ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା , ପରୀକ୍ଷା କେନ୍ଦ୍ର ଯାଞ୍ଚ କଲେ ଗଞ୍ଜାମ ଜିଲ୍ଲାପାଳ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଜି ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୯ ଟାରୁ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି। ଏହି ଅବସରରେ ଛତ୍ରପୁର ରେ 11 ଟି କେନ୍ଦ୍ରରେ ପରୀକ୍ଷା ହେଉଛି | 2288 ପରୀକ୍ଷାଥି ଦେଉଛନ୍ତି ପରୀକ୍ଷା | ନିଜେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ | ପରୀକ୍ଷା କେନ୍ଦ୍ର ରେ ଛାତ୍ର /ଛାତ୍ରୀ ପାଇଁ ବିଭିନ୍ନ ସୁବିଧା ଯୋଗାଯାଇଛି | ପରୀକ୍ଷା କେନ୍ଦ୍ର ଗୁଡିକ କଡା ନଜର ରଖାଯିବା ସହ ପୋଲିସ ଜଗି ରହିଛନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ର /ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ |

- ଛତ୍ରପୁର ମୁନିସିପାଲିଟି ରେ ୫ ପଞ୍ଚାୟତ ମିଶ୍ରଣ କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ : ପ୍ରତିକ୍ରିୟା ରଖିଲେ ବିଜେପି ଜିଲ୍ଲା ସମ୍ପାଦକ1
- ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ରହିଥିବା ବେଳେ ଏଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖର କଥା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ୪ ଟି ସୁଲଭ ଶୌଚାଳୟ ରହିଥିଲେ ସୁଦ୍ଧା ଏଗୁଡ଼ିକ ଠିକ୍ ସମୟରେ ଖୋଲା ଯାଉନଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ସକାଳ ୮ ଟା ରୁ ୧୨ ଟା , ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନେକ ଶୈଚାଳୟ ଖୋଲାଯାଉଥିବା ବେଳେ ଗୋଟିଏ ଶୈଚାଳୟ ନିର୍ମାଣ ପରଠାରୁ ଆଜିଯାଏଁ ୪ ବର୍ଷ ହେବ ଖୋଲା ଯାଇ ପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଗୋପାଳପୁର ରେ ସମସ୍ତ ଶୈଚାଳୟ କୁ ୨୪ ଘଣ୍ଟିଆ ଖୋଲିବାକୁ ସାଧାରଣ ରେ ଦାବି ହେଉଅଛି।4
- ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ #Corruption #Update #Achutasamanta #KiT #Kiss #kims #gochara #bhumi #gharabari #update #recent1
- ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି1
- Post by Dillip Parida1
- ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଜି ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୯ ଟାରୁ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯାଇଛି। ଏହି ଅବସରରେ ଛତ୍ରପୁର ରେ 11 ଟି କେନ୍ଦ୍ରରେ ପରୀକ୍ଷା ହେଉଛି | 2288 ପରୀକ୍ଷାଥି ଦେଉଛନ୍ତି ପରୀକ୍ଷା | ନିଜେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ | ପରୀକ୍ଷା କେନ୍ଦ୍ର ରେ ଛାତ୍ର /ଛାତ୍ରୀ ପାଇଁ ବିଭିନ୍ନ ସୁବିଧା ଯୋଗାଯାଇଛି | ପରୀକ୍ଷା କେନ୍ଦ୍ର ଗୁଡିକ କଡା ନଜର ରଖାଯିବା ସହ ପୋଲିସ ଜଗି ରହିଛନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ର /ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ |1