାରେ ଅନୁଷ୍ଠିତ 'ଆମ ପୋଲିସ ସମିତି' ବୈଠକରେ ମହିଳା ସୁରକ୍ଷା, ମାନବ ଚାଲାଣ ରୋକଥାମ ଏବଂ ସମ୍ପ୍ରଦାୟ-ପୋଲିସ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ, ସାଧାରଣ ଲୋକଙ୍କୁ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଆହ୍ୱାନ କରାଯାଇଛି, ଯାହା ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହେବ।
    1
    କେ. ବଲାଙ୍ଗ ଥାନାରେ ଅନୁଷ୍ଠିତ 'ଆମ ପୋଲିସ ସମିତି' ବୈଠକରେ ମହିଳା ସୁରକ୍ଷା, ମାନବ ଚାଲାଣ ରୋକଥାମ ଏବଂ ସମ୍ପ୍ରଦାୟ-ପୋଲିସ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ, ସାଧାରଣ ଲୋକଙ୍କୁ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଆହ୍ୱାନ କରାଯାଇଛି, ଯାହା ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହେବ।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    4 hrs ago
  • ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ତା:୨୯/୦୬/୨୬ରେ କୋଲାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିକ୍ଷାର ମାନ, ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ୟୁନିଫର୍ମର ଗୁଣବତ୍ତା ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି। ପ୍ରଥମେ ସେ କୋଲାବିରାସ୍ଥିତ ପି.ଏସ. ହାଇସ୍କୁଲ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ୟୁନିଫର୍ମ ବଣ୍ଟନ ଓ ଏହାର ଗୁଣବତ୍ତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନାଗାର ପରିଦର୍ଶନ ସମୟରେ, କ୍ଷତିଗ୍ରସ୍ତ ୱାଲ୍ ପେପର୍ ହଟାଇବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳରେ ଉନ୍ନତି ଆଣିବା ସହ ବିଦ୍ୟାଳୟର A1 ମାନ୍ୟତା ହାସଲ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପଛପଟେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବାକୁ ମଧ୍ୟ କୁହାଯାଇଥିଲା। ପରେ ଜିଲ୍ଲାପାଳ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷଙ୍କ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ୟୁନିଫର୍ମର ଗୁଣବତ୍ତା ଯାଞ୍ଚ କରିବା ସହ ଶ୍ରେଣୀ ବିଭାଜନ ପାଇଁ କକ୍ଷ ବିଭାଜନ (Partition) କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶେଷରେ ସେ ସିରିଆପାଲିସ୍ଥିତ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନାଗାର, କ୍ରୀଡ଼ା କକ୍ଷ, ପାଠାଗାର ଓ ଆଇସିଟି ଲ୍ୟାବ୍ ପରିଦର୍ଶନ କରିବା ସହ ୟୁନିଫର୍ମର ଗୁଣବତ୍ତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଉତ୍ସାହଜନକ ଉତ୍ତରକୁ ପ୍ରଶଂସା କରିଥିଲେ। ଏହା ସହିତ, ପ୍ରାଥମିକ ସ୍ତରରେ Foundational Literacy and Numeracy (FLN) କାର୍ଯ୍ୟକ୍ରମର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ପରିଦର୍ଶନ ଅବସରରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଶୃଙ୍ଖଳା, ପରିମଳ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
    4
    ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ତା:୨୯/୦୬/୨୬ରେ କୋଲାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିକ୍ଷାର ମାନ, ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ୟୁନିଫର୍ମର ଗୁଣବତ୍ତା ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି।

ପ୍ରଥମେ ସେ କୋଲାବିରାସ୍ଥିତ ପି.ଏସ. ହାଇସ୍କୁଲ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ୟୁନିଫର୍ମ ବଣ୍ଟନ ଓ ଏହାର ଗୁଣବତ୍ତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନାଗାର ପରିଦର୍ଶନ ସମୟରେ, କ୍ଷତିଗ୍ରସ୍ତ ୱାଲ୍ ପେପର୍ ହଟାଇବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳରେ ଉନ୍ନତି ଆଣିବା ସହ ବିଦ୍ୟାଳୟର A1 ମାନ୍ୟତା ହାସଲ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପଛପଟେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବାକୁ ମଧ୍ୟ କୁହାଯାଇଥିଲା।

ପରେ ଜିଲ୍ଲାପାଳ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷଙ୍କ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ୟୁନିଫର୍ମର ଗୁଣବତ୍ତା ଯାଞ୍ଚ କରିବା ସହ ଶ୍ରେଣୀ ବିଭାଜନ ପାଇଁ କକ୍ଷ ବିଭାଜନ (Partition) କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ।

ଶେଷରେ ସେ ସିରିଆପାଲିସ୍ଥିତ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନାଗାର, କ୍ରୀଡ଼ା କକ୍ଷ, ପାଠାଗାର ଓ ଆଇସିଟି ଲ୍ୟାବ୍ ପରିଦର୍ଶନ କରିବା ସହ ୟୁନିଫର୍ମର ଗୁଣବତ୍ତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଉତ୍ସାହଜନକ ଉତ୍ତରକୁ ପ୍ରଶଂସା କରିଥିଲେ। ଏହା ସହିତ, ପ୍ରାଥମିକ ସ୍ତରରେ Foundational Literacy and Numeracy (FLN) କାର୍ଯ୍ୟକ୍ରମର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା।

ଏହି ପରିଦର୍ଶନ ଅବସରରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଶୃଙ୍ଖଳା, ପରିମଳ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    23 hrs ago
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
    1
    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.