Shuru
Apke Nagar Ki App…
ବାଂଲାଦେଶ ରେ ହିନ୍ଦୁଙ୍କ ପ୍ରତି ଲାଗି ରହିଥିବା ହିଂସା ପ୍ରସଙ୍ଗରେ କଣ କହିଲେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ବାଂଲାଦେଶ ରେ ହିନ୍ଦୁ ମାନଙ୍କ ପ୍ରତି ଲାଗି ରହିଥିବା ହିଂସା ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ବାରିପଦା ଠାରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ କଣ କହିଛନ୍ତି ଶୁଣନ୍ତୁ।
Mayurbhanj Public News
ବାଂଲାଦେଶ ରେ ହିନ୍ଦୁଙ୍କ ପ୍ରତି ଲାଗି ରହିଥିବା ହିଂସା ପ୍ରସଙ୍ଗରେ କଣ କହିଲେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ବାଂଲାଦେଶ ରେ ହିନ୍ଦୁ ମାନଙ୍କ ପ୍ରତି ଲାଗି ରହିଥିବା ହିଂସା ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ବାରିପଦା ଠାରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ କଣ କହିଛନ୍ତି ଶୁଣନ୍ତୁ।
More news from ଓଡ଼ିଶା and nearby areas
- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1
- ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।1
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- Post by Khabar1
- ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରା ଯାଇଛି।1
- Post by Mayurbhanj Live1
- Post by Rajib Behera1
- ଆଜିକାର ଇଣ୍ଟରନେଟ୍ ଯୁଗରେ ଡିଜିଟାଲ୍ ସୁରକ୍ଷା ଏବଂ ସାଇବର୍ ଅପରାଧରୁ ସୁରକ୍ଷା ନିୟମିତ ସଚେତନତାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏମ୍ପିସି ଅଟୋନୋମସ୍ କଲେଜ ଠାରେ ସେଫାର୍ ଇଣ୍ଟରନେଟ୍ ଡେ ଭବ୍ୟତାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ GET 2 NET କମ୍ପ୍ୟୁଟର୍ ଷ୍ଟଡି ସେଣ୍ଟର ଦ୍ୱାରା ଓଡ଼ିଶା କମ୍ପ୍ୟୁଟର୍ ଅପ୍ପଲିକେସନ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (OKCL) ର ସହଯୋଗରେ ଆୟୋଜିତ ହୋଇଥିଲା।1